Browsing Category

IPL

Video: ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି…

ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ହାଇଦ୍ରାବାଦ୍‌: ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି…

ଲକ୍ଷ୍ନୌକୁ ୧୮୩ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ, ହେନେରିକ୍ କ୍ଲାସନ୍ ଏବଂ ଅବଦୁଲ ସମଦଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ

ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ଚାଲିଛି । ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ…

IPL Record Alert; ଛକା ମାରି ରେକର୍ଡ କଲେ ହିଟମ୍ୟାନ ରୋହିତ: ଧୋନୀ, ଡିଭିଲିୟର୍ସ ସବୁ ପଡିଲେ ପଛରେ

ମୁମ୍ବାଇ: ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଗୁଜୁରାଟ ବିପକ୍ଷରେ ୨୧୯ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଶତକ ହାସଲ କରି ଦଳକୁ ବିପଦରୁ ରକ୍ଷା କରିଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର । ତେବେ…

IPL-2023 ସିଜନରେ ପ୍ରଥମ ସେଞ୍ଚୁରୀ ହାସଲ କଲେ ସୂର୍ଯ୍ୟକୁମାର: ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ଶତକ

ନୂଆଦିଲ୍ଲୀ: ଗୁଜୁରାଟ ବିପକ୍ଷ ମ୍ୟାଚରେ ଆଜି ଦମଦାର ଇନିଂସ ଖେଳିଛନ୍ତି ଟି-୨୦ର ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ । ମାତ୍ର ୪୯ଟି ବଲରୁ ୨୧୦ରୁ ଅଧିକ ଷ୍ଟ୍ରାଇକ ରେଟରେ ସେ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି…

ଚହଲ ଆଇପିଏଲ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ

କୋଲକାତା : ରାଜସ୍ଥାନ ରୟାଲର୍ସ ଫ୍ରାଞ୍ଚାଇଜ୍ ପାଇଁ ଖେଳୁଥିବା ଲେଗ୍‌ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଇପିଏଲ୍‌ ଇତିହାସର ସର୍ବାଧିକ ୱିକେଟ ହାସଲକାରୀ ହୋଇପାରିଛନ୍ତି । ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ ଖେଳୁଥିବା…

Record Alert; IPLରେ ଇତିହାସ ଲେଖିଲେ ଯଶସ୍ୱୀ: ହାସଲ କଲେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ

ନୂଆଦିଲ୍ଲୀ: କୋଲକାତା ବିପକ୍ଷ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ରାଜସ୍ଥାନ ରୋୟଲ୍ସ । କୋଲକାତାର ୧୫୦ ରନର ଟାର୍ଗେଟକୁ ମାତ୍ର ୧୩.୧ ଓଭରରେ ହାତେଇ ନେଇଛି ରାଜସ୍ଥାନ । ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ବିସ୍ପୋରକ ଇନିଂସ…

ଆଜି PlayOff ପାଇଁ ଲଢିବେ ରାଣା-ସାମସନ୍: ଟପ୍-୪ରେ ସ୍ଥାନ ପାଇବା ପାଇଁ ହେବ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ରେ ହେବ ଏକ କଡା ମୁକାବିଲା । ପ୍ଲେ-ଅଫ୍ ର ଟପ୍ ୪ ତାଲିକାରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଏହି ହାଇ ଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ…

IPL record Alert; ୟୁଜବେନ୍ଦ୍ର ଚହଲ ରଚିଲେ ନୂଆ ଇତିହାସ: ପଛରେ ପଡିଗଲେ ଧୋନୀଙ୍କ ଷ୍ଟାର ବୋଲର

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଥ୍ରିଲର ମ୍ୟାଚରେ ପରାସ୍ତ ହୋଇଛି ରାଜସ୍ଥାନ ରୋୟଲ୍ସ । କିନ୍ତୁ ଏହି ମ୍ୟାଚରେ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ଏକ ଇତିହାସ ଲେଖି ଦେଇଛନ୍ତି । ହାଇଦ୍ରାବାଦ ବିପକ୍ଷରେ…

RR vs SRH: ଜସ୍ ବଟଲର ଏବଂ ସାମସନଙ୍କ ଦ୍ରୁତ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚ୍‌ରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ…