Browsing Category

T20 World Cup

ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଭାରତ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମାଙ୍କ ବୋବାଲ ପ୍ରଦର୍ଶନ। ସେ ୭୯ ରନ୍ କରିଥିଲେ। ଏହି ବିଜୟ ସହ…

Video: ଆଖି ଖୋସିହୋଇଗଲା ଭଳି କ୍ୟାଚ୍ ଧରିଲେ ନୀତିଶ, ଦେଖିଲେ ହେବ ବିଶ୍ୱାସ

ମୁମ୍ୱାଇ: ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବଡ଼ ଧମାଲ ମଚାଇଛନ୍ତି। ବରୁଣ ୪ ଓଭରରେ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅସମ୍ଭବ କ୍ୟାଚ୍ ନୀତୀଶ ରେଡ୍ଡୀ ଧରିଥିଲେ। ଲେଗ୍ ସ୍ପିନରଙ୍କ…

୧୨ କ୍ରିକେଟରଙ୍କ ସନ୍ୟାସ ଘୋଷଣା ପରେ ୨୦୨୪, ଭାରତର ‘Retirement Eleven’

ନୂଆଦିଲ୍ଲୀ- ୨୦୨୪ ଭାରତୀୟ କ୍ରିକେଟ ପାଇଁ କଭି ଖୁସି, କଭି ଗମର ବର୍ଷ । ଏହି ବର୍ଷ ଟିମ ଇଣ୍ଡିଆ ଟି-୨୦ ୱାର୍ଲଡ କପ ଜିତିଥିବା ବେଳେ କିନ୍ତୁ ଏହି ବର୍ଷ ୧୨ ଷ୍ଟାର ଖେଳାଳି କ୍ରିକେଟକୁ ଅଲବିଦା କହିଛନ୍ତି ।…

ପୁରାହେଲା PCBର ସର୍ତ୍ତ, ‘ହାଇବ୍ରିଡ୍ ମଡେଲ’ ପାଇଁ ରାଜି ହେଲା ICC

ନୂଆଦିଲ୍ଲୀ: ଆର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି/ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ୍) ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୦୨୫ ଚମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍ରେ ହେବା…

Video: ଷ୍ଟାର ନୁହେଁ ସୁପରଷ୍ଟାର… ପୁଣିଥରେ No.1 ସାଜିଲେ ହାର୍ଦ୍ଦିକ: ଅଲରାଉଣ୍ଡର ତାଲିକାରେ ମିଳିଲା ଶୀର୍ଷ ସ୍ଥାନ

ନୂଆଦିଲ୍ଲୀ: ଆଇସିସି ମାନ୍ୟତାରେ ପୁଣି ଥରେ ଶୀର୍ଷ ଟି-୨୦ ଅଲରାଉଣ୍ଡର ଭାବେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା। ଅନ୍ୟପକ୍ଷରେ ଯୁବ ପ୍ରତିଭା ତିଲକ ବର୍ମା ଶ୍ରେଷ୍ଠ ୧୦…

Video: ସଞ୍ଜୁଙ୍କ ଛକା ମାଡ଼ରେ ଫାଟିଲା ମହିଳାଙ୍କ ମୁହଁ, କ୍ଷମା ମାଗି ହୃଦୟ ଜିତିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଜୋହାନ୍ସବର୍ଗର ଐତିହାସିକ ୱାଣ୍ଡରର୍ସ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଖେଳାଯିବ। ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍…

IND vs SA: ତିଲକ-ସାମସନଙ୍କ ପରେ ଭାରତୀୟ ବୋଲର୍‌ଙ୍କ ସାନ୍ଦାର୍ ବୋଲିଂ, ୧୩୫ ରନରେ ଟିମ୍ ଇଣ୍ଡିଆର ବିଜୟ

ନୂଆଦିଲ୍ଲୀ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନ୍ ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତ ୪ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ କୁ ୩-୧ରେ ଜିତି…

ଜୋହାନ୍ସବର୍ଗରେ ରନ୍‌ ବର୍ଷା କଲା ଭାରତ; ପ୍ରଥମ ଥର ପାଇଁ ଗୋଟିଏ ଟି-୨୦ରେ ୨ଟି ଶତକୀୟ ଇନିଂସ

ନୂଆଦିଲ୍ଲୀ: ଜୋହାନ୍ସବର୍ଗ ଟି-୨୦ରେ ଭାରତର ରନ୍‌ ବର୍ଷା ଦେଖିବାକୁ ମିଳିଛି । ସଞ୍ଜୁ ସାମସନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଶତକ । ପ୍ରଥମ ଥର ପାଇଁ ଗୋଟିଏ ଟି-୨୦ରେ ଦୁଇଟି ଶତକୀୟ ଇନିଂସ । ଜୋହାନ୍ସବର୍ଗରେ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ମୁମ୍ୱାଇ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଖେଳାଯାଉଛି । ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଟି-୨୦ କ୍ରିକେଟ୍‌ରେ ଜିମ୍ବାୱେର ବିଶ୍ୱ ରେକର୍ଡ; ୨୦ ଓଭରରେ ସଂଗ୍ରହ କଲା ୩୪୪ ରନ୍

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଏକ ଚମତ୍କାର ସଫଳତା ହାସଲ କରିଛି ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳ। ସିକନ୍ଦରଙ୍କ ନେତୃତ୍ବାଧୀନ ଦଳ ବୁଧବାର (ଅକ୍ଟୋବର ୨୩) ବ୍ୟାଟ୍ ରେ ଦମଦାର ପ୍ରୟାସ କରି ଖେଳର ସବୁଠାରୁ ଛୋଟ…