Browsing Category

Top Stories

A B C D ଶିଖିବାକୁ ଦେବାକୁ ପଡ଼ିବ ଅଢ଼େଇ ଲକ୍ଷ, ହୋସ୍ ଉଡ଼ାଇଲା ନର୍ସରୀ ଫିସ୍‌…ଫଟୋ ଭାଇରାଲ

ହାଇଦ୍ରାବାଦ: ଆଜିର ଦୁନିଆରେ ପାଠ ପଢ଼ା ବହୁତ ମହଙ୍ଗା ହୋଇଛି। ପିଲାଙ୍କୁ ଶିକ୍ଷାଦେବାକୁ ହେଉଥିବା ମୋଟା ଅଙ୍କର ଖର୍ଚ୍ଚକୁ ନେଇ ଚିନ୍ତା ପଡ଼ିଯାଇଛନ୍ତି ଅଭିଭାବକ। ପିଲା ଜନ୍ମ ହେବା ପୂର୍ବରୁ ହିଁ ତାଙ୍କ ସ୍କୁଲ…

25 ବର୍ଷୀୟା ନର୍ସଙ୍କୁ ହେଲା ଜେଜବାପା ବୟସର ବୃଦ୍ଧଙ୍କ ସହ ପ୍ରେମ, ଦେଖିଲେନି ବୟସ କହିଲେ ବାହା ହେବି ଯଦି ତାଙ୍କୁ…

ନୂଆଦିଲ୍ଲୀ: ଲଭ ଇଜ ବ୍ଲାଇଣ୍ଡ । କୁହାଯାଏ ପ୍ରେମ ବୟସ ଦେଖାନା । ଆମେରିକାର ସାନ ଡିଏଗୋର 25 ବର୍ଷୀୟା ଡାଏନା ମୋଣ୍ଟାନୋଙ୍କ ଦ୍ୱାରା ଲିଖିତ ପ୍ରେମର ନୂତନ ପରିଭାଷା ଜାଣି ତୁମେ ଆଶ୍ଚର୍ଯ୍ୟ ହୋଇଯିବ । ଡାଏନା 76…

ଅଭଦ୍ରାମୀର ସୀମା ପାର, ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ !

ମୋହନା: ଆର. ଉଦୟଗିରି RWSS ବିଭାଗୀୟ ଯନ୍ତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ । ପାଣି ବଦଳରେ ପିଅନ ପରିସ୍ରା ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ । ଆର. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ…

ଦୁଷ୍କର୍ମ କରି ଚାଲିଗଲା ଦୁର୍ବୃତ୍ତ… ହସ୍ପିଟାଲରେ ଛୁଆକୁ ଜନ୍ମ ଦେଲା ନାବାଳିକା, ପୋଲିସ କେସ୍ ପରେ ଖୋଲିଲା ଗୁମର

ନୂଆଦିଲ୍ଲୀ: ଝିଅମାନଙ୍କୁ ବଞ୍ଚାଇବା ଏବଂ ଶିକ୍ଷିତ କରିବା କଥା କୁହାଯାଉଛି କିନ୍ତୁ ସରକାର ଝିଅମାନେ କିପରି ସୁରକ୍ଷିତ ରହିବେ ତାହା କହିବାରେ ବିଫଳ ପ୍ରମାଣିତ ହେଉଛି । ଝାଡ଼ଖଣ୍ଡରୁ ଏପରି ଏକ ଅଜବ ଏବଂ ଲଜ୍ଜାଜନକ ଘଟଣା…

ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କଲେଜରେ ICC କମିଟି ଗଠନ ନହେଲେ ଦରମା ବନ୍ଦ

ଭୁବନେଶ୍ବର: ICC କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ହେବ ବନ୍ଦ । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ରାଜ୍ୟର ସବୁ କଲେଜରେ ICC  କମିଟି କରିବାକୁ ଟାର୍ଗେଟ…

ପ୍ରଥମ ଥର ପାଇଁ ମିଳିଲା ନୂଆ ବ୍ଲଡ ଗ୍ରୁପ୍ CRIB, ରକ୍ତ ନଚଢାଇ କରାଗଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ: ବେଳେବେଳେ ଏକ ସରଳ ଡାକ୍ତରୀ ପରୀକ୍ଷା ଏକ ଐତିହାସିକ ଆବିଷ୍କାରର ଆରମ୍ଭ ହୋଇଯାଏ । କର୍ଣ୍ଣାଟକର କୋଲାର ଜିଲ୍ଲାରେ ଜଣେ ମହିଳାଙ୍କ ହାର୍ଟ ସର୍ଜରୀ ପୂର୍ବରୁ କରାଯାଇଥିବା ନିୟମିତ ରକ୍ତ ପରୀକ୍ଷା କେବଳ…

ସ୍ବାମୀ ନିଖୋଜ; ଲୋନ୍ ସୁଝି ପାରିଲାନି ସ୍ତ୍ରୀ, ଘରୁ ବାହାର କରିଦେଲା ଫାଇନାନ୍ସ କମ୍ପାନୀ, ଆଉ ଏବେ…

ରାଜସ୍ଥାନ: ଝୁନଝୁନୁ ଜିଲ୍ଲାର ପିଲାନି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ପୁରା ଅଞ୍ଚଳବାସୀଙ୍କୁ ଦୋହଲାଇ ଦେଇଛି । ଏଠାରେ ଏକ ଫାଇନାନ୍ସ କମ୍ପାନୀ ଲୋନ ସୁଝି ନ ପାରିବାରୁ ଜଣେ ଗରିବ ମହିଳାଙ୍କୁ…

ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିବ 5 ହଜାର

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଥର ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ଜୟପୁରରୁ ସୁଭଦ୍ରା- ଆସନ୍ତା 9 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ…

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍, ୫ ଶହ ପଏଣ୍ଟ ଖସିଲା ସେନସେକ୍ସ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟିକସ ଘୋଷଣା ପରେ ବଜାରରେ ସୃଷ୍ଟି ହୋଇଛି ଆତଙ୍କ । ଭାରତ ଉପରେ ଆମେରିକାର 25 ପ୍ରତିଶତ ଶୁଳ୍କ ଲାଗୁ ପରେ ଖସିଲା ସେୟାର ବଜାର । 550 ପଏଣ୍ଟରୁ ଅଧିକ ହ୍ରାସ ପାଇ ଖୋଲିଲା ସେନସେକ୍ସ ।…

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ ଫାଇନ୍ ଦେଲେ ବସ୍ ମାଲିକ

କଟକ: ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଏକ ଘରୋଇ ବସ୍‌ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ RTO । ଗାଡିର ନଥିଲା ପରମିଟ୍ ଓ ଫିଟ୍‌ନେସ୍ ସାର୍ଟିଫିକେଟ୍ । ଶିବଶଙ୍କର ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ…