Browsing Category

Top Stories

ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ବଡ଼ ଆକ୍ରମଣ: ୧୬ ଯବାନ ମୃତ, ୮ ଆହତ

ଇସଲାମବାଦ: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ବଡ଼ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୬ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି…

GST Meet: EV ସହିତ ପୁରୁଣା ଏବଂ ବ୍ୟବହୃତ କାର ବିକ୍ରିରେ ବଢ଼ିଲା ଟ୍ୟାକ୍ସ, ରେଡି-ଟୁ-ଇଟ୍ ପପକର୍ଣ୍ଣ ଉପରେ ୫% GST ପାଇଁ ସୁପାରିଶ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର (୨୧ ଡିସେମ୍ବର) ଜିଏସଟି ପରିଷଦର ୫୫ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଇଭି…

ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି

ଭୁବନେଶ୍ବର : ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ ଲାଗିଲା ବଡ଼ ଝଟକା, ଅବକାରୀ ନୀତି ମାମଲାରେ କେସ୍ ଆରମ୍ଭ କରିବାକୁ EDକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନା…

ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ, ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ରାତି

ଭୁବନେଶ୍ୱର : ଆଜି ଅର୍ଥାତ ୨୦୨୪ ଡିସେମ୍ବର ୨୧ ହେଉଛି ବର୍ଷର ସବୁଠାରୁ ଛୋଟ ଦିନ। ଆଜି ଦିନ ଛୋଟ ଓ ରାତି ଲମ୍ବା ହେବ। ବର୍ଷର ଛୋଟ ଦିନରୁ ହିଁ ଶୀତଦିନ ଆରମ୍ଭ ହୁଏ । ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪…

ଆଲିଙ୍ଗନ କର ଓ ଖୁସି ରୁହ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ହେବ ଉନ୍ନତି : ଷ୍ଟଡୀ

ଆଲିଙ୍ଗନ ଏବଂ ଶାରୀରିକ ସ୍ପର୍ଶ ଆରାମ ଏବଂ ଭାବପ୍ରବଣତା ପ୍ରଦାନ କରେ । ଚାପ ଏବଂ ଉଦାସୀନତାର ଲକ୍ଷଣ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ । ଏହା ଇମୋସନାଲ ଟଚ୍ ମନକୁ ଆରାମ ଦେଇଥାଏ । ଆଲିଙ୍ଗନ କରିବା କେବଳ ସୁଖ…

୧୯୮୧ରେ କୁଏତ ଯାଇଥିଲେ ଇନ୍ଦିରା ଗାନ୍ଧୀ, ୪୩ ବର୍ଷ ପରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ କୁଏତ ଗସ୍ତରେ ଯିବେ । ୧୯୮୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ…

ବେସରକାରୀ କର୍ମଚାରୀମାନଙ୍କୁ ନୂଆ ବର୍ଷର ଉପହାର, ବଢ଼ିବ ବେସିକ୍ ଦରମା ଓ ପେନସନ୍ ଲିମିଟ୍ !

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ନୂଆ ବର୍ଷ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରେ । ସୂଚନାନୁସାରେ,…

ସାବଧାନ୍! ସ୍ମାର୍ଟ ୱାଚରେ ମିଳିଲା ବିପଜ୍ଜନକ କେମିକାଲ, ହୋଇପାରେ କ୍ୟାନ୍ସରର କାରଣ

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷ ପୂର୍ବେ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ସ୍ମାର୍ଟ ୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡର ଷ୍ଟ୍ରାପ୍ ବିଭିନ୍ନ କ୍ଷତିକାରକ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ଏକ ନୂତନ…

INDvsAUS: ଚତୁର୍ଥ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ନେଲା ବଡ଼ ପଦକ୍ଷେପ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ସତର୍କ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ରହିଛି। ଏଭଳି ସ୍ଥିତିରେ ଏହି ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ…