fbpx
Browsing Category

ରାଜନୀତି

ଦିଲ୍ଲୀରେ ଆପ୍‌-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବେ

ନୂଆଦିଲ୍ଲୀ: ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇପାରେ । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି…

କିଏ ଏହି ଭାରତୀୟ ବଂଶଜ ଯାହାଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ଆଖ୍ୟା ଦେଲା ଆମେରିକା, ଚିକାଗୋ ମାଗାଜିନର ୫୦ ଜଣଙ୍କ ଲିଷ୍ଟରେ ସାମିଲ ହେଲା ନାମ

ନୂଆଦିଲ୍ଲୀ: ଲୋକେ ଭାରତରୁ ଯାଇ ଅନ୍ୟ ଦେଶମାନଙ୍କରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ଏପରି ଜଣେ ଭାରତୀୟ ବଂଶଜଙ୍କୁ ଆମେରିକାର ଏକ ମାଗାଜିନ ଏକ ଖାସ ତାଲିକାରେ ସାମିଲ କରିଛି । ଚିକାଗୋ ମାଗାଜିନ ରାଜା…

୩ଟି ଆକାଉଣ୍ଟରୁ ୬୫ କୋଟି ଟଙ୍କା ଉଠାଇଲା ଆୟକର ବିଭାଗ; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ମଙ୍ଗଳବାର ଆୟକର ବିଭାଗ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ ଏବଂ ଏନଏସୟୁଆଇର ଆକାଉଣ୍ଟରୁ ସରକାରଙ୍କୁ ୬୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବାକୁ…

କଂଗ୍ରେସ ସହ ମେଣ୍ଟ ଓ ଆସନ ବୁଝାମଣା ନେଇ ସଙ୍କେତ ଦେଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟକୁ ନେଇ ମୁହଁ ଖୋଲିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ 'ଶେଷ ଭଲ, ସବୁକିଛି ଭଲ' । ବାସ୍ତବରେ ଅଖିଳେଶ ଯାଦବଙ୍କୁ ଯେତେବେଳେ…

ବିଧାନସଭା ଓ ଲୋକସଭା ଆସନରେ ୫୦% ମହିଳାଙ୍କୁ ଟିକଟ ଦେବ କଂଗ୍ରେସ: ଅଳକା ଲାମ୍ବା

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଓଡ଼ିଶା ପ୍ରଦେଶ…

(Video) ବିବାଦୀୟ ପୋଷ୍ଟର: ରାହୁଲଗାନ୍ଧୀଙ୍କୁ ‘ଭଗବାନ କୃଷ୍ଣ’ ଏବଂ ଅଜୟ ରାୟଙ୍କୁ କରାଗଲା ‘ଅର୍ଜୁନ’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି କାନପୁରରେ ପହଁଚିଛି । ଏହାରି ମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସହରରେ ଅନେକ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟରରେ କଂଗ୍ରେସ ସାଂସଦ ରାହୁଲ…

ରାଜନେତାଙ୍କୁ ପାଖରୁ ଛାଡିବାକୁ କର୍ମୀ ଓ ଜନତା ନାରାଜ, ରାସ୍ତାରେ ଗଡି କଲେ ନିବେଦନ, ଜାଣନ୍ତୁ କିଏ ସେହି ନେତା

ପାଟନା: ଚିରାଗ ପାଶୱାନ ବିହାରର ଜମୁଇ ଆସନରୁ ଲୋକସଭା ସଦସ୍ୟ ବା ସାଂସଦ ଅଛନ୍ତି । ବିହାରରେ ଚିରାଗ ଜଣେ ୟୁଥ ଆଇକନ୍ ତଥା ଲୋକପ୍ରିୟ ରାଜନେତା ଭାବରେ ପରିଚିତ । ଏହି କାରଣରୁ ତାଙ୍କର ଫ୍ୟାନ୍ ଫ୍ଲୋଇଂ ବି ବହୁତ ଅଧିକ ।…

Big Breaking… ରାଜନୀତି ମଇଦାନକୁ ଆସୁଛନ୍ତି ଯୁବରାଜ… ପୁଣି BJPରେ ସାମିଲ ହେବେ ନବଜୋତ ସିଦ୍ଧୁ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏବେ ସାରା ଦେଶରେ ରାଜନୀତିକୁ ନେଇ ଖୁବ ଚର୍ଚ୍ଚା । ଏହିସବୁ ଆଲୋଚନା ଭିତରେ ଆଉ ଦୁଇଟି ନାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତୀୟ ଦଳର ଦୁଇ ପୂର୍ବତନ କ୍ରିକେଟରଙ୍କୁ…

ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା, ଶହବାଜ ହେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଡିଟେଲ୍ସ

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ପାକିସ୍ତାନ ମଧ୍ୟରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ଅନେକ ଦିନରୁ ଆଲୋଚନା ଚାଲୁଥିଲା । ଶେଷରେ ମଙ୍ଗଳବାର ଦିନ ଏମାନଙ୍କ ମଧ୍ୟରେ ଏକ…

ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ

ଓଡ଼ିଶା ଭାସ୍କର: ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଆଜି ନବୀନ ନିବାସରେ ଏହି ଭେଟଘାଟ…