Browsing Category

ଖେଳ

ଫର୍ମକୁ ଫେରିଲେ ଅଜିଙ୍କ୍ୟ ରାହାଣେ: ରଣଜୀରେ ସୌରାଷ୍ଟ୍ର ବିପକ୍ଷରେ ୧୪ ଚୌକା ଏବଂ ଛକା ସହ ମାରିଲେ ଦମଦାର ଶତକ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଅଜିଙ୍କ୍ୟ ରାହାଣେ ଏବେ ଫର୍ମକୁ ଫେରିଛନ୍ତି । ଅନ୍ତର୍ଜାତୀୟ ଟେଷ୍ଟରେ କିଛି ଦିନରୁ ତାଙ୍କ ବ୍ୟାଟ ଶାନ୍ତ ରହୁଥିବାରୁ ରାହାଣେଙ୍କୁ ଦଳରୁ ବାହାର କରିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟ-୨୦ ମ୍ୟାଚରେ ବଦଳିପାରେ ପ୍ଲେଇଙ୍ଗ ୧୧: ରୋହିତ ନେଇ ପାରନ୍ତି ବଡ ନିଷ୍ପତ୍ତି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଆସନ୍ତା କାଲି ଇଡେନ ଗାର୍ଡେନ୍ସରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଜୟ ସହ ୧-୦ରେ ସିରିଜରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଶେଷ ଦୁଇଟି ମ୍ୟାଚରୁ ଗୋଟିଏରେ…

ଭାରତ ପାଇଁ ଖେଳିବା ପିଲାବେଳୁ ଥିଲା ସ୍ୱପ୍ନ: ଚହଲଙ୍କଠାରୁ ଟି-୨୦ କ୍ୟାପ ଗ୍ରହଣ କଲେ ଏହି ଖେଳାଳି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚର ଡେବ୍ୟୁଟାଣ୍ଟ ରବି ବିଷ୍ଣୋଇ କରିଥିଲେ ଜବରଦସ୍ତ ପ୍ରଦର୍ଶନ । ୪ ଓଭର ବୋଲିଂ କରି ୧୭ ବ୍ୟୟ କରିବା…

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ଚତୁର୍ଥ ସ୍ଥାନରେ କେଏଲ ରାହୁଲ, ଦଶମ ସ୍ଥାନକୁ ଖସିଲେ କୋହଲି

ଦୁବାଇ: କ୍ରମାଗତ ବିଫଳ ହୋଇ ଆସୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂପ୍ରତି ଟି- ୨୦ । କ୍ରିକେଟ ମାନ୍ୟତାର ଦଶମ ସ୍ଥାନରେ ପହଞ୍ଚିଛନ୍ତି । ବୁଧବାର ଦିନ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ…

ଆଜିଠୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ, ୯ଟି ଗ୍ରୁପ୍‌ରେ ଖେଳିବେ ୩୮ଟି ଟିମ୍

ନୂଆଦିଲ୍ଳୀ: ଆଜି ଦୀର୍ଘ ୨ ବର୍ଷ ଅପେକ୍ଷାର ଅନ୍ତଘଟିବାକୁ ଯାଉଛି।କରୋନା ଆତଙ୍କ ନେଇ ଗତ ଦୁଇ ବର୍ଷଧରି ଘରୋଇ ରଣଜୀ ଟ୍ରଫି କ୍ରିକେଟ ମ୍ୟାନ୍ ଅନୁଷ୍ଠିତ ହେବ । ତେଚଳିତ ବର୍ଷ ମୋଟ ୩୮ ଦଳ ଏଥିରେ ଅଂଶ ଗ୍ରହଣ କରିବେ ।…

ପ୍ରଥମ ଟି-୨୦: ସହଜ ବିଜୟ ସହିତ ୧-୦ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଭାରତ ଏବମଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଛି ଭାରତ । ୧୫୮ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ୪ ୱିକେଟ ହରାଇ ୮ ବଲ ପୂର୍ବରୁ ଜିତି ନେଇଥିଲା । ଅଧିନାୟକ ରୋହିତ…

ବିସିସିଆଇ ଦେଲା ଅନୁମତି: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-୨୦ ମ୍ୟାଚରେ ଫେରିବେ ଦର୍ଶକ

କୋଲକାତା: କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିବ ଅନୁମତି । ୨୦ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଛି ବିସିସିଆଇ…

ବାଙ୍ଗାଲୋରକୁ ଲାଗିଲା ଝଟକା: IPL ପୂର୍ବରୁ ଦଳରୁ ବାହାର ହେଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ମେଗା ଅକ୍ସନ ପରେ ଏବେ ସମସ୍ତଙ୍କ ନଜର IPL ୨୦୨୨ ଟ୍ରଫି ଉପରେ । ସେଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିରାଟ କୋହଲିଙ୍କ ଦଳ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ…

ଖରାପ ଫର୍ମ ନୁହେଁ କାରଣ: ସାମନାକୁ ଆସିଲା ଚେନ୍ନାଇ ରାଇନାଙ୍କୁ ନ କିଣିବାର ପ୍ରକୃତ ରହସ୍ୟ

ନୂଆଦିଲ୍ଲୀ: IPL ୨୦୨୨ ସିଜନ ପାଇଁ ଅକ୍ସନରେ ବିକ୍ରି ହୋଇ ନାହାନ୍ତି ମିଷ୍ଟର ଓଚଖ । ଦୀର୍ଘ ଦିନରୁ ଦଳ ସହିତ ରହିଥିବା ଚେନ୍ନାଇ ମଧ୍ୟ ତାଙ୍କୁ କିଣିବାରେ ପଛଘୁଞ୍ଚା ଦେଇଛି । ତେବେ ଏ ନେଇ ଅକ୍ସନ ଦିନରୁ ଥମୁନି…

ଇଡେନରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପଦାର୍ପଣ କଲେ ରବି ବିଷ୍ଣୋଇ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିବା ପରେ ଟି-୨୦ରେ ମଧ୍ୟ ସମାନ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ ।…