fbpx
Browsing Category

ଖେଳ

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଏମିତି ରହିଛି ଭାରତର ଚୂଡାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ…

ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ନିରାଶ କୈଫ: ଏହି ଖେଳାଳିଙ୍କ କରୁଛନ୍ତି ମିସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରାମ ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ତାଙ୍କ ବ୍ୟତୀତ ଅନ୍ୟ କିଛି ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । କିନ୍ତୁ ଦଳର ଏହି…

ଦଳରୁ ବାଦ ପଡିଲେ ରାହୁଲ-କୁଳଦୀପ: କ’ଣ ହୋଇପାରେ ପ୍ରଥମ ମ୍ୟାଚର ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଭାରତ-ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଚିନ୍ତାରେ ପଡିଛି ଟିମ ଇଣ୍ଡିଆ । ଦୁଇ ଷ୍ଟାର ଖେଳାଳିୀଙ୍କୁ ହରାଇ ଏବେ ପ୍ଲେଇଙ୍ଗ ୧୧କୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅଧିନାୟକ ଭାବରେ ଚୟନ ହୋଇଥିବା…

ବାରବାଟୀରେ ଟି-୨୦: ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ମଧ୍ୟରେ ଝଗଡା କାରଣରୁ ଉପୁଜିଲା ଦଳାଚକଟା ପରିସ୍ଥିତି

କଟକ (ଓଡ଼ିଶା ଭାସ୍କର): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ, ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି

କଟକ(ଓଡ଼ିଶା ଭାସ୍କର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଟିକେଟ…

ଥୋମାସ କପ ବିଜେତା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଥୋମାସ କପ ଉପରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେଣୁ ଏହି ବିଜେତା ଦଳକୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚମ୍ପିଆନ ଟିମର ସମସ୍ତ ସଦସ୍ୟଙ୍କୁ ଲୋକସେବା ଭବନରେ ସେ…

ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବାଦ ପଡିଲେ ଅଧିନାୟକ ରାହୁଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ଦାୟିତ୍ୱରେ ଥିବା କେ.ଏଲ ରାହୁଲ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅଭ୍ୟାସ ସମୟରେ ଆହତ ହେବାରୁ…

ବଦଳିଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ଫାଇଦା

ନୂଆଦିଲ୍ଲୀ: ଟେଷ୍ଟ ପ୍ଲେୟରମାନଙ୍କ ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏହି ତାଲିକା ଅନୁସାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ମିଳିଛି ବଡ…

ରଣଜୀ ମ୍ୟାଚରେ ବିରାଟ ରେକର୍ଡ: ସମସ୍ତ ଖେଳାଳିଙ୍କ ବ୍ୟାଟରୁ ଆସିଲା ୫୦+ ସ୍କୋର

ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଇତିହାସ ରଚିଛି ବେଙ୍ଗଲ ଟିମ । କ୍ରିକେଟ ଦୁନିଆରେ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ଏକ ଘଟଣା ଆଜିର ମ୍ୟାଚରେ ଘଟିଯାଇଛି । ପ୍ରଥମ ବ୍ୟାଟ୍ସମ୍ୟାନରୁ ଆରମ୍ଭ କରି…

ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଲମ୍ବା ସମୟ ପରେ ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛଇ ଖୁସି ଖବର । ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର । ଆହତ ଯୋଗୁଁ ଦୀର୍ଘ ଦିନ ଧରି ଦଳରୁ ସେ ବାଦ ପଡିଥିଲେ…