fbpx
Browsing Category

ସ୍ୱାଧୀନତା ଦିବସ

ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି

ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ…

ଅଗଷ୍ଟ ୧୫ର ଏହି ୧୦ଟି ଅଜଣା ତଥ୍ୟ ବିଷୟରେ ଆପଣ ଜାଣନ୍ତି କି?

ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ, ଏକଥା ସମସ୍ତେ ଜାଣନ୍ତି । ମାତ୍ର ଏହା ପଛର ଅନେକ କଥା ବୋଧହୁଏ ଅନେକଙ୍କୁ ଅଗୋଚର ଥିବ । ଆଜି ବି ଏପରି କିଛି କଥା ଜନମାନସରେ ଲୁଚି ରହିଛି, ଯାହା…

୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…

ଆଜି ବି ଭାରତମାତା ଝୁରିଝୁରି ଲୁହ ଝରାଉଛି ଏଇ ବୀର ସନ୍ତାନ ପାଇଁ

୧୯୩୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ସକାଳ ୭ଟା ୩୩ ମିନିଟ୍ । ହଠାତ୍ ଭାରତମାତାର ନିଃଶ୍ୱାସ କେଇ ସେକେଣ୍ଡ ପାଇଁ ବନ୍ଦ ହୋଇଗଲା । ଲାଗୁଥିଲା ସତେ ଯେମିତି ମାଆ କୋଳରୁ ତା’ର ସନ୍ତାନକୁ କେହି ଜଣେ ସବୁଦିନ ପାଇଁ ଟାଣି…

୨୫ ବର୍ଷରେ ଦେଶ ପାଇଁ ଶହୀଦ ଯଜ୍ଞ ନାରାୟଣ କର

କବିସୂର୍ୟ୍ୟନଗର(ଓଡ଼ିଶା ଭାସ୍କର): ଦେଶ ମାତୃକାର ସେବା କରିବା ସଦାସର୍ବଦା ଏକ ଗୌରବର ବିଷୟ । ମାତ୍ର ୨୫ ବର୍ଷ ବୟସରେ ଦେଶ ପାଇଁ ଶହୀଦ ହେବା ସହିତ ନିଜର ବଳିଦାନ ପାଇଁ ଇତିହାସ ବକ୍ଷରେ ନିଜର ନାମ ଲେଖିଛନ୍ତି ଯଜ୍ଞ…

ଦେଶଭକ୍ତି ଭରା ୨୦ଟି ହିନ୍ଦୀ ଗୀତ, ଶୁଣି ଶୁଣାନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଦେଶ ସ୍ୱାଧୀନତାର ଗାଥା ଓ ବ୍ୟଥାକୁ ନେଇ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେହିପରି ଅନେକ ଦେଶାତ୍ମବୋଧକ ଗୀତ-ସଂଗୀତ ମନପ୍ରାଣକୁ ଉଲ୍ଲସିତ କରିଥାଏ । ବ୍ରିଟିଶ୍ ଶାସନ କାଳର କରୁଣ ଦୃଶ୍ୟ ଓ…

ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ମହାନାୟକ ଚନ୍ଦ୍ରଶେଖର ଆଜାଦ୍ ମାତ୍ର ୨୫ ବର୍ଷ ବୟସରେ ହୋଇଥିଲେ ଆଜାଦ୍

ବ୍ରିଟିଶ କବଳରୁ ଦେଶକୁ ରକ୍ଷା କରିବାରେ ଯେଉଁ କେତେଜଣ ବୀର ନିଜର ଜୀବନକୁ ବାଜିରେ ଲଗାଇ ଦେଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ବୀର ହେଉଛନ୍ତି ଚନ୍ଦ୍ରଶେଖର ଆଜାଦ । ସ୍ୱାଧୀନତା ସଂଗ୍ରାମର ଏହି ମହାନାୟକ ୧୯୦୬ ମସିହା…

କର୍ତ୍ତବ୍ୟ ଆଗରେ ନିରବି ଗଲେ ଯୋଦ୍ଧା, ତିରଙ୍ଗାରେ ଫେରିଲା ପାର୍ଥିବ ଶରୀର

ଓଡ଼ିଶା ଭାସ୍କର ବ୍ୟୁରୋ: ସେ କହିଥିଲେ ଜାନୁଆରୀରେ ଛୁଟିରେ ଆସିବେ । ହେଲେ ସେ ମୋତେ ଠକିଦେଲେ... ଫେରିଲେ କିନ୍ତୁ କିଛି କହୁନଥିଲେ । ଅନବରତ ଲୁହ ଝରାଉଥିବା ଜଣେ ଯୋଦ୍ଧାଙ୍କ ବଳିଦାନ ପରେ ତାଙ୍କ ସ୍ତ୍ରୀ ଦେଇଛନ୍ତି…

ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହି ଦିବସରେ ଭାରତର ବୀର ସଂଗ୍ରାମୀମାନେ ଅସହ୍ୟ ନିର୍ଯାତନା ସହି ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଥିଲେ । ଏହି…