fbpx
Browsing Category

Top Stories

ବିଦେଶରେ କମାଲ ଦେଖାଇଲେ ପିଙ୍କ ଇ ରିକ୍ସା ଚାଳକ ଆରତୀ, ୟୁକେର ରୟାଲ ପୁରସ୍କାର ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଙ୍କ ଇ ରିକ୍ସା ଚାଳକ ଲଣ୍ଡନରେ ଦେଶର ନାମ ଉଜ୍ୱଳ କରିଛନ୍ତି । ୟୁପିର ବହରାଇଚ ଜିଲ୍ଲାରେ ରହୁଥିବା ପିଙ୍କ ଇ ରିକ୍ସା ଚାଳକ ଆରତୀଙ୍କୁ ୟୁନାଇଟେଡ କିଙ୍ଗଡମ ଅଫ ଗ୍ରେଟ ବ୍ରିଟେନରେ…

୩ୟ ସନ୍ତାନ ଜନ୍ମ ହେବାରୁ ଅଯୋଗ୍ୟ ଘୋଷିତ: ବିଜେପିର ଦୁଇଜଣ କାଉନସିଲର ସଦସ୍ୟତା ହରାଇଲେ

ନୂଆଦିଲ୍ଲୀ: ତୃତୀୟ ସନ୍ତାନ ଜନ୍ମ ହେବା କାରଣରୁ ବିଜେପିର ଦୁଇଜଣ କାଉନସିଲର ସେମାନଙ୍କର ସଦସ୍ୟତା ହରାଇଛନ୍ତି । ଗୁଜରାଟ ନଗର ପାଳିକା ଆକ୍ଟ ୧୯୬୩ର ଉଲ୍ଲଂଘନ କରିବା କାରଣରୁ ଏହି ଦୁଇ କାଉନସିଲରଙ୍କୁ ଅଯୋଗ୍ୟ ଘୋଷିତ…

ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ଭୁବନେଶ୍ୱର: ଡ଼. ଅରବିନ୍ଦ ପାଢୀଙ୍କୁ ଦିଆଗଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ । ବର୍ତ୍ତମାନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୨୧ ଦିନ ଛୁଟୀରେ ଅଛନ୍ତି…

କାଲି ଓଡ଼ିିଶା ଆସିବେ ସ୍ମୃତି ଇରାନୀ, ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ

ଭୁବନେଶ୍ୱର: କାଲି ଓଡ଼ିିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟରେ ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ସ୍ମୃତି । ପାରାଦ୍ୱୀପର କୁଜଙ୍ଗ ଠାରେ କାଲି ତାଙ୍କର ପ୍ରଥମ ସଭା ରହିଛି ।…

ଅଭିନେତ୍ରୀ ଲୈଲା ଖାନଙ୍କ ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ

ନୂଆଦିଲ୍ଲୀ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ ପାଇଛି । ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପୂରା ପରିବାରଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁ…

ଆଲ୍ଲାଙ୍କ ଠାରେ ମୃତ୍ୟୁ ଭିକ୍ଷା କଲେ ବିଗ୍ ବସ୍ ୧୬ ବିଜୟୀ, ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ଚିନ୍ତାରେ

ଓଡ଼ିଶା ଭାସ୍କର: ବିଗ୍ ବସ୍ ୧୬ ବିଜୟୀ ଏମ୍‌ସି ଷ୍ଟାନ୍ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏପରି କିଛି ଲେଖି ଦେଇଛନ୍ତି ଯାହାକୁ ନେଇ ଫ୍ୟାନ୍ସଙ୍କ ହୋସ୍ ଉଡିଯାଇଛି । କିଛି…

ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲା: ଗିରଫ ହେଲେ ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଉକ୍ତ ମାମଲାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।…

TMC ବିରୁଦ୍ଧରେ ବିଜ୍ଞାପନକୁ ନେଇ ହାଇକୋର୍ଟଙ୍କ ରୋକ୍; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା BJP

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ବିଜ୍ଞାପନ ଉପରେ କଲିକତା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

ଶେୟାର ମାର୍କେଟ ଇତିହାସ ରଚିଲା: ପ୍ରଥମ ଥର ନିଫ୍ଟୀ ୨୩ ହଜାର ପାର୍ କଲା

ନୂଆଦିଲ୍ଲୀ: ଶେୟାର ବଜାର ଆଜି ଇତିହାସ ରଚିଛି । ଷ୍ଟକ୍ ମାର୍କେଟ ରେକର୍ଡ ହାଇ ସ୍ତରରେ ଟ୍ରେଡ କରୁଛି । ଆରମ୍ଭ ୧୫ ମିନିଟର ହ୍ରାସ ପରେ ତାହା ଏକ ନୂଆ ଇତିହାସ ରଚିବା ସହ ୭୫,୫୫୮ର ନୂଆ ଶିଖରରେ ପହଞ୍ଚି ଯାଇଥିଲା ।…

ଭୋଟିଂ ମଧ୍ୟରେ ମମତାଙ୍କ ବଢିଯାଇଛି ଟେନସନ୍‌, ତେବେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା

କୋଲକାତା: ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ମଧ୍ୟରୁ ଆଉ ମାତ୍ର ୨ ଟି ପର୍ଯ୍ୟାୟ ବାକି ଅଛି । ତେବେ ସାରା ଦେଶରେ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଥିବା ବେଳେ ପଶ୍ଚିମବଙ୍ଗରେ ସ୍ଥିତି କିନ୍ତୁ…