Browsing Category

Top Stories

ଶାହାଙ୍କ ବୟାନକୁ ନେଇ ବିବାଦ ଭିତରେ ‘Power of Education’: ଆମ୍ବେଦକରଙ୍କ ଶିକ୍ଷାଗତ ତାଲିକ ଭବିଷ୍ୟତ ପାଇଁ ଆଲୋକ ବର୍ତ୍ତିକା

ନୂଆଦିଲ୍ଲୀ- ସମ୍ବିଧାନର ୭୫ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବିବାଦୀୟ ଭାଷଣ ଦେଇଥିଲେ ଯାହା ଏହା କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କୁ ଖାପ ଖାଇଲା ନାହିଁ । ତାଙ୍କର ବିବାଦୀୟ ମନ୍ତବ୍ୟକୁ…

(Video) ରେଳ ଷ୍ଟେସନରେ ହଙ୍ଗାମା, ରାଗିଯାଇ ପଥରରେ ଟ୍ରେନର କାଚ ଭାଙ୍ଗିଦେଲେ… କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାନକପୁର ରେଳ ଷ୍ଟେସନରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଭିନ୍ନ ଭିନ୍ନ…

ଡ. ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ରେ ସମ୍ମାନିତ ହେଲେ ଦେବେନ୍ଦ୍ର ସୁତାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।…

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ: ୮୯ ବର୍ଷ ବୟସରେ ପରଲୋକ

ହରିୟାଣା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ୧୧.୩୦ ରେ ଆଇଏନଏଲଡି…

ସରିଲା ଲୋକସଭା ଶୀତକାଳୀନ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଭା ମୁଲତବୀ କଲେ ବାଚସ୍ପତି

ନୂଆଦିଲ୍ଲୀ: ସରିଲା ଲୋକସଭା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି । ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ। ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ…

ପୁଣି ଷ୍ଟିଲ ସିଟିରେ ଲଜ୍ଜା, ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଉରକେଲାରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା । 3 ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ…

ଏହି ଓପନରଙ୍କ କ୍ୟାରିୟର ଛଡ଼ାଇ ନେଲେ ବୁମରା! ବକ୍ସିଂ ଡେ ଟେଷ୍ଟରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ୩ଟି ମ୍ୟାଚ୍ ଖେଳିବା ପରେ ସିରିଜ୍ ୧-୧ରେ ସମାନ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ମେଲବର୍ଣ୍ଣ…

ମନରେଗାରେ ଖରାପ ପ୍ରଦର୍ଶନ,12 ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର: ଭାରି ପଡିଲା ମନରୋଗାରେ ଖରାପ ପ୍ରଦର୍ଶନ । 12 ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ । 12 ଆକାଉଣ୍ଟାଣ୍ଟ କମ୍ ଡିଇଓଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଟକରୁ ସାମ୍ନାକୁ ଆସିଛି…

YouTubeରେ ବିଭ୍ରାନ୍ତକାରୀ ଥମ୍ବନେଲ୍, ଟାଇଟଲ ଦେଉଥିଲେ ସାବଧାନ୍! ନଚେତ୍ ଫସିଯିବେ

ନୂଆଦିଲ୍ଲୀ: ଏଣିକି ୟୁଟ୍ୟୁବର ବିଭ୍ରାନ୍ତକାରୀ କ୍ରିଏଟର୍ସଙ୍କୁ ରକ୍ଷା ନାହିଁ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ । ଯେଉଁମାନେ ଭିଡିଓରେ ବିଭ୍ରାନ୍ତକାରୀ ଟାଇଟେଲ ଏବଂ ଥମ୍ବନେଲ…

ଯଦି ଆପଣ ସୁଧରେ ଟଙ୍କା ବାଣ୍ଟନ୍ତି, ତେବେ ଆପଣଙ୍କୁ ହେବ ୧୦ ବର୍ଷର ଜେଲଦଣ୍ଡ,୧ କୋଟିର ଜୋରିମାନା: କେବଳ ସମ୍ପର୍କୀୟଙ୍କଠାରୁ ନେଇପାରିବେ ଲୋନ୍

ନୂଆଦିଲ୍ଲୀ : ଯଦି ଆପଣ ସୁଧରେ ଟଙ୍କା ବାଣ୍ଟୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ଏଭଳି ଅନିୟମିତ ଋଣ ବ୍ୟବସ୍ଥାକୁ ରୋକିବା ପାଇଁ ସରକାର କଠୋର ଆଇନ ଆଣୁଛନ୍ତି । ଏହାର ଡ୍ରାଫ୍ଟ ମଧ୍ୟ ଉପସ୍ଥାପିତ ହୋଇଛି ଏବଂ ଖୁବ୍…