Browsing Category
ଖେଳ
ଆସନ୍ତାକାଲି ICCର ନୂତନ ଚେୟାରମ୍ୟାନ୍ କରିବେ ବୈଠକ, ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ: ଗୁୁରୁବାର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ(ICC)ର ନୂତନ ଚେୟାରମ୍ୟାନ୍ ସମସ୍ତ ବୋର୍ଡ଼ ସହ ଏକ ଆଭାସୀ ବୈଠକ କରିବେ । ଏହି ବୈଠକରେ ଚମ୍ପିଆନ୍ସ ଟ୍ରଫି ୨୦୨୫ ପ୍ରସଙ୍ଗକୁ ନେଇ ଆଲୋଚନା ହେବା ନେଇ କିଛି ସ୍ପଷ୍ଟ…
ପୁରୁଷ ଜୁନିୟର ଏସିଆ କପ୍ ହକି ଫାଇନାଲରେ ଭାରତ: ୩-୧ରେ ହାରିଲା ମାଲେସିଆ
ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଆଜି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ପ୍ରତିପକ୍ଷ ମାଲେସିଆକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ଟିକେଟ…
Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ: ‘ପର୍ଥ’ ବିଜୟ ପରେ ଆଡିଲେଡ ଟେଷ୍ଟ ଉପରେ ଟିମ ଇଣ୍ଡିଆର ନଜର । ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କ ଏଣ୍ଟ୍ରି ଭାରତର ବ୍ୟାଟିଂ ଅର୍ଡରକୁ ଆହୁରି ମଜବୁତ କରିଛି । ତେଣୁ ପିଙ୍କ ବଲ…
ଟିମ୍ ଇଣ୍ଡିଆ ପାଇଁ ହ୍ୟାଟ୍ରିକ୍ ଖୁସି: ଆଉ ୨ଟି ଟେଷ୍ଟରେ ଜିତିଲେ WTC ଫାଇନାଲରେ ପହଞ୍ଚିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍…
IND vs AUSର ଦ୍ୱିତୀୟ ଟେଷ୍ଟ ସମୟ କରିନିଅନ୍ତୁ ନୋଟ୍, ବଦଳିବା ସମୟରେ ଆରମ୍ଭ ହେବ ମୁକାବିଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ମିଶନ ଅଷ୍ଟ୍ରେଲିଆରେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଚଳାଇଛି। ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସେମ୍ବରରେ ଏଡିଲେଡରେ ଆରମ୍ଭ ହେବ। ଏହାରି ମଧ୍ୟରେ ଭାରତ ପାଇଁ ଭଲ ଖବର…
ଭାରତ- ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ହୋଷ୍ଟ କରିବା ପାଇଁ ପ୍ରସ୍ତୁତ UAE, ସାମ୍ନାକୁ ଆସିଲା ବଡ଼ ବୟାନ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଚମ୍ପିଆନ୍ସ ଟ୍ରଫି- ୨୦୨୫କୁ ନେଇ ବିବାଦ ଲାଗି ରହିଥିଲା । ଏହା କେଉଁଠି ଖେଳାଯିବ ସେନେଇ କୌଣସି ଅଧିକାରିକ ସୂଚନା ପ୍ରଦାନ କରାଯାଇନଥିଲା । ଏବେ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ…
ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଖବର?
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି୨୦୨୪ରେ ପର୍ଥ ଟେଷ୍ଟରେ ଭାରତ ୨୯୫ ରନ୍ ରେ ବିଜୟୀ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି। ଏବେ ନୂଆ ଅପଡେଟ୍ ଅନୁଯାୟୀ କୋଚ୍ ଗମ୍ଭୀର…
ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର: ମୋଟ ସମ୍ପତ୍ତି ୭୦ ହଜାର କୋଟି, ମାତ୍ର ୨୨ ବର୍ଷ ବୟସରେ ନେଇଥିଲେ…
ନୂଆଦିଲ୍ଲୀ: ସାରା ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ନାଁ କହିଲେ ପ୍ରଥମେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମ୍ନାକୁ ଆସିଥାଏ । ତେବେ ସଚିନ, ବିରାଟ ଓ ଧୋନୀଙ୍କ ଠାରୁ ମଧ୍ୟ…
ପୁରୁଷ ଜୁନିୟର ଏସିଆ କପ୍ ହକି: ଡିସେମ୍ବର ୩ରେ ଭାରତ-ମାଲେସିଆ ସେମି ମୁକାବିଲା
ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ପୁଲ-ଏ’ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଭରତ ସେମିରେ ପ୍ରବେଶ କରିଛି । ଗତକାଲି ଖେଳାଯାଇଥିବା ପୁଲ-ଏ’ର ଅନ୍ତିମ ମ୍ୟାଚରେ…
ପୁଣି ସ୍ଥଗିତ ରହିଲା ଚାମ୍ପିୟନ୍ସ ଟ୍ରଫି ବିବାଦର ନିଷ୍ପତ୍ତି: ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କଲା BCCI
ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି କ୍ଷେତ୍ରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରି ଫାଇଦା ଉଠାଇବାକୁ ଚାହୁଁଥିଲା ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ ହେବ। ବାସ୍ତବରେ ପିସିବି କହିଛି ଯେ ଯଦି ଭାରତୀୟ…