Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
Entry କରିବେ ଇଶାନ କିଶାନ! ଚତୁର୍ଥ ଟେଷ୍ଟରେ କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧?
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଶିଖରରେ ପହଞ୍ଚିଛି । ମାର୍ଚ୍ଚ ୯ତାରିଖରୁ ଏଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ । ଭାରତ…
ଚକ୍ରବ୍ୟୁହର ଶିକାର ହୋଇଥିଲେ ଯୁବରାଜ: ୬ ବଲରେ ୬ ଛକା ମାରିବା ପରେ କକ୍ଷଣ ହୋଇଥିଲା ତାଙ୍କ ସହ?
ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜଙ୍କ ପାଳି ଆଜି ବି ସମସ୍ତଙ୍କର ମେନେ ଅଛି । କିନ୍ତୁ ଏହା ପରେ ଯୁବରାଜଙ୍କ ସହ ଘଟିଥିବା ଘଟଣା ହୁଏତ କେହି ଜାଣି ନଥିବେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ…
Commentry କରିବେ ମୋଦି: ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚତୁର୍ଥ ଟେଷ୍ଟରେ କରିବେ କମେଣ୍ଟ୍ରି
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖୁବ ସ୍ପେଶାଲ ହେବାକୁ ଯାଉଛି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଉଭୟ ପହଞ୍ଚିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଖେଳାଯାଉଥିବା ଏହି…
Team India ଡ୍ରେସିଙ୍ଗ ରୁମରେ ହୋଲି ସେଲିବ୍ରେସନ: ରୋହିତ, ବିରାଟଙ୍କ ସହ ରଙ୍ଗରେ ଭିଜିଲା ଭାରତୀୟ ଦଳ
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆରମ୍ଭ ପୂର୍ବରୁ ରଙ୍ଗରେ ରଙ୍ଗୀନ ହୋଇଛି ଭାରତୀୟ ଦଳ । ରଙ୍ଗର ପର୍ବ ହୋଲିକୁ ଜୋରସୋରରେ ପାଳନ କରିଛି ଭାରତୀୟ ଟିମ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି…
Lucknow Super Giantsର ନୂଆ ଅବତାର: IPL-2023 ପାଇଁ ଲଞ୍ଚ କଲା ନୂଆ ଜର୍ସି
ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଟ୍ରଫି ହାତେଇବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା । ଏହାମଧ୍ୟରେ କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ…
WPlରେ RCBକୁ ଲାଗିଲା ସାଇବର ଝଟକା: ମାଥ୍ୟୁଜ ବି ଦାଉ ସାଧିଲେ, ପୁଣି ଖାଲିହାତ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମଧ୍ୟ ପରାଜୟର ସାମନା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚକୁ ମଧ୍ୟ ଆରସିବି ହାତଛଡା କରିଦେଇଛି । ତେବେ ଏହି…
Team India ପାଇଁ ବଡ ସମସ୍ୟା: ଦୁଇ ଦିନ ଭିତରେ ଶେଷ ହୋଇପାରେ ଚତୁର୍ଥ ଟେଷ୍ଟ ମ୍ୟାଚ
ଅହମ୍ମଦାବାଦ: ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଶେଷ ଟେଷ୍ଟ । ବର୍ଡର ଗାଭାସ୍କର ଟ୍ରଫିର ଦୁଇଟଇ ମ୍ୟାଚ ପରାଜୟ ପରେ ତୃତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଛି ଅଷ୍ଟ୍ରେଲିଆ । ତେଣୁ…
IPL-2023 ପୂର୍ବରୁ ଧୋନୀଙ୍କ ଜୋରଦାର ପ୍ରସ୍ତୁତି: ଏମିତି କାରନାମା କରୁଥିବାର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଏହାକୁ ନେଇ ବର୍ତ୍ତମାନଠୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ବର୍ଷକ ପରେ ଭାରତକୁ ପୁରୁଣା ଫର୍ମାଟରେ ଫେରୁଛି ଇଣ୍ଡିଆନ ପ୍ରିମିୟର…
RCB ବିପକ୍ଷରେ ଦିଲ୍ଲୀର ଧମାକା: ଦେଲା ୨୨୪ ରନର ଏକ ବିଶାଳ ଲକ୍ଷ୍ୟ
ମୁମ୍ବାଇ: ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଦିଲ୍ଲୀ କ୍ୟାପିଟାଲ୍ସର ରୋବାବ । ରୋୟଲ ଚାଲେଞ୍ଜରର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଏକ ପାହାଡ ଭଳି ସ୍କୋର ଛିଡା କରିଛି ଦିଲ୍ଲୀ । ମାତ୍ର ୨ ୱିକେଟ…
‘ବୁମରାହଙ୍କୁ ଭୁଲିଯାଅ’, ବୋଲରଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଏମିତି କହିଲେ ବିଶ୍ୱକପ ବିଜେତା
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ଆଘାତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ମାସରୁ ସେ ଟିମ ଇଣ୍ଡିଆର ଲଗାତାର ବାଦ ପଡିଛନ୍ତି । ଏପରିକି ଗତବର୍ଷର ଏସିଆ କପ୍ ଏବଂ ଟି-୨୦…