Browsing Category

ଖେଳ

Team India ବିପକ୍ଷରେ ୭ଟି Wrong Decission ଦେଲେ ଅମ୍ପାୟାର: DRS ବି କାମ ଦେଲାନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ପୁଣିଥରେ ମ୍ୟାଚକୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଭାରୀ ପଡ଼ିଥିଲେ । ଯାହା ଫଳରେ ଇଂଲଣ୍ଡର…

ଭାରତକୁ ୧୯୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ: ସିରିଜ ହାତେଇବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୬ ରନ୍ ପଛୁଆ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ିଛି ସ୍ପିନ ଡିପାର୍ଟମେଣ୍ଟ । ଅଶ୍ୱୀନ ଏବଂ କୁଳଦୀପ…

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ: ପଞ୍ଚମ ଥର ଚାମ୍ପିୟନ ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନଲରେ ପ୍ରମୋଦ…

IND vs ENG: ଅର୍ଧଶତକ ପରେ ଧ୍ରୁବ ଜୁରେଲ ପିତାଙ୍କୁ କଲେ ସାଲ୍ୟୁଟ୍‌, ଭିଡ଼ିଓ ଭାଇରାଲ

ରାଞ୍ଚି: ଆଜି ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିଂରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ…

ଟିମ୍ ଇଣ୍ଡିଆ ୩୦୭ରେ ଅଲଆଉଟ୍: ରୋହିତ ବାହିନୀ ଏବେ ବି ପଛରେ, ଏକା ଲଢ଼ିଲେ ଧ୍ରୁବ, ବଡ଼ ସଙ୍କଟରୁ ମୁକୁଳିଲା ଭାରତ

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ…

(Video) Live ମ୍ୟାଚରେ ଖେଳାଳିଙ୍କ ଉପରେ ଖସିଲା ବିଜୁଳି… ପଡ଼ିଆ ଭିତରେ ଆଖି ବୁଜିଲେ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଏବେ ସାମନାକୁ ଆସିଛି । ଏକ ମ୍ୟାଚ୍ ଲାଇଭ୍ ଚାଲୁଥିବା ସମୟରେ ଅଚାନକ ଜଣେ ଖେଳାଳିଙ୍କ ଉପରେ ବିଜୁଳି ଖସି ପଡ଼ିଛି । ଯାହା ଫଳରେ ଖେଳାଳି ଜଣକ ପ୍ରାଣ ହରାଇଛନ୍ତି…

IPL-2024ପୂର୍ବରୁ ରାଜସ୍ଥାନକୁ ଶକ୍ତ ଝଟକା: ଘରୋଇ ମଇଦାନକୁ ସିଲ୍ କଲା ରାଜସ୍ଥାନ ଖେଳ ପରିଷଦ

ଜୟପୁର: IPL-2024କୁ ଆଉ ଗୋଟିଏ ମାସ ବାକି ରହିଛି । ଏହାପୂର୍ବରୁ IPLର ପ୍ରଥମ ଚମ୍ପିଆନ୍ ରାଜସ୍ଥାନ ରୋୟଲ୍ସକୁ ଲାଗିଛି ଶକ୍ତ ଝଟକା । ରାଜସ୍ଥାନର ଘରୋଇ ମଇଦାନ ସୱାଇ ମାନସିଂହ ଇଣ୍ଡୋର ଷ୍ଟାଡିୟମକୁ ସିଲ୍ କରିଛି…

ଟେଷ୍ଟ ସିରିଜରେ ଇତିହାସ ରଚିଲେ ଯଶସ୍ୱୀ: ପଛରେ ପଡ଼ିଲେ ସଚିନ୍-ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । କିନ୍ତୁ ମ୍ୟାଚରେ ଏକ ବିସ୍ପୋରକ ଅର୍ଦ୍ଧଶତକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି ।…

୧୪ ବର୍ଷ ତଳେ ବିଶ୍ୱ କ୍ରିକେଟକୁ ନୂଆ ଶିକ୍ଷା ଦେଇଥିଲେ ସଚିନ: ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସ୍ଥାପନ କରିଥିଲେ ‘୨୦୦’ ରନ କ୍ଲବ

ନୂଆଦିଲ୍ଲୀ: ଆଜିର ମଣିଷ ଅସମ୍ଭବକୁ ସମ୍ଭବ କରିପାରୁଛି । କିଏ ସାଧାରଣ କାର୍ଯ୍ୟକୁ କରିବାରେ ଅକ୍ଷମ ତ କିଏ ଅସାଧାରଣ କାର୍ଯ୍ୟ କରି ଇତିହାସ ରଚୁଛି । ସବୁଠାରୁ ବଡ଼ କଥା ହେଉଛି, ଯେଉଁ କଥାକୁ ସାରା ବିଶ୍ୱ ଅସମ୍ଭବ ବୋଲି…

ଘରୋଇ ମାଟିରେ ଭାରତର ବୋଲିଂ ଦୁର୍ବଳତା: ୧୧୨ ରନରେ ଇଂଲଣ୍ଡର ୫ଟି ୱିକେଟ ଯାଇଥିଲା, ୩୫୩ ରନ୍ କଲା କିପରି

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତୀୟ ବୋଲିଂ ଦୁର୍ବଳତା ପଦାରେ ପଡ଼ିଛି । ପ୍ରଥମ ଦିନରେ ୩୦୨ ରନରେ ୭ ୱିକେଟ ହରାଇଥିବା ଇଂଲଣ୍ଡ ଏହା ମଧ୍ୟରେ ପ୍ରଥମ ଇନିଂସାରେ ୩୫୩ ରନ୍…