Browsing Category
Top Stories
ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଜର ଟିମ୍ ଘୋଷଣା କରିଛି । ଏଥିସହିତ ଭାରତ ଗସ୍ତ ପାଇଁ ମଧ୍ୟ ଦିନିକିଆ ଓ ଟି-୨୦ ଟିମ୍ ଘୋଷଣା…
BGT-2024; ରାହୁଲଙ୍କ ପରେ ଅଧିନାୟକ ରୋହିତ ବି ଆହତ: କେମିତି ଜିତିବ ମେଲବର୍ଣ୍ଣ ମୁକାବିଲା?
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଚତୁର୍ଥ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । କିନ୍ତୁ ଏହି ପ୍ରସ୍ତୁତ ସମୟରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଭ୍ୟାସ ସେସନରେ ଆହି ହୋଇଛନ୍ତି ଦଳର ଦୁଇ ସୁପରଷ୍ଟାର ।…
ଦେଶରେ ବଢୁଛି ସଡକ ଦୁର୍ଘଟଣା : ରାସ୍ତାରେ ଖେଳୁଥିବା ଶ୍ରମିକଙ୍କ ପୁଅକୁ ଦଳିଦେଳା କାର୍, ୧୯ ବର୍ଷୀୟ ଡ୍ରାଇଭର ଗିରଫ
ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କାର୍ ଦୁର୍ଘଟଣାରେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ୱାଦାଲା ଅଞ୍ଚଳରେ ଥିବା ଆମ୍ବେଡକର କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଘଟଣା ଘଟେଇଥିବା ୧୯…
(Video) ପିଏମ୍ ମୋଦୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’: ମିଳିଲା ୨୦ତମ ଅନ୍ତର୍ଜାତୀୟ ସମ୍ମାନ
ନୂଆଦିଲ୍ଲୀ: ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଯାଇଛନ୍ତ । ଏହି ବିଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୁଏତରେ…
ଘରେ ଏକା ଥିବାର ସୁଯୋଗରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ, ନ୍ୟାୟ ଭିକ୍ଷାରେ ପୀଡିତା କୋର୍ଟଙ୍କ ଦ୍ୱାରସ୍ଥ
ଧୌଲପୁର- ରାଜସ୍ଥାନର ଧୌଲପୁରରେ ଲଜ୍ଜାର ଘଟଣାରେ ରୋକ ଲାଗୁନି । ଦୁଇ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୋଗ ଆଧାରରେ କେଶ ଦାୟର କରିବା ସହ ଉଭୟ ମହିଳାଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ ଧରିବାକୁ…
୪୫ ସହରରେ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ଦେବେ Appointment Letter
ନୂଆଦିଲ୍ଲୀ- ଆସନ୍ତା କାଲି, ଡିସେମ୍ବର ୨୩ ତାରିଖରେ ରୋଜଗାର ମେଳା ଅନ୍ତର୍ଗତ ୭୧ ହଜାର ଚାକିରି ଆଶାୟୀ ପାଇବେ ନିଯୁକ୍ତି । ସେମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର…
କ୍ଷୀର ବରାବରରେ ପହଞ୍ଚିଲା ଗୋବର ଦର, ବିଦେଶରେ ବଢୁଛି ଚାହିଦା, ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: ଗାଈ ଗୋବରକୁ ସାଧାରଣତଃ ଭାରତରେ ଅଧିକ ଗୁରୁତ୍ୱ ଦିଆଯାଏ ନାହିଁ। ଏହା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଏହାକୁ ଏକ ଉତ୍ପାଦ ଭାବରେ କେହି ଦେଖନ୍ତି ନାହିଁ। ତେବେ ସମୟ ସହିତ ଜିନିଷ…
ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରକୁ ଫଟା ଜିନ୍ସ, ମିନି ସ୍କର୍ଟ ପିନ୍ଧି ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
ମଥୁରା- ମନ୍ଦିରକୁ ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ, ଚିରା ଫଟା ଜିନ୍ସ ପିନ୍ଧି ଆସିଲେ ମିଳିବନି ଏଣ୍ଟ୍ରୀ । ମନ୍ଦିର ପ୍ରଶାସନ ତରଫରୁ ଆସିଲା ଏହି ନିର୍ଦ୍ଦେଶ । ଜାରି ହେଲା କଟକଣା ବିଜ୍ଞପ୍ତି । ନୂଆବର୍ଷ ଆଗରୁ…
ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ, ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଖେଳିଯାଇଛି ଶୋକର ଲହରୀ। ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୦୯, ୨୦୧୪ରେ…
ଜେଲକୁ ଆସିବାର ୩ ଦିନରେ ବିଚାରାଧୀନ କଏଦୀ ବୁଜିଲେ ଆଖି, ସଂଗୀନ ଅଭିଯୋଗରେ ହୋଇଥିଲେ ଗିରଫ
ବଲାଙ୍ଗୀର- ବଲାଙ୍ଗୀର ଜେଲରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଭୀମ ଭୋଇ ହସ୍ପିଟାଲରେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତ ୧୯ ତାରିଖରେ ସେ ବଲାଙ୍ଗୀର ଜେଲକୁ ଆସିଥିଲେ । ତାଙ୍କ ବିରୋଧରେ ଥିଲା…