Browsing Category

ଖେଳ

ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା, ସ୍ପେଶାଲ କ୍ଲବରେ ମାରିଲେ ଏଣ୍ଟ୍ରି

ନୂଆଦିଲ୍ଲୀ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି। ଏହିପରି ୨ଟି ମ୍ୟାଚର ସିରିଜରେ…

କାନପୁର ଟେଷ୍ଟ ମ୍ୟାଚକୁ ନିଜ ନାମରେ କଲା ଭାରତୀୟ ଟିମ, ୭ ୱିକେଟରେ ହାରିଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତୀୟ ଟିମ ବାଂଲାଦେଶକୁ କାନପୁର ଟେଷ୍ଟ ମ୍ୟାଚରେ ୭ ୱିକେଟରେ ହରାଇବା ସହ ଟେଷ୍ଟ ସିରିଜକୁ ୨-୦ରେ ନିଜ ନାମରେ କରିଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟ…

Test ନା T20… ଟେଷ୍ଟ ଫର୍ମାଟରେ T-20 ଖେଳୁଛି ଟିମ ଇଣ୍ଡିଆ: ବାଂଲାଦେଶ ଦେଖିଲା ରୋହିତ ସେନାର ରୌଦ୍ର ରୂପ

ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ବାଂଲାଦେଶୀ ବୋଲରଙ୍କ ଉପରେ ଭାରତୀୟ ବ୍ୟାଟର ବୃଷ୍ଟିପାତ କରିଛନ୍ତି । ପ୍ରଥମ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି ୫୨ ରନ ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ, ଯଶସ୍ୱୀ,…

(Video) ବାଂଲାଦେଶ ବିପକ୍ଷରେ ଜାଡେଜାଙ୍କ ‘Triple Century’… ଟେଷ୍ଟ କ୍ରିକେଟରେ ନୂଆ କାରନାମା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦମଦାର ବୋଲିଂ କରିଛି ଟିମ ଇଣ୍ଡିଆ । ୧୦୭-୩ରୁ ଖେଳା ଆରମ୍ଭ କରିଥିବା ବାଂଲାଦେଶ ମାତ୍ର ୨୩୩ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆ ଭାଙ୍ଗିଲା ଇଂଲଣ୍ଡର ବିଶ୍ୱ ରେକର୍ଡ, ଟେଷ୍ଟରେ ଟି୨୦ର ଜଲୱା ଦେଖାଇଲେ ରୋହିତ-ଜୈସୱାଲ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲ ଟେଷ୍ଟ କ୍ରିକେଟରେ…

WTC 2023-25: ୫ଟି ମ୍ୟାଚରେ ଜିତିଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ସବୁ ଅଙ୍କ ବିଗାଡ଼ିଦେଲେ ବର୍ଷା ଓ ଶ୍ରୀଲଙ୍କା ଟିମ୍

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିଲେ ହେଁ ତାହା ବିଗିଡ଼ିବାର…

ଶାକିବ Out, ମିରାଜ In… ଭାରତ ବିପକ୍ଷ ସିରିଜରେ ନାହାନ୍ତି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଯାଇଛି । ଏହି ଦଳରୁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍ ହାସନଙ୍କ ନାମ ବାଦ୍ ପଡ଼ିଛି । ଭାରତ ବିପକ୍ଷ ଏହି ସିରିଜ ପାଇଁ ନଜମୁଲ ହୁସେନ…

IPL ଇତିହାସରେ ପ୍ରଥମ… କ୍ରିକେଟରଙ୍କ ଉପରେ ଲାଗିବ Ban: ମ୍ୟାଚ୍ ନ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଜାରି କରିସାରିଛି ବିସିସିଆଇ । ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୬ ଖେଳାଳିଙ୍କୁ ରିଟେନ୍ ପାଇଁ ଅନୁମତି ଦେଇଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ…

IPL-2025 ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜିକୁ ମିଳିଲା ଏତିକି ଟଙ୍କା: Player Retention ପାଇଁ କେମିତି କରିବେ ଖର୍ଚ୍ଚ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ମେଗା ଅକ୍ସନ ପୂର୍ବରୁ ରିଟେନସନ ପଲିସି ଜାରି କରିଛି ବିସିସିଆଇ । ଏହି ନିୟମ ଜରିଆରେ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଫ୍ରାଞ୍ଚଇଜି ମୋଟ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏହାସହିତ…

IPL-2025କୁ ନେଇ ଖୁସି ଖବର, ଖେଳିବେ M.S Dhoni! ରିଟେନସନ୍ ନିୟମରେ ସଂକେତ ଦେଲା BCCI

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ବଡ଼ ଅପଡେଟ ଦେଇଛି ବିସିସିଆଇ । ମେଗା ଅକ୍ସନ ପୂର୍ବରୁ ରିଟେନସନ୍ ପଲିସିକୁ ନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଦୀର୍ଘ ଦିନରୁ ଆଇପିଏଲ-୨୦୨୫ ପାଇଁ ରିଟେନସନ ପଲିସିକୁ…