Browsing Category

ଖେଳ

ଟୁଇଟର୍ ରେ ଟ୍ରେଣ୍ଡ୍ କରୁଛି Boycott Chennai Super Kings, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚେନ୍ନାଇ ସୁପର୍ କିଙ୍ଗସ୍ ଅର୍ଥାତ୍ ସିଏସକେଙ୍କୁ ସବୁଠାରୁ ଅଧିକ ଭଲ ପାଇବା ମିଳିଥାଏ । ଏହା କାରଣ ହେଲା ଏହି ଫ୍ରାଞ୍ଚାଇଜ୍ କ୍ରିକେଟ୍ କୁ ଖୁବ୍ ପସନ୍ଦ କରେ ଓ ଦ୍ୱିତୀୟରେ ଏହି ଟିମର ଅଧିନାୟକ ହେଉଛନ୍ତି…

କୋହଲି ପୁଣି ଫର୍ମକୁ ଫେରିବେ ବୋଲି ଅନୁମାନ: ରାଠୋର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲିଙ୍କ ଲଗାତର ବିଫଳତା ଦଳ ପାଇଁ ନିଶ୍ଚିତ କ୍ଷତିକାରକ । ମାତ୍ର ଏହି ପ୍ରସଙ୍ଗ ନେଇ ଆମେ କୌଣସି ଆଲୋଚନା କରି ନାହୁଁ । କାରଣ ସେ…

୧୬ରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌: ଆଇପିଏଲ୍‌ ପୂର୍ବରୁ ଉଭୟ ଦଳ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଭାରତ ବିରୋଧରେ ଜୋରଦାର ଲଢ଼େଇ…

କୋଲକାତା: ଆଗାମୀ ୧୬ ତାରିଖରୁ ସ୍ଥାନୀୟ ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ । ଏହା ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ରୋହିତ ବାହିନୀ ୩-…

ଚିନ୍ନା ଥାଲାଙ୍କୁ କିଣିଲାନି ଚେନ୍ନାଇ: ରାଇନାଙ୍କୁ ନ କିଣିବାର ରହସ୍ୟ ଖୋଲିଲେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୫ତମ ସଂସ୍କରଣରେ ବଡ ପଦକ୍ଷେପ ନେଇଛି ଚେନ୍ନାଇ ସୁପର କିଙ୍ଗସ । ଅନେକ ସିନିୟର ଖେଳାଳିମାନଙ୍କୁ ହରାଇ ଯୁବ ଖେଳାଳିଙ୍କ ଉପରେ ଭରଷା କରିଛି ସିଏସକେ । ଏହି ସିନିୟର ଖେଳାଳିଙ୍କ…

ଟିମ୍ ଇଣ୍ଡିଆକୁ ଝଟକା: ଟି-୨୦ ସିରିଜ୍ ପୂର୍ବରୁ ଆହତ କାରଣରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର

କୋଲକାତା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା। ଆହତ ଜନିତ ସମସ୍ୟା କାରଣରୁ ପୂରା ସିରିଜ୍ରୁ ବାଦ୍ ପଡିଲେ ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର। ଭାରତ…

ଭାରତୀୟ ପ୍ରେମିକା ବିନି ରମଣଙ୍କୁ ବିବାହ କରିବେ ମ୍ୟାକ୍ସୱେଲ୍: ଭାଇରାଲ ହେଉଛି ବାହାଘର କାର୍ଡ

ନୂଆଦିଲ୍ଳୀ: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ୨୦୧୭ରୁ ବିନି ଓ ମ୍ୟାକ୍ସାୱେଲ ପରସ୍ପରକୁ…

ପଛରେ ରହିଗଲେ ଇଶାନ କିଶାନ: IPL ୨୦୨୨ ପାଇଁ ଏହି ଖେଳାଳିଙ୍କୁ ମିଳିଲା ସବୁଠୁ ଅଧିକ ଦାମ

ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରିମିୟର ଲିଗ୍ର ଚଳିତ ସିଜନ ପାଇଁ ଶେଷ ହୋଇଛି ମେଗା ଅକ୍ସନ । ଷ୍ଟାର ଖେଳାଳି ମାନଙ୍କୁ କୋଟି କୋଟି ଟଙ୍କାରେ ନିଜ ଦଳ ସହିତ ସାମିଲ କରିଛନ୍ତି ୧୦ଟି ଟିମ । ତେବେ ଅକ୍ସନରେ ସବୁଠୁ ଅଧିକ ଦାମରେ…

IPL ୨୦୨୨ରେ ସବୁଠୁ ଶକ୍ତିଶାଳୀ ଟିମ: ବ୍ୟାଟିଙ୍ଗ, ବୋଲିଙ୍ଗ ସବୁ କ୍ଷେତ୍ରରେ ମହଜୁଦ ଅଛନ୍ତି ଦମଦାର ଖେଳାଳି

ନୂଆଦିଲ୍ଲୀ: ୨୦୨୨ IPL ପାଇଁ ସରିବା ପରେ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନାର ସମୟ । ବିଭିନ୍ନ ଦଳର ସାମର୍ଥ୍ୟ ଏବଂ ଖେଳାଳିଙ୍କୁ ନେଇ ଚାଲିଛି ଅଙ୍କକଷା । କିଏ ଏହି ସିଜନର ସବୁଠୁ ଶକ୍ତିଶଳୀ ଦଳ, ସେ ନେଇ ଚାଲିଛି ଟଣା…

ହେବକି କିଛି ନୂଆ କରିସ୍ମା: IPL ୨୦୨୨ରେ ହେଉଛି ସବୁଠୁ ଦୁର୍ବଳ ମନେ ହେଉଛି ୟେଲୋ ଆର୍ମି

ନୂଆଦିଲ୍ଲୀ: IPL ୨୦୨୨ ପାଇଁ ସରିଛି ମେଗା ଅକ୍ସନ । ନିଜ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ ନେଇ ତିଆରି ହୋଇ ସାରିଛି ନୂଆ ଦଳ । ୧୦ଟି ଦଳଙ୍କ ଟାର୍ଗେଟ ଏବେ ଟାଟା IPL ୨୦୨୨ର ଟ୍ରଫି ଉପରେ । କିନ୍ତୁ ଅକ୍ସନ ପରେ ସବୁଠୁ…

୩୦ ଲକ୍ଷରେ ବିକ୍ରି ହେଲେ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ, ଜାଣନ୍ତୁ କେଉଁ ଟିମ୍ କିଣିଲା

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ମେଗା ଅକ୍ସନରେ ୩୦ ଲକ୍ଷରେ ବିକ୍ରି ହୋଇଛନ୍ତି । ଅର୍ଜୁନ ଜଣେ ଅଲରାଉଣ୍ଡର ହୋଇଥିବା ବେଳେ…