fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ସେ ଦିନ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସିରିଜ ସମ୍ଭବ ନୁହେଁ… BCCIର ପ୍ଲାନ କହିଲେ ଖେଳମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଭାରତର ଚିର…

ବାଂଲାଦେଶ ବିପକ୍ଷରେ ଖେଳିବ ଭାରତର ନୂଆ ଟିମ୍! ଏହି ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରି ଏସିଆ କପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ରୋହିତ ସେନା ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳିବ । ତେବେ ଏହି ମ୍ୟାଚରେ…

ବର୍ଷାରେ ଧୋଇଯିବ କି ପାକିସ୍ତାନର ଫାଇନାଲ ଆଶା? ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ନହେଲେ କିଏ ଖେଳିବ Asia Cup Final

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନ ପାଇଁ ସବୁଠାରୁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଏହା ୪୫ ଓଭର ବିଶିଷ୍ଟ ଖେଳାଯିବା ନେଇ…

Captain Cool Dhoni: ୧୬ ବର୍ଷ ତଳର କଥା, ଆଜିର ଦିନରେ ଭାରତ ପାଇଥିଲା ସର୍ବଶ୍ରେଷ୍ଠ ଅଧିନାୟକ

ନୂଆଦିଲ୍ଲୀ: ଭାରତର ନୁହେଁ, ଆଜି ସାରା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ଖୁବ ଉପରେ ରହିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଆଇସିସି କ୍ରିକେଟର ତିନୋଟି ଯାକ ଟ୍ରଫି ଜିତିବାରେ ସେ ହେଉଛନ୍ତି ଏକ…

(Video) ପଡ଼ିଆରେ ଦର୍ଶକଙ୍କୁ ବ୍ୟାଟ୍ ଦେଖାଇଲେ ରୋହିତ: ଏହା ପଛରେ ରହିଛି ମହାନ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ୍ । ସୁପର-୪ ଷ୍ଟେଜରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଟିମ ଇଣ୍ଡିଆ ଫାଇନାଲ ଟିକେଟ ହାସଲ କରିଛି ।…

Asia Cup-2023ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ପ୍ଲେୟର: ଫାଇନାଲ ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ପାକିସ୍ତାନ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟିକେଟ ପାଇବା ପାଇଁ ଯୁଦ୍ଧ ଆରମ୍ଭ ହୋଇଛି । ତେବେ…

ICC ODI Rankingରେ ଜଲୱା ଦେଖାଇଲେ ରୋହିତ-ବିରାଟ-ଗିଲ୍: ଟପ୍-୧୦ ତାଲିକାରେ ଦମଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ଫର୍ମରେ ରହିଛନ୍ତି ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ୩ଜଣଙ୍କ ବ୍ୟାଟ୍ ଖୁବ ଜୋରରେ ଗର୍ଜନ କରୁଥିବା ଦେଖାଯାଇଛି । ଅଧିନାୟକ ରୋହିତ…

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

(Video) ମନ ଜିଣି ନେଲା Team India: ବର୍ଷାରେ ଗ୍ରାଉଣ୍ଡ ଷ୍ଟାଫଙ୍କ ପରିଶ୍ରମ ଦେଖି ଦେଇଦେଲେ ସବୁ ଟଙ୍କା

ସବୁ ଟଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇଦେଲେ ରୋହିତ ଏବଂ ବିରାଟ କୋହଲି । ପାଖରେ ଟଙ୍କାଟିଏ ବି ରଖିଲେ ନାହିଁ । ପାକିସ୍ତାନକୁ ହରାଇ ଜିତିଥିବା ରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଲେ । ଶ୍ରୀଲଙ୍କାର…

Captain ରୋହିତଙ୍କର ବିରାଟ କୀର୍ତ୍ତିମାନ: ୧୦ ହଜାର କ୍ଲବରେ ପାଦ ଥାପିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକ ବିରାଟ କୀର୍ତ୍ତିମାନ ରଚିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସୁପର-୪ ଷ୍ଟେଜରେ ଶ୍ରୀଲଙ୍କା ବିପକ୍ଷରେ ୨୨ ରନ୍ କରିବା ମାତ୍ରେ ଏକ ବିଶାଳ ରେକର୍ଡର ଅଧିକାରୀ…