Browsing Category

ଖେଳ

ଆଜି ତୃତୀୟ ଦିନିକିଆ: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ରୋହିତ୍‌ ବାହିନୀ, ସମ୍ମାନ ବଞ୍ଚାଇବାକୁ ଲଢ଼ିବେ ୱେଷ୍ଟଇଣ୍ଡିଜ ଟିମ୍

ଅହମଦାବାଦ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ନେଇଛି । ତେଣୁ ତୃତୀୟ ତଥା ଶେଷ ମ୍ୟାଚରେ ମଧ୍ୟ ଅନୁରୂପ ସଫଳତା…

ରାଜନୀତିର ଶିକାର ହୋଇ ଦଳରୁ ବାଦ ପଡୁଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୟଦ କିରମାନି । ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ନ୍ୟାସ ପରେ ଦଳରେ ୱିକେଟ କିପର ଦାୟିତ୍ୱ…

କୋଭିଡକୁ ହରାଇଲେ ଋତୁରାଜ ଗାଏକ୍ୱାଡ: ତୃତୀୟ ଦିନିକିଆରେ କରି ପାରନ୍ତି ଓପନିଂ

ନୂଆଦିଲ୍ଳୀ: କୋଭିଡ-୧୯ ଆକ୍ରାନ୍ତ ଥିବା ଓପନର ଋତୁରାଜ ଗାଏକ୍ୱାଡ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ସହିତ ଋତୁରାଜ ନିଜର ଓପନିଂ ସ୍ଲଟକୁ ଫେରିବାର ସମ୍ଭାବନା ରହିଛି । ତେବେ ଶିଖର ଧୱନଙ୍କୁ ପ୍ରାଧାନ୍ୟ…

ଆଇସିସି ଦିନିକିଆ ରାଙ୍କିଙ୍ଗ: ଶ୍ରେଷ୍ଠ ୧୦ରେ ସାମିଲ ହେଲେ କୋହଲି ଓ ରୋହିତ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖୁଛନ୍ତି । ବ୍ୟାଟିଂ ମାନ୍ୟତା ତାଲିକାରେ କୋହଲି ଦ୍ୱିତୀୟ ଓ ରୋହିତ ତୃତୀୟ…

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ରାଗିଗଲେ ସୁପର କୁଲ ଅଜିଙ୍କ୍ୟ ରାହାଣେ: କହିଲେ ମୋ କ୍ରେଡିଟ ନେଉଛନ୍ତି ଅନ୍ୟ ଖେଳାଳି

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଅଜିଙ୍କ୍ୟ ରାହାଣେଙ୍କର ମନେ ପଡିଛି ଅଷ୍ଟ୍ରେଲିଆ ସିରିଜ ବିଜୟ ପରର ମୁହୂର୍ତ୍ତ । ଯାହାକୁ ନେଇ ଏବେ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଅଷ୍ଟ୍ରେଲିଆ ସିରିଜ ବିଜୟର ମୁଖ୍ୟ ନାୟକ…

ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ: ତୃତୀୟ ମ୍ୟାଚରେ ଅଚାନକ ଦଳରେ କରିପାରନ୍ତି ଧମାକାଦାର ଏଣ୍ଟ୍ରି

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ହୋଇପାରେ ଏକ ବଡ ପରିବର୍ତ୍ତନ । ଦଳକୁ କମବ୍ୟାକ କରିପାରନ୍ତି ଟିମ ଇଣ୍ଡିଆର ଗବ୍ବର ଶିଖର ଧୱନ । ସିରିଜ ପୂର୍ବରୁ କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ…

ପୁଷ୍ପା ଟ୍ରେଣ୍ଡରେ ସାମିଲ ହେଲେ ବିରାଟ କୋହଲି: କ୍ୟାଚ ନେବା ପରେ ନାଚିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ତେଲୁଗୁ ଫିଲ୍ମ ପୁଷ୍ପାର ଭିଡିଓ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପ୍ରଥମେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ବୋଲର ଏହି ଷ୍ଟାଇଲ ଦେଖାଇଥିଲେ । ପରେ ଡେଭିଡ୍ ୱାର୍ଣ୍ଣର ଓ ରବୀନ୍ଦ୍ର ଜାଡେଜାଙ୍କ…

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ

ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ…

ଶ୍ରୀଲଙ୍କା ବିପକ୍ଷରେ କୋହଲି ଖେଳିବେ ୧୦୦ତମ ଟେଷ୍ଟ ,ଆସନ୍ତା ୩ରେ ମୋହାଲିରେ ଅନୁଷ୍ଠିତ ହେବ ମ୍ୟାଚ୍

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ । ପ୍ରଥମେ ତିନି ମ୍ୟାଚ ବିଶିଷ୍ଟ ସିରିଜ ଓ ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରା ଯିବ । ଫେବୃୟାରୀ ୨୦ ତାରିଖ ଦିନ…

ମ୍ୟାଚ ସହ ସିରିଜ ହାତେଇଲା ଭାରତ: କମ ରନ ସତ୍ତେ୍ୱ ହାସଲ କଲ ରନର ବିଜୟ

ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ସହ ଦିନିକିଆ ସିରିଜକୁ ମଧ୍ୟ ଭାରତ ନିଜ ନାମରେ କରିଛି । ତୃତୀୟ ଦିନିକିଆ ବାକି ଥିଲେ ମଧ୍ୟ ଉଭୟ ମ୍ୟାଚରେ…