Browsing Category

କ୍ରିକେଟ ବିଶ୍ୱକପ୍

Cricket World Cup 2023

ଅତ୍ୟଧିକ ଆତ୍ମବିଶ୍ୱାସ, ଅଧୈର୍ଯ୍ୟ ଓ ଚାପ ବିଶ୍ୱକପରେ ବିଫଳତାର ବଡ଼ କାରଣ: ପରାଜୟରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା... ସବୁ କିଛି କେଇ ଘଣ୍ଟାରେ ମିଳେଇ ଗଲା । ଅହମଦାବାଦର…

(Video) ବିଶ୍ୱକପ ପରାଜୟକୁ ଭୁଲି ନୂଆ ଆରମ୍ଭ କର… ଭାରତର ଡ୍ରେସିଂ ରୁମରେ ପହଞ୍ଚି ସାନ୍ତ୍ୱନା ଦେଲେ ମୋଦୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ । ଭାରତକୁ ୬ ୱିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ତେବେ ଏହି ପରାଜୟ ପରେ ସାରା…

CWC 2023 Prize Money: ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ପାଇଲା ଏତିକି କୋଟିର ପୁରସ୍କାର, ଜାଣନ୍ତୁ ଭାରତର ପ୍ରାଇଜ ମନି କେତେ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ୱାର୍ଲଡ କପ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଚାମ୍ପିଆନ ପରି ଖେଳିଛି ଏବଂ ରବିବାର ଦିନ ଅହମଦାବାଦରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପାଖରେ ସର୍ବାଧିକ…

(Video) ହାରିଯିବା ପରେ ଆଖିରେ ରହିଲାନି ଲୁହ, ଏପରି କାନ୍ଦିଲେ ମହମ୍ମଦ ସିରାଜ ଏବଂ ଅନ୍ୟାନ୍ୟ ଖେଳାଳି

ନୂଆଦିଲ୍ଲୀ: ବିଶ୍ୱକପ ୨୦୨୩ ର ଫାଇନାଲରେ ଅଷ୍ଟ୍ରେଲିଆ ଭାରତୀୟ କ୍ରିକେଟ୍ ଦଳକୁ ୬ ୱିକେଟରେ ପରାସ୍ତ କରି ତୃତୀୟ ଥର ଚାମ୍ପିୟନ ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଛି। ରୋହିତ ଶର୍ମା ଏବଂ କମ୍ପାନୀ ଟାଇଟଲ ମ୍ୟାଚରେ…

‘ଟିମ୍ ଇଣ୍ଡିଆ ହିଁ ବିଶ୍ୱକପର ପ୍ରକୃତ ଚାମ୍ପିୟନ’: କାହାକୁ ନ ହରାଇଛି ଭାରତ, ଗୋଟିଏ ଖରାପ ଦିନ ପାଇଁ ସବୁ ପରିଶ୍ରମ ବୃଥା ଗଲା

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆ ସାରା ଭାରତବାସୀଙ୍କ ହୃଦୟ ଭାଙ୍ଗି ଦେଇଛି । ପ୍ରଥମେ…

‘ଖେଳାଳିମାନେ ଦେଶକୁ ଗର୍ବିତ କରିଛନ୍ତି, ଆମେ ତୁମ ସହିତ ସର୍ବଦା ରହିଛୁ ଓ ରହିଥିବୁ’: ଭାରତର ପରାଜୟ ପରେ ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘବର୍ଷ ପରେ ପୁଣି ଥରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ଭାରତ ଯେଉଁ ସ୍ୱପ୍ନ ଦେଖି ଆସିଥିଲା ତାହା ଏବେ ଭାଙ୍ଗି ଯାଇଛି । ଅଷ୍ଟ୍ରେଲିଆ ନିକଟରୁ ଫାଇନାଲରେ ଭାରତ ୬ ୱିକେଟରେ ପରାସ୍ତ ହୋଇ ସାରା…

‘୨୪୧’ ରନ୍ ଟାର୍ଗେଟ ଭାଙ୍ଗିଦେଲା ୧୪୦ କୋଟି ଭାରତୀୟଙ୍କ ହୃଦୟ: ଲଢ଼ିଲା ଟିମ୍ ଇଣ୍ଡିଆ, ମାତ୍ର ହାତ ଛାଡ଼ିଦେଲା ଭାଗ୍ୟ

ନୂଆଦିଲ୍ଲୀ: ସବୁ ସରିଯାଇଛି । ନିଜ ମାଟିରେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଭାରତର ବିଶ୍ୱ ଚାମ୍ପିୟନ ସ୍ୱପ୍ନ ଚୁରମାର ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଦେଇଥିବା ‘୨୪୧’ ରନର ଟାର୍ଗେଟ…

ଟିମ୍ ଇଣ୍ଡିଆର ବଡ଼ ରେକର୍ଡ: ବିଶ୍ୱକପରେ ଦଳଗତ ଭାବେ ସର୍ବାଧିକ ୱିକେଟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ ଲଢ଼େଇ ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲଆଉଟ ହୋଇଯାଇଥିବା ବେଳେ…

ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଯାଦୁ ବୁଝିବା କଷ୍ଟକର: ବୋଲିଂ କରି ଜାଣିଲେ ଜିତିବ ଭାରତ, ଜାଲରେ ଛନ୍ଦିହେବ କଙ୍ଗାରୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଅହମଦାବାଦରର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ନିରାଶ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ…

WORLD CUP FINAL; ଗିଲ, ରୋହିତ ଏବଂ ଶ୍ରେୟସ ଆଉଟ

ଅହମ୍ମଦାବାଦ; ଆରମ୍ଭ ହୋଇଛି ଐତିହାସିକ ୨୦୨୩ ବିଶ୍ୱକପ ମହାଲଢେଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ ଫଳରେ ବ୍ୟାଟିଂ ଜାରି ରଖିଛି ଟିମ ଇଣ୍ଡିଆ ମାତ୍ର ଭାରତକୁ ପ୍ରଥମରୁ ଦୁଇ ଦୁଇଟି ବଡ଼ ଝଟକା…