fbpx

ଲୋକସଭା ନିର୍ବାଚନ ଦିନ ଆଜି ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ଦେଶର ୧୨ ଟି ସହରରେ ୧୦ ଗ୍ରାମ ପିଛା କେତେ ଅଛି ରେଟ୍?

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଏହି ବିଶେଷ ଦିନରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ୧୦ ଗ୍ରାମ ସୁନା ମୂଲ୍ୟ ୭୩,୯୪୦ ଟଙ୍କା ଏବଂ ଚେନ୍ନାଇରେ ସୁନା ହାର ୭୪,୫୫୦ ଟଙ୍କାରୁ ଅଧିକରେ କାରବାର କରୁଛି ।

୨୪ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୦୦ ରୁ ୪୦୦ ଟଙ୍କା ହ୍ରାସ ପାଇଛି । ରୂପା ହାର ହେଉଛି କିଲୋଗ୍ରାମ ପିଛା ୮୬,୪୦୦ ଟଙ୍କା ।

ଆଜି ଭାରତରେ ସୁନା ଏବଂ ରୂପା ହାର :-

ଦିଲ୍ଲୀରେ ସୁନା ମୂଲ୍ୟ :-

୧୯ ଏପ୍ରିଲ୍ ୨୦୨୪ ସୁଦ୍ଧା ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୬୭,୭୯୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୭୩,୯୪୦ ଟଙ୍କା ।

ମୁମ୍ବାଇରେ ସୁନା ମୂଲ୍ୟ :-

ମୁମ୍ବାଇରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୯୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୯୦ ଟଙ୍କା ହୋଇଛି । ।

ଅହମ୍ମଦାବାଦରେ ସୁନା ମୂଲ୍ୟ :-

ଅହମ୍ମଦାବାଦରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୮,୦୨୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୪,୧୭୦ ଟଙ୍କା ହୋଇଛି ।

ଚେନ୍ନାଇରେ ସୁନା ମୂଲ୍ୟ :-

ଚେନ୍ନାଇରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୮,୩୪୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୪,୫୫୦ ଟଙ୍କା ହୋଇଛି । ।

କୋଲକାତାରେ ସୁନା ମୂଲ୍ୟ :-

କୋଲକାତାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୪୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୯୦ ଟଙ୍କା ହୋଇଛି । ।

ଗୁରୁଗ୍ରାମରେ ସୁନା ମୂଲ୍ୟ :-

ଗୁରୁଗ୍ରାମରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୭୯୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୯୪୦ ଟଙ୍କା ହୋଇଛି । ।

ଲଖନଉରେ ସୁନା ମୂଲ୍ୟ :-

ଲଖନଉରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୭୯୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୯୪୦ ଟଙ୍କା ହୋଇଛି । ।

ବେଙ୍ଗାଲୁରୁରେ ସୁନା ମୂଲ୍ୟ :-

ବଙ୍ଗାଲୁରୁରେ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୪୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୯୦ ଟଙ୍କା ହୋଇଛି । ।

ଜୟପୁରରେ ସୁନା ମୂଲ୍ୟ :-

ଜୟପୁରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୭୯୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୪୦ ଟଙ୍କା ହୋଇଛି । ।

ପାଟନାରେ ସୁନା ମୂଲ୍ୟ :-

ପାଟନାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୯୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୮୪୦ ଟଙ୍କା ହୋଇଛି । ।

ଭୁବନେଶ୍ୱରରେ ସୁନା ମୂଲ୍ୟ :-

ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୪୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୯୦ ଟଙ୍କା ହୋଇଛି । ।

ହାଇଦ୍ରାବାଦରେ ସୁନା ମୂଲ୍ୟ :-

ହାଇଦ୍ରାବାଦରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୬୪୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩,୭୯୦ ଟଙ୍କା ହୋଇଛି । ।

Get real time updates directly on you device, subscribe now.