Browsing Category

Top Stories

ରାକ୍ଷୀରେ ଭାଇକୁ ଦିଅନ୍ତୁନି ଏହି ଗିଫ୍ଟ, ଛିଡ଼ିଯିବ ସମ୍ପର୍କ

ଭାଇ-ଭଉଣୀଙ୍କ ପ୍ରେମର ପ୍ରତୀକ ଭାବରେ ରକ୍ଷା ବନ୍ଧନ ପାଳନ କରାଯାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁସ୍ଥତା ଏବଂ…

Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ: Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଏବେ ଟିମରେ ସ୍ଥାନ…

ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ

ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା…

ଭାରତୀୟ ଫୁଟ୍‌ବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ହେଲେ ଏହି ଅନ୍ତର୍ଜାତୀୟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ସନ୍ଧାନ ଚାଲିଥିବା ବେଳେ ଆଜି ତାହାର ଅନ୍ତ ହୋଇଛି । ଅଖିଳ ଭାରତୀୟ ଫୁଟବଲ୍ ଫେଡେରେସନ (AIFF) ର କାର୍ଯ୍ୟନିର୍ବାହୀ କମିଟି ଖାଲିଦ ଜାମିଲଙ୍କୁ ଏହି ପଦବୀ…

PM Kisan Yojana: ଆଜି ମିଳିବ ୨୦ତମ କିସ୍ତି, ଚାଷୀଙ୍କ ଆକାଉଣ୍ଟକୁ ଆସିବ 2000 ଟଙ୍କା

ନୂଆଦିଲ୍ଲୀ : ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର । ଆଜି ଆସିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan)ର ୨୦ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାରାଣସୀରେ ଏହି…

ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ…

ଗାଭାସ୍କରଙ୍କ ୪୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ୍, ଏବେ ଟାର୍ଗେଟରେ ୧୯୭୧ର ରେକର୍ଡ

ନୂଆଦିଲ୍ଲୀ: ଓଭାଲରେ ଇତିହାସ ରଚିଲେ ଶୁଭମନ ଗିଲ୍ । ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ହୁଏତ ଅଧିକ ରନ କରି ପାରିନାହାଁନ୍ତି । କିନ୍ତୁ ଆଉଟ୍ ହେବା ପୂର୍ବରୁ ସେ ସୁନୀଲ ଗାଭାସ୍କରଙ୍କ ୪୭…

BREAKING: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌, ୧୩ ଯବାନ ଆହାତ

ଅନୁଗୁଳ: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍‌ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌।…

(video) ଚାଲିଥିଲା ଚୋରା ପୀରତି, ଦେଖିଦେଲେ ହିଟ୍‌ଲର… ରାସ୍ତାରେ ଉଡିଲା ଚାପୁଡ଼ା, ଗୋଇଠା

ଉତ୍ତରପ୍ରଦେଶ: ସ୍ୱାମୀ, ସ୍ତ୍ରୀ ଆଉ ପ୍ରେମିକା। ରେଷ୍ଟୁରାଣ୍ଟରେ ଚାଲିଥିଲା ଚୋରାପୀରତି। ଦେଖିଦେଲେ ସ୍ତ୍ରୀ। ତାପରେ ଚାଲିଲା ହାଇଡ୍ରାମା। ଚାପୁଡା, ଚୁଟି ଟଣାରେ ରଣକ୍ଷେତ୍ର ପାଲଟିଲା ରେଷ୍ଟୁରାଣ୍ଟ ବାହାର। ରାସ୍ତାରେ…

ଏହା ଆଗରେ ସାପ ବିଷ ବି ଫେଲ୍; ମିନିଟରେ ସାପ ବିଷ କାଟି ଦେବ ଏହି ଗଛ, ଜାଣନ୍ତୁ ଉପାୟ…

ଓଡ଼ିଶା ଭାସ୍କର: ବର୍ଷା ଋତୁ ଯେତିକି ଶାନ୍ତିଦାୟକ ସେତିକି ବିପଜ୍ଜନକ ମଧ୍ୟ । ଏହି ଋତୁରେ ଆର୍ଦ୍ରତା ଏବଂ ବର୍ଷା ଯୋଗୁଁ ସାପମାନଙ୍କର ବଂଶ ବୃଦ୍ଧି ପାଏ । ଅନେକ ସମୟରେ ଏହି ବିଷାକ୍ତ ପ୍ରାଣୀମାନେ ଶୁଖିଲା ଏବଂ…