Browsing Category

ଖେଳ

କୋଲାକାତାକୁ ମିଳିଲା ନୂଆ କ୍ୟାପଟେନ: IPL ୨୦୨୨ରୁ ଦଳର ମଙ୍ଗ ସମ୍ଭାଳିବେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଶେଷ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ସଂସ୍କରଣର ମେଗା ଅକ୍ସନ । ଚଳିତ ବର୍ଷ ଅନେକ ଦଳ ଦରକାର କରୁଥିଲେ ନୂଆ ଅଧିନାୟକ । ସେଥିରେ ସାମିଲ ଥିଲା ଶାହରୁଖ ଖାନଙ୍କ ଟିମ କୋଲକାତା ନାଇଟ ରାଇଡର୍ସ । ଦିନେଶ…

ଆଜିଠୁ ଟି-୨୦ ସିରିଜ: ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପାଇଁ ହତିଆର ହେବ ଭାରତର ପେସ ଆଟାକ

ନୂଆଦିଲ୍ଲୀ: ଦିନିକିଆ ପରେ ଏବେ ଟି-ଟ୍ୱେଣ୍ଟି ସିରିଜ ହାତେଇବା ଲକ୍ଷ୍ୟରେ ମେନ ଇନ ବ୍ଲୁ । ଆଜିଠାରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜ । ତିନିଟିିକିଆ ସିରିଜର…

୨୪ରୁ ଭାରତ-ଶ୍ରୀଲଙ୍କା କ୍ରିକେଟ୍‌ ସିରିଜ୍‌, ମୋହାଲିରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ କୋହଲି

ମୋହାଲି: ଆଗାମୀ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ ଚଳିତ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବ । ଏହା ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ…

ଆଜି ପ୍ରଥମ ଟି-ଟ୍ୱେଣ୍ଟି: ଇଡେନ ଗାର୍ଡେନରେ ମୁହାଁମୁହିଁ ହେବ ୱେଷ୍ଟଇଣ୍ଡିଜ- ଭାରତ, ନୂଆ ରଣନୀତ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରୋହିତ ସେନାର ନଜର ରହିଛି । ଅନ୍ୟପଟେ ଏହି ଫର୍ମାଟରେ…

ମୋଦୀଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ପିଟରସନ୍: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ପୂର୍ବତନ ଇଂଲିଶ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ମୋଦୀଙ୍କୁ ଅନୁରୋଧ କରିଥିଲେ ପିଟରସନ୍ ଯାହାକି ବେଶ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ କଣ ରହିବ ଭାରତର ପ୍ଲେଇଙ୍ଗ ୧୧: ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

କୋଲକାତା: ଆହତ ସମସ୍ୟା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଛନ୍ତି ଭାରତର ଉପଅଧିନାୟକ କେ.ଏଲ ରାହୁଲ । କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଦିନ ଖେଳାଯିବ । ଦିନିକିଆ…

ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ବଦଳିଲା କାର୍ଯ୍ୟସୂଚୀ: ଡେ-ନାଇଟ ଟେଷ୍ଟକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ: ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ଶ୍ରୀଲଙ୍କାର ଭାରତ ଗସ୍ତକୁ ନେଇ ଆସିଛି ବଡ ଖବର । ବିସିସିଆଇ ଏହି ସିରିଜର କାର୍ଯ୍ୟସୂଚୀରେ ସମାନ୍ୟ ପରିବର୍ତ୍ତନ ଆଣିଛି । ଏହି ଗସ୍ତରେ ଭାରତ-ଶ୍ରୀଲଙ୍କା ମଧ୍ୟରେ…

ଦଳରୁ ବାହାରିବେ କୋହଲି: ଉତ୍ତର ରଖିଲେ ନିଜେ ଅଧିନାୟକ, ରାଗିଯାଇ ଏମିତି ରିଆକ୍ସନ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ବିରାଟ ଖୁବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କର…

ବିଶ୍ୱକପର ପ୍ରାଇଜ ମନି ଘୋଷଣା: ଆଗାମୀ ଦିନିକିଆ ବିଶ୍ୱକପରେ ଚମ୍ପିଆନ ଦଳକୁ ମିଳିବ ଏତିକି ଟଙ୍କା ପ୍ରାଇଜ ମନି

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ ପାଇଁ ଧାର୍ଯ୍ୟ ହୋଇଛି ପ୍ରାଇଜ ମନି । ଆସନ୍ତା ମାସରୁ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପର ବିଜେତା ଦଳ ପାଇଁ ଘୋଷଣା ହୋଇଛି ପୁରସ୍କାର ରାଶି ।…

ସଚିନ୍ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ମିଥାଲି ରାଜ୍: ୨୨ ବର୍ଷ ଧରି ଅତୁଟ ଥିଲା ରେକର୍ଡ

ନୂଆଦିଲ୍ଳୀ: ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ୍ । ଦୀର୍ଘ ବର୍ଷ ଧରି ଆନ୍ତର୍ଜାତୀୟ କ୍ରିକେଟ ଖେଳିବାର ଯେଉଁ ରେକର୍ଡ ସଚିନଙ୍କ ନାମରେ ରହିଥିଲା ତାକୁ…