Browsing Category

ଖେଳ

ଭାରତର ଶ୍ରେଷ୍ଠ ବୋଲର ହିଁ ପରାଜୟର ମୁଖ୍ୟ କାରଣ: ୨୦୦୩ ଭୁଲକୁ ୨୦୨୩ ଦୋହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ପରାଜୟ ଭାରତୀୟ ମହିଳା ଦଳର ବିଶ୍ୱକପ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ସେମି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କିଛିଟା…

Video: ସେମିଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ ହେଲେ ହରମାନପ୍ରୀତ କୌର, ଭାଙ୍ଗିଗଲା ଭାରତର ବିଶ୍ୱକପ ସ୍ବପ୍ନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି -୨୦ ବିଶ୍ୱକପରେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ଏହି ମ୍ୟାଚରେ ଅଧିନାୟକ ହରମାନପ୍ରୀତ କୌରଙ୍କ ଦୁର୍ଭାଗ୍ୟଜନକ ରନଆଉଟ ମ୍ୟାଚର ମୋଡ଼ ବଦଳାଇ…

ମହିଳା ଟି-20 ବିଶ୍ୱକପ: ଲଢେଇ କରି ହାରିଲା ଭାରତ, ଫାଇନାଲରେ ଅଷ୍ଟ୍ରେଲିଆ

ଆଇସିସି ଟି -୨୦ ମହିଳା ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଭାରତକୁ ୫ ରନରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ…

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ…

ଅଧିନାୟକ ଅସୁସ୍ଥ, ବାଦ ପଡିଲେ ଷ୍ଟାର ଖେଳାଳି; ବିଶ୍ୱକପ ସେମି ପୂର୍ବରୁ ଭାରତକୁ ଡବଲ ଝଟକା

ନୂଆଦିଲ୍ଲୀ: ମହିଳା ବିଶ୍ୱକପ ସେମି ଫାଇନାଲ ମ୍ୟାଚରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡା ଟକ୍କର । ଫାଇନାଲ ଟିକେଟ ପାଇଁ ଲଢିବେ ଟୁର୍ଣ୍ଣାମେଣ୍ଟର ଦୁଇ ମଜବୁତ ଦଳ । ତେବେ ଅଷ୍ଟ୍ରେଲିଆକୁ ସାମନା କରିବା ପୂର୍ବରୁ…

ସନରାଇଜର୍ସ ହାଇଦ୍ରାବାଦ ବାଛିଲା ନୂଆ ଅଧିନାୟକ: ମୟଙ୍କ ଅଗ୍ରୱାଲ ନା ଭୁବନେଶ୍ୱର କୁମାର?

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ଏହାପୂର୍ବରୁ ପ୍ରତ୍ୟେକ ଦଳ ନିଜ ନିଜର ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ସନରାଇଜର୍ସର ଅଧିନାୟକ ପଦକୁ ନେଇ ଖୁବ ଆଲୋଚନା ଲାଗି…

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ: ଫେରିଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ପଥମ ଦୁଇଟି ଟେଷ୍ଟରେ ପରାଜୟ ସହିତ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇଛି ଦଳ । ତୃତୀୟ ମ୍ୟାଚ…

୪୦ ବର୍ଷୀୟ ଯୁବକ ଜେମ୍ସ ଆଣ୍ଡରସନ୍‌, ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌ରେ ହେଲେ ନମ୍ବର-୧ ବୋଲର

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍‌ର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ବଢୁଥିବା ବୟସ ସହିତ ଅଧିକ ଘାତକ ହେବାରେ ଲାଗିଛନ୍ତି। ଆଣ୍ଡରସନ ଚଳିତ ବର୍ଷ ୩୦ ଜୁଲାଇରେ ୪୧ ବର୍ଷର ହୋଇଯିବେ। ଏହା ପୁର୍ବରୁ ସେ ଏବେ ଏକ ବଡ଼ ଉପଲବ୍ଧି ହାସଲ…

ରିଲାଏନ୍ସ ଜିଓରେ ମାଗଣାରେ ଦେଖନ୍ତୁ ଆଇପିଏଲ୍, ହିନ୍ଦୀ ଏବଂ ଇଂରାଜୀ ସମେତ ୧୨ ଟି ଭାଷାରେ ହେବ କମେଣ୍ଟ୍ରି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଆସନ୍ତା ମାସରେ ଆଇପିଏଲର ପ୍ରଥମ ମ୍ୟାଚ୍ ରେ ଟୁର୍ଣ୍ଣାମେଣ୍ଟ ହେଭିୱେଟ୍ ଚେନ୍ନାଇ ସୁପର…

ଧୋନୀଙ୍କୁ ଝଟକା ଦେଲେ ବେନ ଷ୍ଟୋକ୍ସ: ସିଜନ ଅଧାରୁ ୟେଲୋ ଆର୍ମିରୁ ନେବେ ବିଦାୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ସିଜନ ଅଧାରୁ ଦଳରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୨୦୨୩ ଆଇପିଏଲ…