Browsing Category

ସ୍ପେସାଲ

ଶୀତଦିନେ ଆମେ କେଉଁ ପ୍ରକାରର ଖାଦ୍ୟ ବ୍ୟବହାର କରିବା ଉଚିତ, ଯାହାଦ୍ଵାରା ଆପଣ ବୃଦ୍ଧାବସ୍ଥାରେ ମଧ୍ୟ ରହିବେ ଫିଟ୍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ତୁମର ଜୀବନଶୈଳୀ ଓ ଖାଦ୍ୟପେୟକୁ ବଜାୟ ରଖିବା ଜରୁରୀ। ଆୟୁର୍ବେଦ ଅନୁଯାୟୀ, ଆମର ଋତୁ ଅନୁଯାୟୀ ଆମର ଖାଦ୍ୟ, ଜୀବନଶୈଳୀ ଏବଂ ରୁଟିନ୍ ବଜାୟ ରଖିବା ଉଚିତ। ବିଶେଷକରି ଶୀତ ଋତୁରେ, ଲୋକମାନଙ୍କର…

(Video) ସ୍ନେହ ମମତାର ନିଛକ ଉଦାହରଣ ପାଲଟିଲା ମା’ କୁକୁର; ଦେଖିଲେ ଆଖିରେ ଲୁହ ଜକେଇ ଆସୁଛି…

ଭଦ୍ରକ: ଆପଣମାନେ ଦେଖିପାରୁଥିବେ ଏ କୁକୁରଟିକୁ , ଆଉ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରୁଥିବେ ଯେ କୁକୁରଟି କିପରି ଭାବରେ ବ୍ୟସ୍ତ ବିବ୍ରତ ହୋଇ ପଡୁଛି । ପାଟି ଖୋଲି କିଛି କହି ପାରୁନି ସତ ହେଲେ ତାର ସେ ନିିରିହ ଆଖି ,…

କେଦାରନାଥରେ ଦ୍ୱାର ବନ୍ଦ ହେଲେ ଏଠି ଦେଖା ଦିଅନ୍ତି ମହାଦେବ! ୬ ମାସ ରହେ ଜଳମଗ୍ନ

ଓଡ଼ିଶା ଭାସ୍କର: ପ୍ରସିଦ୍ଧ କେଦାରନାଥ ପୀଠଭଗବାନ ଶିବଙ୍କୁ ପାଇବାର ଏକ ମାର୍ଗ ବୋଲି କୁହାଯାଏ । ଏଠାରେ ମହାଦେବଙ୍କୁ ଦେଖିବା ଭାଗ୍ୟରେ ଥିଲେ ସଫଳ ହୋଇପାରେ । ଏହି ଜାଗା ଅତି ବିଚିତ୍ର । କାରଣ ବର୍ଷକ ଯାକ ବରଫର ଧଳା…

ଭୋଳାନାଥଙ୍କୁ ଶୀଘ୍ର ପ୍ରସନ୍ନ କରିବାକୁ ଚାହୁଁଥିଲେ ଅର୍ପଣ କରନ୍ତୁ ଏହି ଜିନିଷ

ସୋମବାର ଭଗବାନ ଶିବଙ୍କୁ ସମର୍ପିତ । ଏହି ଦିନ ଶିବ ପୂଜାର ବିଶେଷ ମହତ୍ୱ ରହିଛି । ପବିତ୍ର ମନରେ ମହାଦେବଙ୍କୁ ତାଙ୍କର ପ୍ରିୟ ଜିନିଷ ଅପର୍ଣ କରିବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ…

ବିଶେଷଜ୍ଞଙ୍କ ପରାମର୍ଶ ମାନନ୍ତୁ: ୧୦ଟି କୁଅଭ୍ୟାସ ସାଜିଥାଏ ମଣିଷର ମୃତ୍ୟୁର କାରଣ, ନୂଆବର୍ଷ ପୂର୍ବରୁ ଏହିସବୁ ଖରାପ ଅଭ୍ୟାସ ପରିତ୍ୟାଗ…

