fbpx
Browsing Category

ସ୍ୱାଧୀନତା ଦିବସ

ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ

ଓଡିଶା ଭାସ୍କର; ରାତି ପାହିଲେ ଦେଶ ପାଳନ କରିବ ତାର ୭୭ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ଏବେ ସାରା ଦେଶବାସୀ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କାଲି ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି…

କେମିତି ଥିଲା ସ୍ୱାଧୀନତାର ପୂର୍ବ ରାତି? ଅଗଷ୍ଟ ୧୪ ମଧ୍ୟରାତ୍ରିରେ ଏପରି ଥିଲା ରାଇସିନା ହିଲ୍ସର ଦୃଶ୍ୟ…

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଆମ ଦେଶ ଭାରତ । ୨୦୦ ବର୍ଷର ବ୍ରିଟିଶ ଛାଟରୁ ସେଦିନ ମୁକ୍ତ ହୋଇଥିଲେ ଦେଶ ପ୍ରତ୍ୟେକଟି ନାଗରିକ । ମୁକ୍ତ ଆକାଶରେ ଡେଣା ମେଲାଇ ଉଡ଼ି ବୁଲୁଥିଲେ ବିହଙ୍ଗ,…

କେମିତି ଥିଲା ଶାସ୍ତ୍ରୀଙ୍କ ମୃତ୍ୟୁ ପୂର୍ବର ୧୨ ଘଣ୍ଟା? ପାଦ ତଳେ ପଡ଼ି ଯାଇଥିଲା ପାକିସ୍ତାନ

ଅଳ୍ପ ଉଚ୍ଚତା ସାଧାରଣ ପୋଷାକ ଏବଂ ଶାନ୍ତ ଚରିତ୍ର । ସେ ଭାରତର ଲାଲ୍ ଥିଲେ । ସେ ସାଧା ଜୀବନ ଉଚ୍ଚ ବିଚାର ଥିବା ଗାନ୍ଧିବାଦୀ ଥିଲେ । ସେ ଲଢ଼ିଛନ୍ତି ସ୍ୱାଧୀନତାର ଲଢ଼େଇ । ସେ ବନିଥିଲେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ…

୧୦ ହଜାର ପୋଲିସ କର୍ମଚାରୀ, ଆଣ୍ଟି ଡ୍ରୋନ, କ୍ୟାମେରାରେ ମୁହଁ ଚିହ୍ନିବା.. ସ୍ୱାଧୀନତା ଦିବସରେ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ମଙ୍ଗଳବାର ଦିନ ୭୭ତମ ସ୍ୱାଧୀନତା ଦିବସ ପାଳନ ହେବ । ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଧିକାରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ରାଜଧାନୀ ସୁରକ୍ଷିତ ରହୁ ଏବଂ…

ଆପଣ ବାଲକୋନୀ କିମ୍ବା ଛାତରେ ଉଡାଇ ପାରିବେ କି ତ୍ରିରଙ୍ଗା? ୧୫ ଅଗଷ୍ଟ ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଗୋଟେ ଦିନ ପରେ ସାରା ଭାରତବର୍ଷ ସ୍ୱାଧୀନତା ଦିବସ ପାଳନ କରିବ। ଏହି ସମୟ ମଧ୍ୟରେ ଆପଣ ସବୁ ସ୍ଥାନରେ ତ୍ରିରଙ୍ଗା ଉଡିବାର ଦେଖିବେ। କିନ୍ତୁ ଆପଣ ଜାଣିଛ କି ତ୍ରିରଙ୍ଗା ଉତ୍ତୋଳନ କରିବାର ନିୟମ କ’ଣ? ଆପଣ…

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ଘରେ ଘରେ ଉଡ଼ିବ ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେି ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ…

‘ଓଡିଶା ଭାସ୍କର’ ସହିଦଙ୍କ ପରିବାର ସହ ଅଛି ଆଉ ସର୍ବଦା ରହିବ…

ଭୁବନେଶ୍ୱର: ସୁଜଳା, ସୁଫଳା, ଶସ୍ୟ, ଶ୍ୟାମଳାରେ ପରିପୁର୍ଣ୍ଣ ଏହି ଆମର ଏହି ଭାରତବର୍ଷ । ଏହି ମାଟିରେ ଜନ୍ମ ନେଇ ଆମେ ଯେତେ ଭାଗ୍ୟବାନ ଏହାର ବୀରପୁତ୍ରଙ୍କ ବଳିଦାନ ପାଇଁ ଆମେ ସେତିକି ଗର୍ବିତ ମଧ୍ୟ । ଦେଶକୁ ସ୍ୱାଧୀନ…

କୁକର ଏକ୍ସଲକୁ ଦିଆଯିବ ମରଣୋତ୍ତର ବୀରତା ପୁରସ୍କାର, ଗତ ମାସରେ ଆତଙ୍କୀ ଏନକାଉଣ୍ଟରରେ ହୋଇଥିଲା ଶହୀଦ

ନୂଆଦିଲ୍ଳୀ: ଭାରତୀୟ ସେନାର ସନ୍ଧାନୀ କୁକୁର ‘ଏକ୍ସଲ’କୁ ମରୋଣତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ । ଗତ ମାସରେ ଜମ୍ମୁ-କଶ୍ମୀରର ବାରାମୂଳାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେ ଶହୀଦ ହୋଇଥିଲା । ଚଳିତ…

କାହିଁକି ବଛା ଯାଇଥିଲା ଅଗଷ୍ଟ ୧୫ କୁ ଭାରତର ସ୍ୱାଧନତା ଦିବସ ଭାବରେ ? ଜାଣନ୍ତୁ କ’ଣ ରହିଛି ଇତିହାସ…

ନୂଆଦିଲ୍ଲୀ: ସୋମବାର ୧୫ ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ସେପଟେ ୭୫ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର କୋଣ ଅନୂକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଭାରତର…

(Video) ବିଶ୍ୱର ସର୍ବ ବୃହତ୍ ମାନବ ପତାକା ତିଆରି କରି ବିଶ୍ୱ ରେକର୍ଡ କଲେ ଚଣ୍ଡିଗଡ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର କୋଣ ଅନୂକୋଣରେ ପାଳନ କରାଯାଉଛି ‘ହର ଘର ତିରଙ୍ଗା ଅଭିଯାନ’ । ଆଉ ଏହାକୁ ସ୍ମରଣୀୟ କରିବା ପାଇଁ…