Browsing Category
ଖେଳ
ବାଃ! କୌଶଲ ତାମ୍ବେ…ଶାନଦାର୍ କ୍ୟାଚ୍ ଧରି ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ଶତକ ରୋକିଲେ, ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ: ଅଣ୍ଡର ୧୯ ବିଶ୍ୱକପ୍ ର ଫାଇନାଲ୍ ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ ଏଣ୍ଟିଗାର ସର୍ ଭିଭିୟନ୍ ରିଚାର୍ଡସ୍ ଷ୍ଟାଡିୟମ୍ ରେ ଅନୁଷ୍ଟିତ ହୋଇଥିଲା । ତେବେ…
ବିଶ୍ୱ ଚାମ୍ପିୟନ୍ ଭାରତୀୟ ଅଣ୍ଡର-୧୯ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ, ଜାଣନ୍ତୁ କାହାକୁ କେତେ ମିଳିଲା
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଚାମ୍ପିୟନ ହୋଇ ଭାରତ ଇତିହାସ ରଚିଛି । ରାଜ ବାୱନଙ୍କ ଶାନଦାର ପ୍ରଦର୍ଶନ ଫଳରେ ଭାରତୀୟ ଅଣ୍ଡର-୧୯ ଟିମ୍ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱ…
ରାଜ ବାୱାଙ୍କ ଅଲରାଉଣ୍ଡ ସଫଳତା, ନିଶାନ୍ତ ଓ ରାଶିଦଙ୍କ ଅର୍ଦ୍ଧଶତକ: ଭାରତକୁ ପଞ୍ଚମ ବିଶ୍ଵକପ ଟାଇଟଲ
ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ଵକପ ଟ୍ରଫି ହାସଲ କରିଛି ଭାରତ। ୟଶ ଧୁଲଙ୍କ ନେତୃତ୍ବରେ ଖେଳୁଥିବା ଭାରତ ରୋମାଞ୍ଚକର ଫାଇନାଲ ମୁକବିଲାରେ ଇଂଲଣ୍ଡ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା…
ରାଜ ବାୱା ଓ ରବି କୁମାର ଘାତକ ବୋଲିଂ: ଭାରତ ଆଗରେ ୧୯୦ ରନର ଟାର୍ଗେଟ
ନୂଆଦିଲ୍ଳୀ: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ମାତ୍ର ୧୮୯ ରନରେ ସୀମିତ ରଖିଛି ଭାରତ । ଭାରତ ପକ୍ଷରୁ ରାଜ ବାୱା ୫ଟି ଏବଂ ରବି କୁମାର ୪ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।…
ପ୍ରଥମ ଦିନିକିଆରେ ଏହି ଷ୍ଟାର ଖେଳାଳି କରିବେ ଓପନ: ରାତାରାତି ଦଳରେ ଦମଦାର ଖେଳାଳିଙ୍କ ହେଲା ଏଣ୍ଟ୍ରି
ମୁମ୍ବାଇ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା କାଲି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ । ସିରିଜର ଠିକ ପୂର୍ବରୁ କରୋନା ମାଡରେ ଘାଇଲା ହୋଇଥିବା ଟିମ ଇଣ୍ଡିଆ ଏବେ ଅଣ୍ଟା ସଳଖିବାକୁ…
ବିରାଟ କୋହଲି ଏବଂ ଅନିଲ କୁମ୍ବଲେଙ୍କ ଭିତରେ କାହିଁକି ହୋଇଥିଲା ବିବାଦ: ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ଅନିଲ କୁମ୍ବଲେ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିବାଦକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ପୂର୍ବରୁ ଦୁହିଁଙ୍କ ବିବାଦ ଉପରେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ସହ…
ଦିନିକିଆ ସିରିଜ ପୂର୍ବରୁ ମାଲାମାଲ ହେଲେ ଋଷଭ ପନ୍ତ: ଏମିତି କରିବାରେ ହେଲେ ତୃତୀୟ ଖେଳାଳି
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବ୍ରହ୍ମାସ୍ତ୍ର ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ନିଜ ନାଁରେ କରିଛନ୍ତି କୋଟି କୋଟି ଟଙ୍କାର ଜବରଦସ୍ତ ଅଫର । ଏଭଳି କାର୍ଣ୍ଣାମା…
ପ୍ରଥମ ଦିନିକିଆରେ ରୋହିତଙ୍କ ସହ କିଏ ଆରମ୍ଭ କରିବ ପାଳି: ନଜରରେ ୩ ଖେଳାଳି
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢାଇଛି କରୋନା ମହାମାରୀ । ଦୁଇ ଓପନର ଶିଖର ଧୱନ ଏବଂ ଋତୁରାଜ ଗାଏକ୍ୱାଡଙ୍କ ସମେତ ଅନ୍ୟ…
U-19 World Cup Final: ଅଷ୍ଟମ ଥର ଫାଇନାଲ୍ ଖେଳିବ ଭାରତ, ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଦଳ !
ନୂଆଦିଲ୍ଲୀ: ଭାରତୀୟ ଦଳ ୧୯ ବର୍ଷରୁ କମ୍ ବିଶ୍ଵ କପରେ ପଞ୍ଚମ ଟାଇଟଲ୍ ଜିତିବାକୁ ପ୍ରସ୍ତୁତ। ଶନିବାର ସନ୍ଧ୍ୟାରେ ଫାଇନାଲ୍ ମୁକାବିଲା ସାର ଭିଭିଆନ ରିଚାର୍ଡସ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ସେମି ଫାଇନାଲରେ…
U19 World Cup Final: ଆଜି ଭାରତ-ଇଂଲଣ୍ଡ ଫାଇନାଲ୍ ମୁକାବିଲା, ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜରେ ଖେଳାଯାଉଥି୍ବା ୧୯ ବର୍ଷରୁ କମ ବିଶ୍ଵ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶନିବାର ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ଚାରି ଥରର ଚାମ୍ପିଅନ ଭାରତ ଏବଂ ଥରେ ଟାଇଟଲ୍ ଜିତିଥିବା…