fbpx
Browsing Category

ଖେଳ

ଏହି ଖେଳାଳିଙ୍କ ପାଇଁ ଅସୁବିଧା ହେବ ହାର୍ଦ୍ଦିକଙ୍କ ଫର୍ମ: ବିପଦରେ କ୍ୟାରିୟର

ନୂଆଦିଲ୍ଲୀ: ଖୁବ କମ ସମୟରେ ଅନେକ ସଫଳତା ହାସଲ କରି ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୂର୍ବରୁ ବ୍ୟାଟିଂ ବୋଲିଂ ଏବଂ ବିଶେଷ କରି ଫିଲ୍ଡିଂରେ ସେ ସମସ୍ତଙ୍କ ମନ କିଣି ପାରିଥିଲେ ।…

କ’ଣ ବିରାଟ କୋହଲି ଭାଙ୍ଗି ପାରିବେ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକର ରେକର୍ଡ ? କୋଚ୍ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପିଲା ବେଳର କୋଚ୍ ଦିନେଶ ଲାଡ ବିରାଟ କୋହଲିଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ…

ହଠାତ ଅଧାରେ ଅଟକିଗଲା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ: ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ମଇଦାନରେ ଜାରି ରହିଛି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । କିନ୍ତୁ ମ୍ୟାଚର ପ୍ରଥମ ଦିନ ଖେଳରେ ୨୩ ଓଭର ପରେ ହଠାତ କିଛି ସମୟ ପାଇଁ ଖେଳ ବନ୍ଦ ରହିଛି । ତେବେ ଏହି ମ୍ୟାଚ ବନ୍ଦ…

ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଦୁଇ ବର୍ଷ ପରେ ପ୍ରଥମ ଥର ହେବ ଏମିତି

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜ । ତେବେ ଏହି ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ମିଳିଛି ଏକ ଆଶ୍ୱସ୍ତିକର ଖବର । ଟିମ ଇଣ୍ଡିଆ ମୁଣ୍ଡରୁ ହଟିଛି ଏକ ବଡ…

‘ଥୋର୍ପ’ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ହୋଇଯାଇଛି । ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । କିନ୍ତୁ ଟସ ସମୟରେ ପଡିଆରେ ଏକ…

ଟି-୨୦ ସିରିଜ୍ ପାଇଁ ଭାରତରେ ପହଞ୍ଚିଲା ଦ.ଆଫ୍ରିକା ଦଳ, ଟିମ୍ ଇଣ୍ଡିଆର ରେକର୍ଡ ଉପରେ ନଜର

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏଥିପାଇଁ ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର ସକାଳେ ଦିଲ୍ଲୀ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ସିରିଜର ପ୍ରଥମ…

୧୨ ଜୁନରେ ବାରବାଟୀରେ T-20 ମ୍ୟାଚ୍, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସର ମକଡ୍ରିଲ୍

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମଧ୍ୟ…

ଗୁଜବ ଉପରେ ଲାଗିଲା ବିରାମ, ଏହି ଘୋଷଣା କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଫ୍ୟାନ୍ସଙ୍କୁ କହିଥିଲେ ଯେ ସେ କିଛି ନୂଆ କରିବାକୁ ଯୋଜନା…

ବିସିସିଆଇ ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା!! କଲେ ଏମିତି ଟ୍ୱିଟ

ନୂଆଦିଲ୍ଲୀ: ନିଜ ଟ୍ୱିଟର ପେଜରେ ନିଜ କ୍ୟାରିୟରକୁ ନେଇ ଏକ ଟ୍ୱିଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । ଏପରିକି ଦାଦା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା…

ଏସିଆ କପ ହକି: ଜାପାନକୁ ହରାଇ ବ୍ରୋଞ୍ଜ ମେଡାଲ ଉପରେ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୨ ଏସିଆ କପ ହକିରେ ଫାଇନାଲକୁ ପହଞ୍ଚିବାରେ ଫେଲ ମାରିଛି ଟିମ ଇଣ୍ଡିଆ । କିନ୍ତୁ ଜାପାନକୁ ହରାଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ମେଡାଲ ଉପରେ କବଜା କରିନେଇଛି । ଜକାର୍ତ୍ତାରେ ଖେଳାଯାଉଥିବା ଆଜିର…