Browsing Category

ଖେଳ

IPL 2024 ସୂଚୀରେ ସ୍ଥାନ ପାଇଲାନି ବାରବାଟୀ ଷ୍ଟାଡିୟମ, ଚର୍ଚ୍ଚାରେ ଲାଗିଲା ରୋକ୍

ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ପ୍ରକାଶ ପାଇଛି। ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୧୭ ଦିନ ପାଇଁ ଆଇପିଏଲ୍ ୨୦୨୪ର…

ଆସିଲା IPL ମ୍ୟାଚ୍ ସୂଚୀ, ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖେଳ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ୧୭ ତମ ସଂସ୍କରଣ ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ମ୍ୟାଚର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ…

ବାରବାଟୀ ଷ୍ଟାଡିୟମରେ ହୋଇପାରେ 2024 IPL ମ୍ୟାଚ୍: ବିଶେଷସୂତ୍ରରୁ ସୂଚନା

ଓଡ଼ିଶା ଭାସ୍କର: ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମରେ ହୋଇପାରେ ଚଳିତ ୨୦୨୪ ଆଇପିଏଲ ମ୍ୟାଚ। ଏନେଇ ଏକ ବିଶେଷସୂତ୍ରରୁ ସୂଚନା ମିଳିଛି। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ…

ଆଇପିଏଲ୍ ୨୦୨୪ ରୁ ବାଦ୍ ପଡ଼ିଲେ ମହମ୍ମଦ ଶାମି, ଗୁଜୁରାଟ ଟାଇଟାନ୍ସକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ୱାନଡେ ବିଶ୍ୱକପ୍ ୨୦୨୩ ପରଠାରୁ ମହମ୍ମଦ ଶାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଗୋଡରେ ଆଘାତ ଲାଗିଥିବାରୁ ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ, କିଛି ଦିନ ପରେ…

IND vs ENG ରାଞ୍ଚି ଟେଷ୍ଟ ପାଇଁ ଦଳରେ ବଡ଼ ପରିବର୍ତ୍ତନ: ଖତରନାକ ବୋଲର କରିବେ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଉଭୟ ଦଳ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବେ । ଫେବୃଆରୀ ୨୩ ତାରିଖରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନିଜ ଦଳ ଘୋଷଣା କରିସାରିଛି । ଏହି…

ବାହାନା କରୁଛନ୍ତି ଶ୍ରେୟସ? ନା ମିଛ କହୁଛି BCCI: ଆୟର ସୁସ୍ଥ ଥିବା କହୁଛି NCA

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଶ୍ରେୟସ ଏହି ଦଳରୁ ବାଦ୍ ପଡ଼ିଥିବା କୁହାଯାଇଛି । କିନ୍ତୁ ବର୍ତ୍ତମାନ ବାଙ୍ଗାଲୋରର ନେସନାଲ କ୍ରିକେଟ…

ଆଉ ବିକିବେନି ଗୁପଚୁପ୍! ସାଢେ ୫ କୋଟି ଦେଇ ସ୍ୱପ୍ନର ନୂଆ ମହଲ କିଣିଲେ ଯଶସ୍ୱୀ

ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲ ଆଜି ନିଜ ସ୍ୱପ୍ନ ସାକାର କରିଛନ୍ତି । ଦିନେ ଗୁପଚୁପ ବିକ୍ରି କରି ଯେଣ୍ଟ ତଳେ ଜୀବନ କାଟୁଥିବା ଯଶସ୍ୱୀ ଆଜି ମୁମ୍ବାଇରେ ନିଜ ସ୍ୱପ୍ନର ମହଲ କିଣି ପାରିଛନ୍ତି…

ଏହି ଦିନ ଖେଳାଯିବ IPL-2024ର ଫାଇନାଲ ମ୍ୟାଚ୍: ପ୍ରଥମ ମ୍ୟାଚରେ ଖେଳିବ ଚମ୍ପିଆନ୍ CSK

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ମହାସମର । ଏହାପୂର୍ବରୁ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ସାମନାକୁ ଆସିଛି । ଟୁର୍ଣ୍ଣାମେଣ୍ଟର ସୂଚୀ ପ୍ରକାଶ ପାଇ ନଥିଲେ ମଧ୍ୟ ଏହାର ଫାଇନାଲ ମ୍ୟାଚ…

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…

ସୋସିଆଲ ମିଡିଆରେ କୋହଲିଙ୍କ ପୁଅ ଅକାୟଙ୍କ AI ଫଟୋ ଭାଇରାଲ

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ସନ୍ତାନ ଜନ୍ମ ହେବାର ୫ ଦିନ ପରେ ସେ ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର…