Browsing Category
ଖେଳ
ଓଡିଶା କ୍ରିକେଟ ଦଳର ଜର୍ସି ଉନ୍ମୋଚିତ
କଟକ (ଭାସ୍କର ନ୍ୟୁଜ୍) : ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବୁଧବାର ଦିନ ରାଜ୍ୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ ଓଡିଶା କ୍ରିକେଟ ଆସୋସିଏସନର ଆପାରେଲ ପାର୍ଟନର ଥିବା ଏମଜିଏମ…
ସୂର୍ଯ୍ୟ ଓ ରୋହିତଙ୍କ ଧମାକାଦାର ବ୍ୟାଟିଂ; ଶେଷ ଓଭରରେ ବିଜୟ ସହ ଭାରତ ୧-୦ରେ ଆଗୁଆ
ନୂଆଦିଲ୍ଲୀ: ଜୟପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ଶେଷ ଓଭର ଥ୍ରିଲରକୁ ଜିତିବା ସହିତ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୬୫ରନର ପିଛା କରୁଥିବା ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଚମକ୍ରାର…
ଗପ୍ଟିଲ୍ ଓ ଚାପମ୍ୟାନଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ
ନୂଆଦିଲ୍ଳୀ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୬୪ ରନ…
ICC ଟି-୨୦ ରାଙ୍କିଙ୍ଗ: ଖସିଲେ ରୋହିତ ଓ ରାହୁଲ; ଟପ ଟେନରେ ନାହାନ୍ତି ଜଣେ ବି ବୋଲର
ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟି-୨୦ ରାଙ୍କିଙ୍ଗ । ନିକଟରେ ଭାରତୀୟ ଅଧିନାୟକ ଏବଂ ଉପ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲଙ୍କ ରାଙ୍କିଂରେ ଅବନତି ଘଟିଛି ।…
ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା; ଭେଙ୍କଟେଶ ଆୟରଙ୍କୁ ବିଗ୍ ବ୍ରେକ୍
ନୂଆଦିଲ୍ଲୀ: ବିଶ୍ୱକପ ବିଫଳତା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହୋଇଛି । ଜୟପୁରରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।…
୯ ବର୍ଷ ପରେ ଆଇସିସିର ବଡ଼ ନିଷ୍ପତ୍ତି, କୁମ୍ବଲେଙ୍କ ପରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଏହି ଦାୟିତ୍ୱ
ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଏଣିକି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ସମ୍ଭାଳିବେ ଗାଙ୍ଗୁଲି । ଏହି ନିଷ୍ପତ୍ତି ଦୁବାଇରେ ଅନ୍ତରାଷ୍ଟ୍ରୀୟ…
ଏହି ମହିଳା ଫୁଟବଲ ଖେଳାଳିଙ୍କୁ ‘ପୁରୁଷ’ କହିଲେ ବିରୋଧୀ, ଲିଙ୍ଗ ଯାଞ୍ଚ କରିବାକୁ ଦାବି
ନୂଆଦିଲ୍ଲୀ: ଇରାନର ଜାତୀୟ ମହିଳା ଫୁଟବଲ ଟିମର ଜଣେ ଖେଳାଳିକୁ ନେଇ ଲୋକମାନେ ବି ଚିନ୍ତାରେ ପଡିଛନ୍ତି । କେତେକ ଏହି ଖେଳାଳିଙ୍କୁ ମହିଳା କହୁଛନ୍ତି ତ ଆଉ କେତେକ ତାଙ୍କୁ ପୁରୁଷ ବୋଲି କହିଛନ୍ତି । ଏହି ଖେଳାଳି ମ୍ୟାଚ…
ନ୍ୟୁଜିଲାଣ୍ଡକୁ ବଡ ଝଟକା, ୱିଲିୟମସନଙ୍କ ପରେ ଏବେ ଟି-୨୦ ସିରିଜରୁ ହଟିଲେ ଏହି ଷ୍ଟାର ବୋଲର
ଜୟପୁର : ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବ । ହେଲେ ଏହାର କିଛି ସମୟ ପୂର୍ବରୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ ଝଟକା । ଅଧିନାୟକ…
ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ରୋହିତ-ଦ୍ରାବିଡ ଯୁଗରେ ନୂଆ ଇନିଂସ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ଜୟପୁର : ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦା ହୋଇଥିବା ଭାରତ ଆଜି ନ୍ୟୁଜିଲାଣ୍ଡ ବିରୋଧରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ମୁଖ୍ୟ କୋଚ୍…
ଗାଙ୍ଗୁଲିଙ୍କୁ ICCରେ ମିଳିବ ଗୁରୁଦାୟିତ୍ୱ, କୁମ୍ବଲେଙ୍କ ପରେ ସମ୍ଭାଳିବେ ଏହି ପଦ
ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କୁ ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣାଯାଏ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଏକଦିବସୀୟରେ କ୍ୟାପ୍ଟେନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ତ୍ତମାନ ଦାଦା ଭାରତୀୟ କ୍ରିକେଟ ବୋର୍ଡ…