Browsing Category
ଖେଳ
ଭାରୋତ୍ତଳନରେ ଓଡ଼ିଶାର ଗୌରବ: ବ୍ରୋଞ୍ଜ ପଦକ ଜିତିଲେ ଝିଲ୍ଲୀ ଓ ସ୍ନେହା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପର ଆଜି…
IPLରୁ ମିଳିବେ ଟିମ ଇଣ୍ଡିଆର ଭବିଷ୍ୟତ: ଦଳ ପାଇଁ ନୂଆ ଅଧିନାୟକ ଖୋଜିବାରେ ହେବ ସହାୟକ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗର ଚଳିତ ସିଜନ ଭାରତୀୟ ଦଳ ପାଇଁ ଖୁବ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ । ଏହି ସିଜନରେ ଟିମ ଇଣ୍ଡିଆ ପାଇବ ଭବିଷ୍ୟତର ନୂଆ ଅଧିନାୟକ । ଚଳିତ ସିଜନରେ ୧୦ଟି…
ମୁହଁ ଖୋଲିଲେ କିଙ୍ଗ କୋହଲି: ଡୁପ୍ଲେସିସଙ୍କୁ RCBର ଅଧିନାୟକତ୍ୱ ଦେବା ଉପରେ ଦେଲେ ବିରାଟ ବୟାନ
ନୂଆଦିଲ୍ଲୀ: ଚଳିତ ସିଜନରେ ଫାଫ ଡୁପ୍ଲେସିସଙ୍କୁ ମିଳିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ପଦ । ତେବେ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ୨୦୧୩ରୁ ଦଳର ନେତୃତ୍ୱ…
ମହିଳା ବିଶ୍ୱକପ୍: ବଢ଼ିଲା ଭାରତର ସେମି ଆଶା, ବାଂଲାଦେଶକୁ ୧୧୦ ରନରେ ପରାସ୍ତ କଲା ଭାରତ
ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତ ପାଇଁ ଆଜିର ଦିନଟି ଜବରଦସ୍ତ ରହିଛି । ଅଧିନାୟିକା ମିଥାଲି ରାଜାଙ୍କ ବାହିନୀ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତର ସେମିଫାଇନାଲ ଖେଳିବା ଆଶା…
ମହିଳା କ୍ରିକେଟ୍ ବିଶ୍ୱକପ: ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ
ଅକଲାଣ୍ଡ : ନ୍ୟୁଜିଲାଣ୍ଡରେ ସଂପ୍ରତି ଚାଲିଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ସ୍ଥିତି ଦୂର୍ବଳ ହୋଇ ପଡିଥିବା ବେଳେ ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ…
CSKରେ କିଏ ନେବ ଡୁପ୍ଲେସିସଙ୍କ ସ୍ଥାନ?: ଏହି ଖେଳାଳିଙ୍କୁ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି କହିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: IPL ଆରମ୍ଭ ହେବା ପୂର୍ବରୁ ଚେନ୍ନାଇକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଆହତ ଜନିତ ସମସ୍ୟାରେ ଦୀପକ ଚହର ଦଳରୁ ବାଦ ପଡିଥିବା ବେଳେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଭିସା ପାଇବା ପାଇଁ ଅସୁବିଧା…
ପ୍ରୋ ଲିଗ୍ ହକି: ପ୍ରଥମ ପରାଜୟର ଚରମ ପ୍ରତିଶୋଧ, ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କଲା ଭାରତ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଦିନ ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ହକି ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି ଭାରତ। ପ୍ରଥମ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେଇଲା ଟିମ୍…
ଇତିହାସ ରଚିଲେ ତିନି ଭଉଣୀ: ବିଶ୍ୱ ତାଇକ୍ୱାଣ୍ଡେରେ ଏକାସାଙ୍ଗରେ ଖେଳିବେ ହରିୟାଣାର ଗୌରବ
ନୂଆଦିଲ୍ଲୀ: କ୍ରୀଡା ଜଗତରେ ହରିୟାଣାର ମହିଳା କୁବ ଆଗକୁ ଯାଇଛନ୍ତି । ଏହାର ଆଉ ଏକ ଉଦାହରଣ ହେଉଛନ୍ତି ଗୁରୁଗ୍ରାମ ଜିଲ୍ଲା ବଜୀରାବାଦ ଗ୍ରାମର ତିନି ଭଉଣୀ । ବିଶ୍ୱ ତାଇକ୍ୱାଣ୍ଡୋ ଚମ୍ପିଆନସିପ ୨୦୨୨ରେ ଭାରତର…
କିଏ ନେବ ଦୀପକଙ୍କ ଜାଗା?: ଧୋନୀଙ୍କ ପାଇଁ ଅଡୁଆ ହେଲା ଚହରଙ୍କ ଆହତ ସମସ୍ୟା, ଖୋଜୁଛନ୍ତି ବିକଳ୍ପ
ନୂଆଦିଲ୍ଳୀ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPLର ୧୫ତମ ସିଜନ । ପ୍ରଥମ ମ୍ୟାଚ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ…
ସ୍ପୋର୍ଟସ ଆଇକନ ଅଫ ଦ ଇୟର ଆୱାର୍ଡରେ ସମ୍ମାନିତ ହେଲେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଖେଳାଳି ତଥା ଅଧିନାୟକ ସୁରେଶ ରାଇନାଙ୍କୁ ମିଳିଛି ବଡ ସମ୍ମାନ । ସ୍ପୋର୍ଟସ ଆଇକନ ଅଫ ଦ ଇୟର ଭାବରେ ରାଇନାଙ୍କୁ ସମ୍ମାନିତ କରିଛନ୍ତି ମାଲଦୀବ ସରକାର । ଅନେକ ମହାନ…