Browsing Category
ସ୍ପେସାଲ
ରାତି ପାହିଲେ ପ୍ରଥମାଷ୍ଟମୀ; ଏଣ୍ଡୁରୀ ପିଠା ପାଇଁ ହଳଦୀ ପତ୍ର ବୋହି ନେଇଗଲେ ଲୋକେ, ସନ୍ଧ୍ୟା ପୂର୍ବରୁ ବଜାର ଖାଁ ଖାଁ…
ଭୁବନେଶ୍ୱର: ବଦଳିଛି ସମୟ, ବଦଳି ଯାଇଛି ରାଜଧାନୀର ଚିତ୍ର । ଭୁବନେଶ୍ୱର ଆଉ ଆଗ ଭଳି ନାହିଁ । କିନ୍ତୁ ଏସବୁ ମଧ୍ୟରେ ବଦଳି ନି ଆମ ପରମ୍ପରା ରୀତିନୀତି ତଥା ଆମ ଓଡ଼ିଆ ପିଠା ପଣାର ସ୍ୱାଦ । ସେଥିପାଇଁ ତ ପ୍ରଥମାଷ୍ଟମୀ…
କେବେ କିପରି ହେବ ଆପଣଙ୍କ ମୃତ୍ୟୁ? ସବୁ ରହସ୍ୟ କହୁଛି ପାପୁଲିର ଏହି ରେଖା, ଆପଣ ବି ଜାଣିପାରିବେ
ଓଡ଼ିଶା ଭାସ୍କର: ପାପୁଲିରେ ଭାଗ୍ୟଶାଳୀ ଚିହ୍ନ କିମ୍ବା ଶୁଭ ଚିହ୍ନ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କୁହାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାପୁଲିରେ ଥିବା ଏହି ଭାଗ୍ୟଶାଳୀ ଚିହ୍ନ ଗରିବ ଲୋକଙ୍କୁ ମଧ୍ୟ ଧନୀ କରିପାରେ।…
ସବୁଠାରୁ ସୁନ୍ଦର ଆଗ୍ନେୟଗିରି: Blue Lava ପାଇଁ ପାଇଛି ପରିଚୟ, ଭୟଙ୍କର ହେଲେ ବି ସୁନ୍ଦର
ନୂଆଦିଲ୍ଲୀ: ମନୁଷ୍ୟ ବଞ୍ଚିବା ପାଇଁ ଭଗବାନ ପୃଥିବୀ ସୃଷ୍ଟି କରିଛନ୍ତି । ଏହି ପୃଥିବୀ ପୃଷ୍ଠରେ ସେହି ସମସ୍ତ ଜିନିଷ ଅଛି ଯାହା ମଣିଷର ଆବଶ୍ୟକତା ପୂରଣ କରିପାରିବ । ମନୁଷ୍ୟକୁ ବଞ୍ଚିବା ପାଇଁ ଇଶ୍ୱର ପ୍ରାକୃତିକ…
କାହିଁକି ଆସୁନି ସୁଭଦ୍ରା ଟଙ୍କା? ଏହି ଭୁଲ ଥିଲେ ମିଳିବନି ୫୦୦୦, ପ୍ରକୃତ ସମସ୍ୟା କହିଦେଲେ ଉପ-ମୁଖ୍ୟମନ୍ତ୍ରୀ
ଓଡ଼ିଶା ଭାସ୍କର: ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ୨୪ ତାରିଖ ଏହି ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ସରକାର । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ…
ଆଜିଠୁ ସିଂହ ରାଶିରେ ଚନ୍ଦ୍ର ଗୋଚର, ଏହିସବୁ ରାଶି ହେବେ ମାଲାମାଲ: ସବୁଆଡ଼ୁ ବର୍ଷିବ ଧନ
ଓଡ଼ିଶା ଭାସ୍କର: ଚନ୍ଦ୍ରମାର ପ୍ରତ୍ୟକ୍ଷ ପ୍ରଭାବ ମାନବ ଜୀବନ ଉପରେ ପଡ଼ିଥାଏ । ଏହାକୁ ବୈଦିକ ଜ୍ୟୋତିଶ ସହ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି । ପ୍ରତ୍ୟେକ ରାଶିରେ ସେ ମାତ୍ର ଅଢେଇ ଦିନ ରହିଥାନ୍ତି । ଚନ୍ଦ୍ର ବର୍ତ୍ତମାନ…
ବକ୍ରି ହେବାକୁ ଯାଉଛନ୍ତି ବୁଧ; ହାତେ ମାପି ଚାଖାଣ୍ଡେ ଚାଲନ୍ତୁ ଏହି ରାଶିର ଲୋକ, ନଚେତ ହେବ ସର୍ବନାଶ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ରାଜକୁମାରର ମାନ୍ୟତା ମିଳିଛି। ଜାତକରେ ବୁଧଙ୍କ ପ୍ରଭାବ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକରେ ବୁଧ…
ଧୂମପାନ ନକରି ହେଉଛି ଫୁସଫୁସ କର୍କଟ: ବାୟୁ ପ୍ରଦୂଷଣ ପାଲଟିଛି ଭାରତର ନୂଆ ଭିଲେନ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଫୁସଫୁସ କର୍କଟ ରୋଗ (ବିଶେଷକରି ଧୂମପାନକାରୀମାନଙ୍କ ମଧ୍ୟରେ) ଦ୍ରୁତ ଗତିରେ ବଢ଼ୁଛି ଏବଂ…
ଶୀତଦିନେ ପୁରୁଷଙ୍କ ଯୌନାଙ୍ଗରେ ଦେଖାଦିଏ ଏହି ସମସ୍ୟା; ଅଣଦେଖା କଲେ ହୋଇପାରେ କ୍ୟାନସର୍
ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି…
I Love My Pooja… ପରୀକ୍ଷାରେ ଆସିଲାନି ଉତ୍ତର, ପ୍ରେମିକାଙ୍କ ନାଁ ଲେଖିଦେଲେ ଲଭ୍ ଲେଟର
ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ପିଲା ପାଠପଢାକୁ ଖୁବ କମ୍ ଗୁରୁତ୍ୱ ଦେଉଛନ୍ତି । ବର୍ଷ ତମାମ ମଉଜ-ମଜଲିସ କରୁଥିବା ବେଳେ ପରୀକ୍ଷା ବେଳେ ଅଜବ କାଣ୍ଡ କରିଥାନ୍ତି । କପି ଭରସାରେ ବର୍ଷ ବର୍ଷ ବିତାଇ ଦେଉଛନ୍ତି ପିଲା…
ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା: ୧୨ ମାସ କମ୍ପିବ ମହାନଦୀ ପଠା: ଉନ୍ନୟନ ମନ୍ତ୍ରୀ
କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ…