Browsing Category
ଖେଳ
ସାମ୍ନାକୁ ଆସିଲା FIFA World Cupର କଳା ରହସ୍ୟ! ଷ୍ଟାଡିୟମ ନିର୍ମାଣରେ ମୃତ୍ୟୁବରଣ କରିଛନ୍ତି ୬ ହଜାର ଭାରତୀୟ ଶ୍ରମିକ
ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ ବର୍ତ୍ତମାନ ବିଦାୟ ନେବାକୁ ଯାଉଛି । ଆଜିର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିବ । ଏହାପରେ ବିଶ୍ୱର ଫୁଟବଲ କ୍ରିଡ଼ାପ୍ରେମୀଙ୍କୁ ମିଳିଯିବ…
Hockey World Cup 2023: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ ବିକ୍ରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ପୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶରୁ…
ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍ରେ ହରାଇଲା ଭାରତ, ସିରିଜରେ ୧-୦ରେ ଆଗୁଆ
ନୁଆଦିଲ୍ଲୀ: ଚିଟଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ବୋଲରମାନେ ଘରୋଇ ଦଳର ଦ୍ୱିତୀୟ ଇନିଂସକୁ ୩୨୪ ରନରେ ସୀମିତ ରଖିଥିଲେ । ଟେଷ୍ଟର ପଞ୍ଚମ ତଥା…
ରମିଜ ରାଜା ବିବାଦରେ, ଏହି ବ୍ୟକ୍ତି ହେବେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ !
ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ଛୁଟି ହୋଇପାରେ । ତାଙ୍କ ବଦଳରେ ପୂର୍ବ ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କୁ ଅଧ୍ୟକ୍ଷ ପଦରେ ରଖାଯିବାର…
ଆଜି ଫିଫା ବିଶ୍ୱକପ୍ ଫାଇନାଲ: ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ମଧ୍ୟ ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ଆଜି ଲୁସାଇଲ୍…
(Video)ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ
ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍…
ଇତିହାସ ରଚିଲା ଭାରତୀୟ ଟିମ୍, ବାଂଲାଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅଉ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ତୃତୀୟ ଥର ଟି-୨୦ ବିଶ୍ୱକପ୍ରେ ଚାମ୍ପିୟନ ହୋଇଛି । ବାଙ୍ଗାଲୂରର ଏମ. ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା…
ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଶୁଭ୍ରକାନ୍ତ ପଣ୍ଡା
ନୂଆଦିଲ୍ଲୀ: ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଶୁଭ୍ରକାନ୍ତ ପଣ୍ଡା । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ । ପୂର୍ବରୁ…
ହକି ବିଶ୍ୱକପରେ ଚମକିବେ ଓଡ଼ିଆ ଝିଅ: କୋରାପୁଟର ନମିତା ଗାଇବେ ଉଦଘାଟନୀ ସଙ୍ଗୀତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ ହକି ମହାକୁମ୍ଭର ସମସ୍ତ ମ୍ୟାଚ ଆୟୋଜିତ ହେବ । ଏହି…
ଭାରତରେ ୨୦୨୩ ବର୍ଷ ୱାର୍ଲଡ କପ ହେବନାହିଁ? ଆଇସିସି-ବିସିସିଆଇ ମଧ୍ୟରେ ବିବାଦ
ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୱାନଡେ ୱାଲର୍ଡ କପ ୨୦୨୩ ଉପରେ ସଙ୍କଟର ବାଦଲ ଦେଖାଦେଇଛି । ବିସିସିଆଇ ଏବଂ ଆଇସିସି ମଧ୍ୟରେ ଟ୍ୟାକ୍ସ ବିବାଦ ପାଇଁ ପରିସ୍ଥିତି ପରିବର୍ତ୍ତନ ହେଉଛି ଏବଂ ଯଦି ଉପାୟ କିଛି ବାହାରୁ…