fbpx
Browsing Category

ସ୍ପେସାଲ

ରିସର୍ଚ୍ଚରୁ ଖୁଲାସା: ଏହି ଉପାୟରେ ମନୋବିଶେଷଜ୍ଞମାନେ ଜାଣନ୍ତି ବ୍ୟକ୍ତିର ମନକଥା

ଅଜିକାଲି ଅନେକ ସମୟରେ ସୋସିଆଲ୍ ମିଡିଆରେ ଯାଦୁଗରମାନେ ଯାଦୁ ଦେଖାଉଥିବାର ଭିଡିଓ ଦେଖିବାକୁ ମିଳୁଛି । ଯେଉଁଥିରେ ମାନସିକବାଦୀମାନେ ବ୍ୟକ୍ତିଙ୍କ ମନରେ କ’ଣ ଘଟୁଛି ତାହା କହିଥାନ୍ତି । ଯାହାକୁ ଦେଖି ଅନେକ ଲୋକ…

ଗୌତମ ବୁଦ୍ଧ କାହିଁକି କହିଲେ ପ୍ରତି ପୁରୁଷଙ୍କର ୪ ସ୍ତ୍ରୀ ଓ ମହିଳାଙ୍କର ୪ ସ୍ୱାମୀ ରହିବା ଉଚିତ? ଜାଣନ୍ତୁ ଏହାର ଅର୍ଥ

ଭଗବାନ ଗୌତମ ବୁଦ୍ଧଙ୍କୁ ବିଶ୍ୱର ସର୍ବ ପୁରାତନ ଧର୍ମ ମଧ୍ୟ ବୋୖଦ୍ଧ ଧର୍ମର ଉତ୍ପତ୍ତିକାରୀ ଭାବରେ ବିବେଚନା କରାଯାଏ। ତାଙ୍କର ଅମୂଲ୍ୟ ଚିନ୍ତାଧାରା ଜୀବନର ଅବସ୍ଥା ଓ ଦିଗ ବଦଳାଇଥାଏ ଏବଂ ନୂତନ ପ୍ରେରଣା ଦେଇଥାଏ।…

ବାର୍ଥରୁମକୁ ମୋବାଇଲ ନେଇ ଯାଉଛନ୍ତି କି? ଜାଣନ୍ତୁ ଏହାର କୁପ୍ରଭାବ,ନଚେତ୍ ଭୋଗିବେ…

ଆଜିର ଯୁଗରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ପରି ହୋଇଯାଇଛି । ଯାହାଠାରୁ ମଣିଷ ଦୂରଇ ରହିବା ତ ଦୂରର କଥା ଏହାକୁ କ୍ଷଣକେ ମଧ୍ୟ ଛାଡି଼ ରହି ପାରୁନାହିଁ । ଫଳରେ ଏହି ମୋବାଇଲ କାରଣରୁ ଅନେକ ପିଲା ଭୁଲ…

ଏକ୍ସପର୍ଟଙ୍କ ଖୁଲାସା: ଶରୀରର ଏହି ସ୍ଥାନରେ ଭାତୁଡି ହେବା ବିପଜ୍ଜନକ

ଶରୀର ଏବଂ ମୁହଁରେ ଭାତୁଡି କିମ୍ବା କଲାଜାଇ ହେବା ଏକ ସାଧାରଣ କଥା । ଏହି କଳାଜାଇ କାରଣରୁ ଅନେକ ଲୋକଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏଥିସହିତ ଏହା କିଛି ଲୋକଙ୍କ ପାଇଁ ସମସ୍ୟାର କାରଣ ମଧ୍ୟ ହୋଇଥାଏ । ତେବେ…

(VIDEO) ଭାରତ ଆକାଶରେ ଦେଖାଯିବ ବିରଳ ଧୂମକେତୁ; ଏହାର ଫୋଟୋ ଉଠାଇ ଚର୍ଚାରେ ଜୟପୁର ର ଆଷ୍ଟ୍ରୋ ଫୋଟୋ ଗ୍ରାଫର

ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ଯାହାକି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦିଏ । ତେବେ ସେହିପରି ଏକ…

ଶୁଙ୍ଘିକରି କ୍ୟାନ୍ସର ବିଷୟରେ ଜାଣିପାରିବ ପିମ୍ପୁଡି: ବୈଜ୍ଞାନିକଙ୍କ ରିସର୍ଚ୍ଚରେ ଆଶ୍ଚର୍ଯ୍ୟକର ଖୁଲାସା

କ୍ୟାନ୍ସର ଏପରି ଏକ ରୋଗ, ଯାହାର ସଠିକ୍ ଚିକିତ୍ସା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହି କାରଣ ଯୋଗୁଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ…

୭୭% ଭାରତୀୟ ମହିଳା ବିବାହ ପରେ ନିଜ ପାର୍ଟନରଙ୍କୁ ଦେଉଛନ୍ତି ଧୋକା: ଡେଟିଂ ଆପ୍ ସର୍ଭେରୁ ଖୁଲାସା

ଆମେମାନେ ପ୍ରାୟତଃ ସୋସିଆଲ ମିଡିଆ କିମ୍ବା ଖବରକାଗଜରେ ପରକୀୟା ପ୍ରୀତି ବିଷୟରେ ପଢ଼ିଥାଉ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ଭାରତରେ ପରକୀୟା ପ୍ର୍ରୀତି ବା ଅନୈତିକ ସମ୍ପର୍କ ମାମଲା ପ୍ରତିଦିନ ବଢ଼ିବାରେ ଲାଗିଛି ।…

ଜ୍ୱର ସହ ଗଣ୍ଠି ଯନ୍ତ୍ରଣା ହେବା କେଉଁ ରୋଗର ଲକ୍ଷଣ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଆଜିକାଲି ପାଗ ବଦଳିବାରେ ଲାଗିଛି । ବେଳେବେଳେ ଶୀତଳ ପବନ ତାପମାତ୍ରାକୁ କମାଉଛି ତ’ ବେଳେବେଳେ ଉଜ୍ଜ୍ୱଳ ସୂର୍ଯ୍ୟ ହେତୁ ଗରମ ଅନୁଭୂତ ହେଉଛି । ପାଣିପାଗର ପରିବର୍ତ୍ତନ…

ମଇଳା ପୋଷାକ ପିନ୍ଧିବା Dementiaର ହୋଇପାରେ ପ୍ରାରମ୍ଭିକ ଲକ୍ଷଣ! ଏହି ଦେଶର ରିସର୍ଚ୍ଚରୁ ଖୁଲାସା

ମେମୋରୀ ଲସ୍ ବା ସ୍ମୃତି ଶକ୍ତି ହରାଇବାକୁ ଅଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଏ । ତେବେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜିଂ (ଏନଆଇଏ) ଅଲଜାଇମର ରୋଗର ସାମାନ୍ୟ ଲକ୍ଷଣ ବିଷୟରେ ଜଣାଇଛି ।…

୨୦୨୪ ମହାଯୁଦ୍ଧ: ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଚାରିଦିଗରୁ ଶୁଭିଲାଣି ୪ ଦଳର ଭୟଙ୍କର ଗର୍ଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ସମରସଜ୍ଜାନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ…