fbpx
BSKY
BJD SHG SKY
BJD YOUTH SKY
Browsing Category

ପଞ୍ଚାୟତ ନିର୍ବାଚନ

ବଢିଲା ଷ୍ଟାର ପ୍ରଚାରକ ତାଲିକା: ଜାଣନ୍ତୁ ଏବେ କେତେ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ନିର୍ବାଚନୀ ପ୍ରଚାର କରି ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସିଲା ନୂଆ ଟ୍ୱିଷ୍ଟ । ବଢିଲା ଷ୍ଟାର ପ୍ରଚାରକଙ୍କ ତାଲିକା । ଏଣିକି ଆହୁରି ସରଗରମ ହେବ ନିର୍ବାଚନ ପ୍ରଚାର । ବଢିବ ରୋମାଞ୍ଚ । ନିଜ ନିଜ ପାର୍ଟିର ପ୍ରାର୍ଥୀମାନଙ୍କୁ…

ସାମ୍ବାଦିକଙ୍କୁ ମାଡ଼ ଘଟଣା: ୨୫ ଜଣକୁ ଉଠାଇନେଲା ପୋଲିସ

ଯାଜପୁର: ବିଞ୍ଝାରପୁରରେ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨୫ ଜଣକୁ ଉଠାଇନେଇଛି । ବାଛୋଳ ପଞ୍ଚାୟତରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ତୃତୀୟ…

ଭୋଟ ବାକ୍ସ ଉଠାଇନେଲେ ଡଙ୍ଗରିଆ କନ୍ଧ, ଲିଷ୍ଟରେ ନାଁ ନଥିବାରୁ…

ନିୟମଗିରି(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ଭିତରେ ସରିଛି ମତଦାନ । ଏବେ କେବଳ ବୁଥ ଭିତରେ ଥିବା ଭୋଟରମାନେ ଭୋଟ୍ ଦେଉଛନ୍ତି । ଏହାରି…

୧୨ଟା ସୁଦ୍ଧା ୪୫% ମତଦାନ, ପୋଲିସକୁ ହୋଇଛି ଟେକାପଥର ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଛି । ଗୋଟିଏ ଜିଲ୍ଲାକୁ ଛାଡ଼ି ସବୁ ସ୍ଥାନରେ ମତଦାନ…

୩ ସାମ୍ବାଦିକଙ୍କୁ ଆକ୍ରମଣ, ବଢ଼ୁଛି ନିର୍ବାଚନୀ ହିଂସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଯାଜପୁର ଜିଲ୍ଲା ବାଛଳ ପଞ୍ଚାୟତରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ୩ ଜଣ ସାମ୍ବାଦିକ ରାଜ୍ୟର ତିନୋଟି ପ୍ରମୁଖ…

କୋରେଇ BDOଙ୍କୁ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଗଣ୍ଡଗୋଳ, ହିଂସା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆଜି ଆକ୍ରମଣର ଶିକାର ହୋଇଛନ୍ତି କୋରେଇ ବିଡିଓ । ଗୋଳେଇପୁର…

୯ଟା ସୁଦ୍ଧା ୧୫% ମତଦାନ: ଯାଜପୁରରେ ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୧୫% ଭୋଟ୍ ହୋଇଥିବା ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ଓଡିଶା ପୋଲିସ: କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡିଶା ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି ପର୍ବ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ…

୨୩ ରେ ହେବ ସାନି ମତଦାନ ନେଇ ନିର୍ବାଚନ: ଘୋଷଣା କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଭୋଟ୍ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ସୂଚନା…

ନିର୍ବାଚନୀ ତାତି: ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର, ଦେଖନ୍ତୁ Video

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । କିଛି ସ୍ଥାନରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଥିବା ବେଳେ କିଛି…