Browsing Category

ଖେଳ

Commonwealth Gamesରୁ ଓହରିବା ନିଷ୍ପତ୍ତି Hockey India ଏକତରଫା ଭାବେ ନେଇପାରିବ ନାହିଁ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା । ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ହକି ମହାସଂଘ…

ଟି-୨୦ କ୍ରିକେଟରେ ଆୟରଲାଣ୍ଡ ବ୍ୟାଟସମ୍ୟାନଙ୍କ କମାଲ, ବିରାଟ କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ : ଆୟରଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ ପଲ୍ ଷ୍ଟିର୍ଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଚୌକା ମାରିବା ମାମଲାରେ କୋହଲିଙ୍କୁ ପଛରେ ପକାଇଛନ୍ତି…

ଆଇପିଏଲ ୨୦୨୨ ପୂର୍ବରୁ ଡେଭିଡ୍ ୱାର୍ଣ୍ଣରଙ୍କ ସହ ଯୋଗାଯୋଗ କଲେଣି ଅନେକ ଫ୍ରାଞ୍ଚାଇଜି !

ନୂଆଦିଲ୍ଲୀ : ଡେଭିଡ୍ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟାଇବା ପୁଣି ଚୂଡାନ୍ତ ଏକାଦଶରୁ ବାଦ୍ ଦେବା ଏହି ଦୁଇ ଘଟଣା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୧)ର ସବୁଠୁ ଚକିତକର ଘଟଣା ମଧ୍ୟରୁ ଅନ୍ୟତମ । ଆଉ ଏମିତି କାମ…

ଆଜି ପ୍ରଥମ କ୍ୱାଲିଫାୟର: ଅନୁଭବୀ ଚେନ୍ନାଇ ସାମ୍ନାରେ ଯୁବ ଦିଲ୍ଲୀ କ୍ୟାପିଟାଲ୍ସ, ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ XI

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଲିଗ୍ ପର୍ଯ୍ୟାୟ ମୁକାବିଲା ପୂରା ହୋଇ ସାରିଥିବାବ ବେଳେ ଆଜିଠୁ ଖେଳାଯିବ ନକଆଉଟ୍ ଷ୍ଟେଜ୍ । ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଚାରୋଟି ଦଳ ମଧ୍ୟରେ ହେବ ଏବେ କଡା ଟକ୍କର । ରବିବାର…

ଦ୍ୱିତୀୟ ଟି-୨୦: ଲଢେଇ କରି ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାକୁ ଜିତି ନେଇଛି ଘରୋଇ ଦଳ । ୧୧୯ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ…

ପ୍ରେମର କରୁଣ ପରିଣତି; SGT ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଜଣେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଗୁରୁଗ୍ରାମର ଏକ ଘରୋଇ ମେଡିକାଲ…

ଟି-୨୦ ବିଶ୍ୱ କପ୍ ପୂର୍ବରୁ ବିରାଟ କୋହଲିଙ୍କୁ ବଡ ଆଶ୍ୱସ୍ତି, ଫର୍ମକୁ ଫେରିଲେ ୨ ଘାତକ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ । ଉଭୟ ଖେଳାଳି ଫର୍ମକୁ ଫେରିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ…

ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ । ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତେ୍ୱ ପ୍ଲେଅଫରୁ ମୁମ୍ବାଇ ବାଦ ପଡ଼ିଛି । ହାଇଦ୍ରାବାଦ ଓପ୍ନରଙ୍କ ଧୂଆଁଧାର ବ୍ୟାଟିଂରେ ମୁମ୍ବାଇ ନିରାଶ । ପୂର୍ବରୁ…

ମୁମ୍ବାଇ ନା କୋଲକାତା, କିଏ ପ୍ଲେ ଅଫରେ ପହଞ୍ଚିବ: ଆଜିର ମ୍ୟାଚ କରିବ ଏହାର ଫଇସଲା

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ କେଉଁ ଦଳ ପ୍ଲେ ଅଫରେ ପହଞ୍ଚିବ ଆଉ କିଏ ବାଦ୍ ପଡ଼ିବ, ତାହାକୁ ନେଇ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି । ଗତକାଲିର ମ୍ୟାଚରେ…

ରୟାଲ୍ସକୁ ହରାଇଲା ନାଇଟ ରାଇଡର୍ସ; ସଙ୍କଟରେ ମୁମ୍ବାଇର ପ୍ଲେ-ଅଫ ଆଶା

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସକୁ ଏକ ପାଖିଆ ଭାବରେ୮୭ ରନରେ ପରାସ୍ତ କରିବା ସହିତ ପ୍ଲେ ଅଫ୍ ଦାବିଦାରୀକୁ ଦୃଢ କରିଛି କୋଲକାତା ନାଇଟ ରାଇଡର୍ସ । ୧୭୨ ରନର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୮୫ ରନରେ ଅଲଆଉଟ…