fbpx
BJD SKY
BJD SKY
Browsing Category

Top Stories

ଲୋକସଭା ନିର୍ବାଚନ ଦିନ ଆଜି ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ଦେଶର ୧୨ ଟି ସହରରେ ୧୦ ଗ୍ରାମ ପିଛା କେତେ ଅଛି ରେଟ୍?

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଏହି ବିଶେଷ ଦିନରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ୧୦ ଗ୍ରାମ ସୁନା ମୂଲ୍ୟ ୭୩,୯୪୦ ଟଙ୍କା ଏବଂ ଚେନ୍ନାଇରେ…

Nestleର ମିଶ୍ରଣ ମାମଲାରେ FSSAIକୁ ନୋଟିସ୍, ଏବେ ବେବି ପ୍ରଡକ୍ସଗୁଡ଼ିକର ହେବ ଯାଞ୍ଚ

ନେସଲେର ବେବି ଫୁଡସ୍ ପ୍ରଡକ୍ସରେ ଅତ୍ୟଧିକ ମିଶ୍ରଣ ହେବାର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ କେନ୍ଦ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱିଜରଲ୍ୟାଣ୍ଡର ପବ୍ଲିକ୍ ଆଇ ଏବଂ ଆନ୍ତର୍ଜାତୀୟ ବେବି ଫୁଡ୍…

Meta ରିଲିଜ କଲା AI ଆସିଷ୍ଟାଣ୍ଟ Llama-3, ଏହାର ବିଶେଷତାକୁ ନେଇ ନିଜେ ଖୁଲାସା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ମେଟା କିଛି ଦିନ ତଳେ ନିଜ ଏଆଇ ଚାଟମଡେଲକୁ ଜାରି କରିଥିଲା ଏବଂ ତାକୁ ହ୍ୱାଟ୍ସଆପର ବୀଟା ଭର୍ଜନରେ ରିଲିଜ କରିବା ମଧ୍ୟ ଆରମ୍ଭ କରିଦେଇଥିଲା, ହେଲେ ଏବେ କମ୍ପନୀ ନିଜ ମେଟା ଏଆଇର ଏକ ଆସିଷ୍ଟାଣ୍ଟ ଏଆଇ…

ହାର୍ଦ୍ଦିକଙ୍କ ଉପରେ BCCIର କଡ଼ା ଆକ୍ସନ: ଏହି ଅପରାଧ ପାଇଁ ଲାଗିଲା ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ମୁମ୍ବାଇ ପଲଟନ୍ ପୁଣିଥରେ ବିଜୟ ଟ୍ରାକକୁ କମବ୍ୟାକ କରିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୯ ରନରେ ଏହି ମ୍ୟାଚ ଉପରେ କବଜା…

ଦିବ୍ୟାଙ୍କା ତ୍ରିପାଠୀଙ୍କ ଦୁର୍ଘଟଣା, ଭାଙ୍ଗିଲା ହାଡ : ସବୁ କାମ ଛାଡି ପତ୍ନୀଙ୍କ ନିକଟରେ ପହଞ୍ଚିଲେ ବିବେକ

ମନୋରଞ୍ଜନ ଜଗତରୁ ସବୁବେଳେ ପ୍ରାୟ ଖରାପ ଏବଂ ଭଲ ଖବର ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଖରାପ ଖବର ଆସିଛି । ରିପୋର୍ଟ ଅନୁସାରେ, ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା…

ବଡ଼ ଖବର; ଶଙ୍ଖ ଛାଡ଼ିବେ, ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ! ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋରଦାର

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଜଣେ ଅତି ପରିଚିତ ଚେହେରା ହେଉଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ଆଗ ଧାଡ଼ିର ନେତା ପ୍ରସନ୍ନଙ୍କ ନେଇ ଏବେ ବଢିଛି ଚର୍ଚ୍ଚା । ଆଜି ଏହି ବିଜେଡି ନେତା ନୂଆଦିଲ୍ଲୀ ଗସ୍ତ କରିଥିବା…

ଲୋକସଭା ନିର୍ବାଚନର ରଙ୍ଗରେ ରଙ୍ଗୀନ୍ ହେଲା Google: ପ୍ରଥମ ପର୍ଯ୍ୟାୟ ମତଦାନରେ କଲା ସାନଦାର୍ Doodle

ନୂଆଦିଲ୍ଲୀ: ଭାରତରେ ୧୮ ତମ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୯ ଏପ୍ରିଲ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି । ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ । ଏଭଳି ପରିସ୍ଥିତିରେ ଗୁଗୁଲ ମଧ୍ୟ ଗଣତନ୍ତ୍ରର…

(Video) ମେରା ରାମ୍, ମେରା ପ୍ରାଣ… ସଂଗୀତର ମୁର୍ଚ୍ଛନାରେ ମୋଦୀଙ୍କ ବାଣୀ: ‘ରାମ ମନ୍ଦିର’ ଭାଷଣକୁ ଗୀତରେ ଗାଇଲେ ତ୍ରିଚୁର ବ୍ରଦର୍ସ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ପବିତ୍ର ରାମ ନବମୀ ମହୋତ୍ସବ । ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଅନୁଷ୍ଠିତ ହୋଇଛି । ତେବେ ଏହାପୂର୍ବରୁ ଜାନୁୟାରୀ ୨୨ ତାରିଖରେ ଏହି ଭବ୍ୟ…

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରିବା ନେଇ ଦାବି

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିବା ଖବର ସାମ୍ନାକୁ ଆସିଛି । କିଛି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲର କ୍ଷେପଣାସ୍ତ୍ର ଇରାନର ଆଣବିକ କାରଖାନାକୁ ଟାର୍ଗେଟ କରିଛି । ଏହି ଆକ୍ରମଣ ଖବର…

ମୃତ୍ୟୁର ୦୭ ମିନିଟ୍ ପୂର୍ବରୁ ମସ୍ତିଷ୍କ ଅଧିକ ସକ୍ରିୟ ହୋଇଯାଏ, ଜାଣନ୍ତୁ ତା’ପରେ କ’ଣ ହୁଏ?

ମୃତ୍ୟୁର ଶେଷ ୭ ମିନିଟରେ ହଠାତ୍ ମସ୍ତିଷ୍କ ସକ୍ରିୟ ହୋଇଯାଏ । ଏହିପରି କାର୍ଯ୍ୟକଳାପ ଉପରେ ବିଜ୍ଞାନ ପର୍ଯ୍ୟାପ୍ତ ଗବେଷଣା କରିଛି । ଏହା ମରିଥିବା ଲୋକଙ୍କ ମସ୍ତିଷ୍କର ଇଲେକ୍ଟ୍ରୋକେମିଷ୍ଟ୍ରି ବିଷୟରେ ପ୍ରକାଶ କରିଛି…