fbpx
Browsing Category

କ୍ରିକେଟ ବିଶ୍ୱକପ୍

Cricket World Cup 2023

IND vs NZ ସେମି ଫାଇନାଲରେ ନୂଆ ବଲରେ ବୋଲିଂ କରିବେ ବିରାଟ! ନ୍ୟୁଜିଲାଣ୍ଡ ପାଇଁ ନୂଆ ପ୍ଲାନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ…

(Video) ବିଶ୍ୱକପରେ ପ୍ରଥମ ୱିକେଟ ନେଲେ କିଙ୍ଗ କୋହଲି: ଖୁସିରେ ନାଚି ଉଠିଲେ ପତ୍ନୀ ଅନୁଷ୍କା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ନେଦରଲାଣ୍ଡକୁ ୧୬୦ ରନରେ ମାତ୍ ଦେଇ ଲିଗ୍ ଷ୍ଟେଜରେ ୯ଟି ମ୍ୟାଚରୁ ୯ଟି ବିଜୟ ହୋଇ ରେକର୍ଡ ସୃଷ୍ଟି କରିଛି…

Records Alert! ଅଧିନାୟକ ରୋହିତଙ୍କୁ ପଛରେ ପକାଇଦେଲେ କେ.ଏଲ ରାହୁଲ: ଶତକ ହାସଲରେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟର କେ.ଏଲ ରାହୁଲଙ୍କ ବିସ୍ଫୋରକ ଶତକ ହାସଲ କରିଥିବା ବେଳେ ନେଦରଲାଣ୍ଡକୁ ୪୧୧ ରନର ଏକ ବିଶାଳ…

ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଜିତି ପାରିବନି World Cup: ୫ଟି କାରଣ ପାଇଁ ବଢୁଛି ଆଶଙ୍କା

ନୂଆଦିଲ୍ଲୀ: ଭଲ ଆରମ୍ଭ ପରେ ମଧ୍ୟ ବିଶ୍ୱକପ-୨୦୨୩ରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ବାବର…

ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ; ନେଦରଲାଣ୍ଡ୍‌ସ ଆଗରେ ରହିଲା ୪୧୧ ରନର ଟାର୍ଗେଟ

ଓଡିଶା ଭାସ୍କର; ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌-୨୦୨୩ର ୪୫ତମ ମ୍ୟାଚ୍‌ରେ କମାଲ କରିଦେଖାଇଛି ଟିମ୍ ଇଣ୍ଡିଆ । ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

(Video) ଭାରତୀୟ କ୍ରିକେଟ ଟିମ୍ ଏପରି Celebrate କଲେ ଦିୱାଲୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଥିଲେ। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କ ଫଟୋ ଏବେ ଭାଇରାଲ ହେଉଛି। ତେବେ ଆଜି ଅର୍ଥାତ୍ ଦିୱାଲୀ ଦିନ ଭାରତକୁ ବିଶ୍ୱକପରେ…

World Cup-2023 ରୁ ନିରାଶ ହୋଇ ପେରିଲା ପାକିସ୍ତାନ: ଶେଷ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ 

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପର ଶେଷ ମ୍ୟାଚରେ ମଧ୍ୟ ନିରାଶ ହୋଇଛି ବାବର ଆର୍ମି । ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଦଳ ବିଶ୍ୱକପରେ ଯାତ୍ରା ଶେଷ କରିଛି । ଏହାସହିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ…

ପାକିସ୍ତାନ କେମିତି ସେମିରେ ପହଞ୍ଚିବ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ସାରା ବିଶ୍ୱର ନଜର, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ…

(Video) ‘ପାକିସ୍ତାନ ଜିନ୍ଦା ଭାଗ୍’… ବାବର ସେନା ଉପରେ ସେହୱାଗଙ୍କ କଟାକ୍ଷ: ବିଶ୍ୱକପ ପ୍ରଦର୍ଶନକୁ ନେଇ ଥଟ୍ଟା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପରେ ନ୍ୟୁଜିଲାଣ୍ଡ ଏକ ବିଶାଳ ବିଜୟ ହାସଲ କରି ସେମି ପାଇନାଲ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି । କିନ୍ତୁ ଶ୍ରୀଲଙ୍କାର ଏହି ପରାଜୟ ପାକିସ୍ତାନ ଦଳ ପାଇଁ କାଳ ପାଲଟିଛି । ବର୍ତ୍ତମାନ…

କେଉଁ ଟିମ୍ ଭାରତ ସହ ସେମିଫାଇନାଲ ଖେଳିବ: ରେସରେ ଅଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱ ଚାମ୍ପିୟନ ଟିମ୍ ବାଛିବାର ଏହି ଲଢ଼େଇର ସେମିଫାଇନାଲ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ ବାକି ଅଛି ।…