
Browsing Category
ଖେଳ
Video: କେନ୍ ୱିଲିୟମସନ୍ଙ୍କ ୱିକେଟ୍ ପାଇବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ବିରାଟ
ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଦୁବାଇରେ ଖେଳାଯାଉଥିବା ମ୍ୟାଚ୍ ସମୟରେ…
ବିଜୟର ହ୍ୟାଟ୍ରିକ୍ ଲଗାଇଲା ଭାରତ, ୪୪ ରନରେ ନ୍ୟୁଜିଲାଣ୍ଡକୁ କଲା ପରାସ୍ତ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ୪୪ରନରେ ଭାରତ ହେଲା ବିଜୟୀ। ୨୦୫ ରନରେ ନ୍ୟୁଜିଲାଣ୍ଡ ଅଲ୍ଆଉଟ୍ ହୋଇଛି। ଭାରତର ସ୍କୋର ୨୪୯ ଥିଲା। ନ୍ୟୁଜିଲାଣ୍ଡ ପାଇଁ ୨୫୦ରନର ଟାର୍ଗେଟ…
India vs New Zealand: ନ୍ୟୁଜିଲାଣ୍ଡକୁ ଭାରତ ଦେଲା ୨୫୦ ରନର ଟାର୍ଗେଟ୍
ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିଲା। ଏଥିରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ତ୍ତମାନ…
(Video) ‘ଓଃ ଭାଇ’, ବିରାଟଙ୍କ ଆଉଟକୁ ନେଇ ଅନୁଷ୍କା ଚିନ୍ତିତ, ଅଭିନେତ୍ରୀଙ୍କ ରିଆକ୍ସନ ଭାଇରାଲ
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ନିଜର ୩୦୦ତମ ମୁକାବିଲା ଖେଳୁଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଫ୍ଲପ ହୋଇଯାଇଛନ୍ତି। ତାଙ୍କ ବ୍ୟାଟରେ ବାଜିଥିବା ବଲକୁ ଗ୍ଲେନ ଫିଲିପ୍ସ…
୩୦୦ତମ ଦିନିକିଆ ମ୍ୟାଚରେ ଚାଲିଲାନି ବିରାଟଙ୍କ ଯାଦୁ, ମାତ୍ର ୧୧ ରନ କରି ହେଲେ ଆଉଟ୍
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ ଷ୍ଟେଜର ଶେଷ ମୁକାବିଲା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯାଉଛି। ଦୁଇଟି ଟିମ ସେମିଫାଇନାଲରେ ନିଜ ସ୍ଥାନ ବଜାୟ ରଖିଛନ୍ତି।…
ପ୍ରଥମ ଇନିଂସରେ ଆଗୁଆ ରହି ରଣଜୀ ଟ୍ରଫି ଟାଇଟଲ ଜିତିଲା ବିଦର୍ଭ
ନାଗପୁର: ତୃତୀୟ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି ବିଦର୍ଭ। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ପରେ ରବିବାର ପଞ୍ଚମ ତଥା ଶେଷ ଦିନରେ ମୁକାବିଲା ଡ୍ରରେ ଶେଷ ହୋଇଥିଲା। ଫଳରେ ବିଦର୍ଭକୁ ବିଜେତା ଘୋଷଣା…
Breaking: ଆଜି ୩୦୦ତମ ODI ମ୍ୟାଚ ଖେଳିବେ ବିରାଟ କୋହଲି, ଭଲ ପ୍ରଦର୍ଶନ ନେଇ ଫ୍ୟାନ୍ସ ଆଶାବାଦୀ
ଦୁବାଇ: ଆଜି କୋହଲିଙ୍କ କ୍ୟାରିୟର ମାଇଲଷ୍ଟୋନର ୩୦୦ତମ ଓଡିଆଇ ମ୍ୟାଚ୍ । ସପ୍ତମ ଭାରତୀୟ କ୍ରିକେଟର ଭାବେ ୩୦୦ତମ ଓଡିଆଇ ମ୍ୟାଚ୍ ।
୩୦୦ତମ ଓଡିଆଇ ଖେଳିବାରେ କୋହଲି ବିଶ୍ୱରେ ୨୨ତମ କ୍ରିକେଟର । ବର୍ତ୍ତମାନ ସୁଦ୍ଧା…
IND vs NZ: ଟସ୍ ଜିତି ବୋଲିଂ କରିବାକୁ ନେଲା ନିଷ୍ପତ୍ତି ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପ୍ଲେଇଂ ଇଲେଭେନରେ ଏକ ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଟିମକୁ ଆସିଛନ୍ତି।…
ପାକିସ୍ତାନ ମିଡ଼ିଆର ଦାବି, “କଳାଯାଦୁ କରି ମ୍ୟାଚ୍ ଜିତିଛି ଭାରତ”
ନୂଆଦିଲ୍ଲୀ: ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ହାରିବା ପରେ ପ୍ରଳାପ କରିବାରେ ଲାଗିଛି ପାକିସ୍ତାନ। ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ପରାଜିତ ହେବା ପରେ ବିଭିନ୍ନ ପ୍ରକାର ଅଯୁକ୍ତିକର ମନ୍ତବ୍ୟ ଦେଇ ସମାଲୋଚନାର…
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର, ଆଜିର ମ୍ୟାଚ୍ ଅନ୍ୟ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ
ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍। ଆଜି ଅପରାହ୍ନ ୨.୩୦ରେ ଆରମ୍ଭ ହେବ ମ୍ୟାଚ୍। ଖେଳ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍…