Browsing Category

Top Stories

ଜିଓ ଆଣିଲା ଭାରତର ପ୍ରଥମ ଆଣ୍ଡ୍ରଏଡ୍ ଟ୍ୟାଗ୍: ହଜାଇବାକୁ ଦେବନାହିଁ ତୁମର ମୂଲ୍ୟବାନ ଜିନିଷ, ଜାଣନ୍ତୁ ଦାମ୍ କେତେ

ନୂଆଦିଲ୍ଲୀ: ଜିନିଷ ରଖିବାକୁ ଭୁଲିଯାଉଛନ୍ତି ବା କୌଣସି ଜିନିଷ ହଗିଯିବାର ଡର ରହୁଛି, ତେବେ ଜିଓର ନୂଆ ଡିଭାଇସ୍ ଆପଣଙ୍କ ପାଇଁ ଆସିଛି ।ବାସ୍ତବରେ ରିଲାଏନ୍ସ ଜିଓ ଏହାର ଜିଓଟ୍ୟାଗ୍ ଗୋ ଉପକରଣ ଭାରତରେ ଲଞ୍ଚ କରିଛି ।…

୩ ଛୁଆକୁ ପର କରି ପ୍ରେମିକ ହାତରେ ନିଜ ସ୍ତ୍ରୀକୁ ବାନ୍ଧିଲା ସ୍ୱାମୀ, ପ୍ରେମିକ ଭରିଲା ମଥାରେ ସିନ୍ଦୁର… ସ୍ୱାମୀ ଆଖିରୁ ବୋହିଲା ଲୁହ

ଓଡ଼ିଶା ଭାସ୍କର: ସ୍ୱାମୀ, ସ୍ତ୍ରୀ ସମ୍ପର୍କ ଅତୁଟ । ସାତ ଜନ୍ମ ପାଇଁ ଏ ସମ୍ପର୍କ । କିନ୍ତୁ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ପରିଭାଷା ବଦଳିଯାଇଛି । କାରଣ ଅନେକ ସମୟରେ ଭିନ୍ନ ଭିନ୍ନ ଖବର ସବୁ ସାମ୍ନାକୁ…

Zomato ଏବଂ Swiggyକୁ କଡ଼ା ଟକ୍କର! OLA ଆଣୁଛି ୧୦ ମିନିଟ ଫୁଡ ଡେଲିଭରୀ ଆପ୍‌

ନୂଆଦିଲ୍ଲୀ: ଓଲାର କୋ-ଫାଉଣ୍ଡର ଏବଂ ସିଇଓ ଭାବିଶ ଅଗ୍ରୱାଲଙ୍କ କମ୍ପାନୀ ଓଲା କ୍ୟାବ୍ସ ଓପନ ନେଟୱର୍କ ଫର ଡିଜିଟାଲ କମର୍ସ ପ୍ଲାଟଫର୍ମର ସହାୟତାରେ ଭାରତରେ ବଢୁଥିବା କ୍ୱିକ ଫୁଡ ଡେଲିଭରୀ ମାର୍କେଟରେ ଏଣ୍ଟ୍ରୀ…

ବିମାନରେ ଖୁବଶୀଘ୍ର WiFi ସେବା…. ସୁପରଫାଷ୍ଟ ଇଣ୍ଟରନେଟର ଲାଭ ଉଠାଇବେ ଯାତ୍ରୀ

ନୂଆଦିଲ୍ଲୀ: ଏଲନ ମସ୍କ ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ, ଷ୍ଟାରଲିଙ୍କ ଦ୍ୱାରା ବିମାନରେ ଯାତ୍ରୀମାନେ ଇଣ୍ଟନେଟ୍ ସୁବିଧା ଉଠେଇ ପାରିବେ । ମସ୍କ ଶେୟାର କରିଥିବା ଭିଡିଓରେ ଜଣେ ଯାତ୍ରୀ…

(Video) ଟ୍ରମ୍ପଙ୍କ HERO ଅବତାର… ଲୋକଙ୍କୁ ପସନ୍ଦ ଆସୁଛି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନୂଆ LOOK

ୱାଶିଂଟନ୍: ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଲୁକକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଟ୍ରମ୍ପଙ୍କ ହେୟାରଷ୍ଟାଇଲ୍ ପୁରା ବଦଳିଯାଇଛି । ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା…

ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର : ଏଣିକି ଡିପୋକୁ ରାସନ କାର୍ଡ ନେଇ ଯିବାର ନାହିଁ ଆବଶ୍ୟକତା, ଜାଣନ୍ତୁ କିପରି ମିଳିବ ଚାଉଳ

ନୂଆଦିଲ୍ଲୀ: ଭାରତରେ ଏପରି ଲୋକ ଆଜି ବି ଅଛନ୍ତି, ଯେଉଁମାନେ ନିଜ ପାଇଁ ୨ ବେଳା ଖାଇବା ଯୋଗାଡ କରିବାକୁ ଅସମର୍ଥ । ଏହିପରି ଲୋକଙ୍କ ପାଇଁ ଭାରତ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କମ୍ ମୂଲ୍ୟରେ ରାସନ…

ଭାରତକୁ ଛାଡ଼ିବନି ଆମେରିକା… ମୋଦିଙ୍କୁ ଉଚ୍ଚ ଟିକସର ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟିକସ କଷିଲେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ ପଣ୍ୟ ସାମଗ୍ରୀ ଗୁଡ଼ିକ ଉପରେ ଆମେ ମଧ୍ୟ ଅନୁରୂପ ଟିକସ ବସାଇବୁ ବୋଲି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି…

୧୮ ଓଟିଟି ପ୍ଲାଟଫର୍ମକୁ କେନ୍ଦ୍ର କଲା ବ୍ଲକ୍ , ଜାଣନ୍ତୁ କାହିଁକି ଏହି କଠୋର ନିଷ୍ପତ୍ତି ନେଲେ ସରକାର?

ନୂଆଦିଲ୍ଲୀ: ଏହି ବର୍ଷ ଅଶ୍ଳୀଳ ତଥା ଅଭଦ୍ର ବିଷୟବସ୍ତୁ ଯୋଗୁଁ କେନ୍ଦ୍ର ସରକାର ୧୮ ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରିଛନ୍ତି । ବୁଧବାର (ଡିସେମ୍ବର ୧୮) ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗନ୍ ଏହି…

ନୂଆ ବର୍ଷରେ ଚାଷୀମାନଙ୍କୁ ମିଳିବ ବଡ଼ ଖୁସିଖବର: ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ୍

ନୂଆଦିଲ୍ଲୀ: ନୂଆ ବର୍ଷ ଚାଷୀଙ୍କ ପାଇଁ ଖୁସି ଖବର ଆଣିଆଣିଛି । ନୂଆ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚାଷୀଙ୍କୁ ଏକ ବଡ ଉପହାର ଦେଇଛି । ଆରବିଆଇ ଚାଷୀଙ୍କୁ ବିନା କୌଣସି ବନ୍ଧକରେ ଲୋନ୍ ସୀମାକୁ ୨ ଲକ୍ଷ ଟଙ୍କାକୁ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ଲୋକଙ୍କ ମୃତ୍ୟୁ, ୫ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶାହଜହାଂପୁରର ମଦନାପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶାହଜହାଂପୁରରୁ ଦିଲ୍ଲୀ ଯାଉଥିବା କାର୍ ଏବଂ ଟ୍ରକର ଧକ୍କା ହୋଇଥିଲା । ଯେଉଁଥିରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ…