Browsing Category

Top Stories

ହିନ୍ଦୁ ପୁରୁଷଙ୍କୁ ଵିଵସ୍ତ୍ର କରି “ଇସଲାମ ଜିନ୍ଦାବାଦ” କହିବାକୁ କରାଯାଉଛି ବାଧ୍ୟ, ନହେଲେ ପିଆଯାଉଛି ପରିସ୍ରା

ଉତ୍ତରପ୍ରଦେଶ: ହିନ୍ଦୁ ପୁରୁଷଙ୍କୁ ଅପହରଣ ପରେ ଵିଵସ୍ତ୍ର କରି ଆକ୍ରମଣ, ତା ସହିତ "ଇସଲାମ ଜିନ୍ଦାବାଦ" କହିବାକୁ କରାଯାଉଛି ବାଧ୍ୟ। ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଦୁଇଜଣ ହିନ୍ଦୁ ପୁରୁଷଙ୍କ ସହିତ ଘଟିଛି ଏହି…

Shubman Gill: ଶୁଭମନ ଗିଲଙ୍କ ଦମଦାର ସେଞ୍ଚୁରୀ, ଡନ୍ ବ୍ରାଡମ୍ୟାନଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହେଲେ

ନୂଆଦିଲ୍ଲୀ: ଶୁଭମନ ଗିଲ ଇଂଲଣ୍ଡ ଗସ୍ତରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଟେଷ୍ଟ ସିରିଜରେ ରନ ବର୍ଷା କରିଚାଲିଛନ୍ତି । ଇଂଲଣ୍ଡ ବୋଲରମାନେ ତାଙ୍କ ଆଗରେ ସମ୍ପୂର୍ଣ୍ଣ ପ୍ରଭାବହୀନ ପ୍ରମାଣିତ ହୋଇଛନ୍ତି । ଏହାରି…

“ଓଁ ନମଃ ଶିବାୟ ଶୁଣିଲେ, ମୋ ଲୋମ ଟାଙ୍କୁରି ଉଠେ”, ଜାଣନ୍ତୁ କାହିଁକି ଏମିତି କହିଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୨୭ ଜୁଲାଇ, ୨୦୨୫) ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରରେ ମହାନ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ୧୦୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗ…

ମେଟ୍ରୋ ବାତିଲ ପଛରେ ରହିଛି ସରକାରଙ୍କ ଏହି ଉଦ୍ଦେଶ୍ୟ, ଟାର୍ଗେଟ୍‌ କରି ଏମିତି କହିଲେ ପ୍ରତାପ ଦେବ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ବିଜେଡି ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ…

କଙ୍ଗୋର ଚର୍ଚ୍ଚ ଉପରେ ISIS ସମର୍ଥିତ ଆତଙ୍କୀଙ୍କ ଆକ୍ରମଣ, 21ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି । ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଏକ ଚର୍ଚ୍ଚ ଉପରେ ଆକ୍ରମଣରେ ଅତି କମରେ 21 ଜଣଙ୍କର ମୃତ୍ୟୁ…

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା, ନିପାତ ହେଲେ ୪ ମାଓବାଦୀ

ଛତିଶଗଡ଼: ଟଳିଲେ ୪ ମାଓବାଦୀ! ଏନକାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଥିବାବେଳେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀକୁ ମିଳିଛି ଏକ ବଡ଼ ସଫଳତା। ମାଓବାଦୀମାନଙ୍କ ସହିତ ଚାଲିଥିବା ଏନ୍‌କାଉଣ୍ଟରରେ…

ବନ୍ୟା ପାଇଁ ଏହି 6 ଜିଲ୍ଲାର ସ୍ଥିତି ଅସମ୍ଭାଳ, ହଜାର-ହଜାର ଲୋକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ୬ ଜିଲ୍ଲାରେ ବନ୍ୟା ସ୍ଥିତି। ବନ୍ୟାରେ ୧୧ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବାବେଳେ ଏହା ସଂକେତ ଉପରେ ରହିଛି।…

5 ଲକ୍ଷ ଯୌତୁକ ଦାବି କରୁଥିଲେ ଶାଶୁଘର ଲୋକେ, ନମିଳିବାରୁ ବୋହୂକୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣା ଜିଲ୍ଲାର ରତନପୁରୀ ଥାନା…

ବାହାହେବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ସହିତ ଦୁଇ-ଦୁଇଥର ଗର୍ଭପାତ!

ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର! ନୂଆଦିଲ୍ଲୀରେ ଜଣେ ମହିଳାଙ୍କ ସହ ଯୌନ ଶୋଷଣର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ମାଲବ୍ୟ ନଗର ଅଞ୍ଚଳର ଜଣେ ୨୯ ବର୍ଷୀୟା ମହିଳା…

ଷ୍ଟଡିରେ ଖୁଲାସା, 9 ଘଣ୍ଟାରୁ ଅଧିକ ଶୋଉଥିଲେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ଅଧିକ

ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଲୋକ ଭାବନ୍ତି ଦିନକୁ 9 ଘଣ୍ଟା ଶୋଇବା ଉଚିତ । ହେଲେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ସମସ୍ତଙ୍କୁ…