fbpx
Browsing Category

ସ୍ପେସାଲ

ଅତ୍ୟଧିକ ମାଂସ ଖାଇଲେ ହାଡ଼ ହେବ ଦୁର୍ବଳ! ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ମାଂସରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ । ଲୋକଙ୍କର ଏକ ବିଶ୍ୱାସ ରହିଛି ଯେ ସେମାନେ ଯେତେ ଅଧିକ ମାଂସ ଖାଆନ୍ତି, ସେତେ ଅଧିକ ପ୍ରୋଟିନ୍ ପାଇବେ, କିନ୍ତୁ ପ୍ରୋଟିନ୍ ପାଇଁ କେବଳ ମାଂସ ଉପରେ ନିର୍ଭର କରିବା…

ଖାଇବା ପରେ ପାଣି ପିଉଥିଲେ ସାବଧାନ୍! ହୋଇପାରେ ଏପରି ସମସ୍ୟା

କିଛି ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ଏବଂ ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇନେବା ଉଚିତ୍ ବୋଲି ଆପଣ ନିଶ୍ଚୟ ଶୁଣିଥିବେ ।…

Oh my God! ଭାରତର ଏମିତି ଏକ ଗାଁ; ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଜମାରାଶି

ଗୁଜୁରାଟ: ଯଦି ଆମେ ଗାଁ ବୋଲି କହିବା, ତେବେ ପ୍ରଥମ ଦୃଶ୍ୟ ଆମ ମନରେ ଆସିବ କୁଡିଆ ଘର, ଚାଷୀ, କୃଷକ ଇତ୍ୟାଦିର ଛବି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମୀଣ କ୍ଷେତ୍ରରେ ଅନେକ ବିକାଶ…

ଏହି ଅଭ୍ୟାସକୁ ଆଜିଠାରୁ ସୁଧାରି ନିଅନ୍ତୁ : ନଚେତ୍ ବୟସ ପୂର୍ବରୁ ହୋଇଯିବେ ବୃଦ୍ଧ

ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ମସ୍ତିଷ୍କ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାୟାମ ନକରିବା ଏବଂ ସବୁବେଳେ ରିଲାକ୍ସ ରହିଲେ ମସ୍ତିଷ୍କ ବୁଢ଼ା ହେବାକୁ ଲାଗିଥାଏ । ଏଥିପାଇଁ ଆପଣଙ୍କୁ ସବୁବେଳେ…

(Video) ଆହା କି ସ୍ନେହ! ମା’କୁ ଧରି ଗେହ୍ଲା କରୁଛି ନବଜାତ ଶିଶୁ: ଦେଖିଲେ ଆଖିରେ ଲୁହ ଆସିଯିବ

ନୂଆଦିଲ୍ଲୀ: ମା ହୋଇପାରେ ଗୋଟିଏ ଅକ୍ଷର । କିନ୍ତୁ ଏହି ଗୋଟିଏ ଅକ୍ଷର ଭିତରେ ଲୁଚି ରହିଛି ସାରା ସଂସାରର ଭଲ ପାଇବା, ଆଦର, ସ୍ନେହ ଆଉ ଯତ୍ନ । ନିଜ ସନ୍ତାନକୁ ଗର୍ଭରେ ଧରିବା ଦିନରୁ ଆରମ୍ଭ କରି ଶେଷ ନିଶ୍ୱାସ…

ମଦ୍ୟପାନ ଯୋଗୁଁ ହୋଇପାରେ କି କ୍ୟାନ୍ସର ? ଜାଣନ୍ତୁ କ’ଣ କହୁଛି ଷ୍ଟଡି

ବିଭିନ୍ନ ଅଧ୍ୟୟନରେ କୁହାଯାଇଛି କି, ମଦ ପିଇବା ଦ୍ୱାରା ହୃତ୍‌ପିଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ-କିନ୍ତୁ ସମାନ ସମୟରେ ଅନେକ ମଦ୍ୟପାନ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ସେହିପରି…

ଖାଇବା ପରେ ଗାଧୋଇବାର ଖରାପ ଅଭ୍ୟାସ ଅଛି କି ? ତେବେ ସାବଧାନ, ଜାଣନ୍ତୁ କଣ ହେବ ପରିଣାମ

ଅନେକ ଲୋକଙ୍କର ଖାଇବା ପରେ ଗାଧୋଇବାର ଖରାପ ଅଭ୍ୟାସ ରହିଛି । ଏପରି କରିବା ପଛରେ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥାଏ, କିନ୍ତୁ ଖାଦ୍ୟ ଖାଇବା ପରେ ଫ୍ରି ହେବାକୁ ଚାହାଁନ୍ତି । ଏଥିପାଇଁ ଖାଇବା ପରେ ଆରାମ…

ଆପଣ ଜାଣିଛନ୍ତି ଦହିବରାର ଇତିହାସ ବିଷୟରେ? ମୋଗଲ ସାମ୍ରାଜ୍ୟ ସହ ଜଡିତ ଏହି ଖାଦ୍ୟ

ନୂଆଦିଲ୍ଲୀ: ଓଡିଆ ଲୋକଙ୍କ ପ୍ରିୟ ଖାଦ୍ୟ ଭିତରୁ ଗୋଟିଏ ହେଉଛି ଦହିବରା । ବିଶେଷ କରି କଟକର ଦହିବରା ଆଳୁଦମ କେବଳ ସାରା ରାଜ୍ୟରେ ନୂଆ ପରିଚୟ ସୃଷ୍ଟି କରିଛି । ତେବେ ଖରାଦିନରେ ଏହାର ଚାହିଦା ଖୁବ ବଢିଯାଏ । ଖରାରେ…

WPL ରନର୍ସ ଅପ୍ ଟିମକୁ ମିଳିବ ୩ କୋଟି: ଚମ୍ପିଆନଙ୍କୁ କେତେ?

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଆଜି ବାଜିବ ଫାଇନାଲ ବିଗୁଲ । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ ଘମାଘୋଟ ଫାଇଟ । ସେଥିପାଇଁ ସଜେଇ ହୋଇସାରିଛି…

ହାତରେ ଦେଖାଯାଏ ଡାଇବେଟିସ୍ ଲକ୍ଷଣ: ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଧୁମେହର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ। ମଧୁମେହ ସାଧାରଣତଃ ୨ପ୍ରକାର। ଟାଇପ୍ ୧ ଡାଇବେଟିସ୍ ଏବଂ ଟାଇପ୍ ୨ ଡାଇବେଟିସ୍।…