ପ୍ରତ୍ୟେକ କାର୍ଯ୍ୟର ଭଲ ଆଉ ଖରାପ ଦୁଇଟି ଦିଗ ରହିଯାଏ । ଯିଏ ଭଲକୁ ଆପଣାଇଲା ସେ ସେହି ରାସ୍ତାରେ ଆଗକୁ ବଢ଼ିଥାଏ, ଆଉ ଯିଏ ଖରାପକୁ ଆପଣାଇଲା ସେ ସେହି ରାସ୍ତାରେ ଆଗକୁ ବଢ଼ିଥାଏ । ତେବେ ଏପରି କିଛି ଖରାପ ଅଭ୍ୟାସ ଥାଏ…

ଆଉ ଭୁଲ କରନ୍ତୁ ନାହିଁ: ଆପଣ ଭଡ଼ା ଘରେ ରହୁଛନ୍ତି ନା ଘର କିଣି EMI ଭରୁଛନ୍ତି, କେଉଁଥିରେ ବେଶି ଲାଭ, ଥରେ ହିସାବ କରନ୍ତୁ

ଆଜିକାଲି ଜମି ଓ ଘର କିଣିବା ସାତଜନ୍ମର ପୂଣ୍ୟ କହିଲେ ଚଳେ । ଜୀବନରେ ଗୋଟିଏ ଘର କିଣିବା ସମସ୍ତଙ୍କର ଏକ ବଡ଼ ସ୍ୱପ୍ନ ରହିଥାଏ । ସେଥିପାଇଁ ଜଣେ ଘର କିଣିବା, ହୋମ ଲୋନ୍ ନେବା ପାଇଁ ବହୁତ ପ୍ରୟାସ କରିଥାଏ । ଅନେକ ଲୋକ…

ଅଳ୍ପ ମଦ ପିଇବା ହୋଇପାରେ କି ଘାତକ ? WHO ଦେଲା ଏପରି ଚେତାବନୀ

ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି କରନ୍ତି କି, ଟିକିଏ ମଦ ପିଇବା ଦ୍ୱାରା ଶରୀରକୁ କିଛି କ୍ଷତି ହୋଇନଥାଏ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅର୍ଥାତ୍ WHOର କହିବା ମୁତାବକ, କିଛି କିଛି ପିଇବା ଦ୍ୱାରା ଶରୀରରେ…

ବାରମ୍ବାର ବ୍ୟବହାର କରିବା ପରେ ଫିକା ପଡ଼ୁଛି କି ଶୀତ ବସ୍ତ୍ରର ଚମକ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଶୀତ ଦିନେ ଶରୀରକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଶୀତ ବସ୍ତ୍ର ପିନ୍ଧିଥାଉ । ବେଳେ ବେଳେ ଶୀତ ବସ୍ତ୍ରକୁ ଏକାଧିକବାର ବ୍ୟବହାର କରିବା ଦ୍ୱାରା ଏଥିରୁ ରୁମ(Lint) ବାହାରିଥାଏ । ଏହା ବହୁତ ଅସୁନ୍ଦର…

ମୁଣ୍ଡବିନ୍ଧାର କାରଣ ହୋଇପାରେ କି ମସ୍କରା ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ସାଧାରଣତଃ ବ୍ୟବହୃତ ପ୍ରସାଧନ ପଦାର୍ଥ ମଧ୍ୟରୁ ମସ୍କରା ହେଉଛି ଗୋଟିଏ। ଏହା ଆପଣଙ୍କ ଆଖିକୁ ବଡ଼ ଏବଂ ଅଧିକ ଉଜ୍ଜ୍ବଳ କରିପାରେ। କିନ୍ତୁ କଣ ମସ୍କରା ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥାଏ କି ? ଆସନ୍ତୁ ଜାଣିବା ମସ୍କରା…

ସାବଧାନ୍ ହୋଇଯାଅ ଏହି ବ୍ଲଡ ଗ୍ରୁପର ଲୋକେ, କରୋନା ଟିକା ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ବଢ଼ିଲା ଆଶଙ୍କା !

ଏକ ନୂଆ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଭାରତରେ ଦିଆଯାଇଥିବା କୋଭିଶିଲ୍ଡ ଟିକା ପରେ ‘O’ ବ୍ଲଡ ଗ୍ରୁପ୍ ଥିବା ଲୋକଙ୍କୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି । ଅନୁସନ୍ଧାନକାରୀମାନେ କହିଛନ୍ତି…