Browsing Category
Top Stories
ଶୋଇବା ମାତ୍ରେ ଏଭଳି ଲକ୍ଷଣ ହୋଇପାରେ କିଡନୀ କ୍ୟାନ୍ସର, ଜାଣନ୍ତୁ କାହିଁକି ବଢୁଛି ବିପଦ
ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତକୁ ଛାଣିବା ଏବଂ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ । ଯଦି ଏହି ଅଙ୍ଗରେ କର୍କଟ ରୋଗ ଆରମ୍ଭ ହୁଏ ଏବଂ ସମୟ ମଧ୍ୟରେ ଚିହ୍ନଟ ନ ହୁଏ,…
୬ ମିନିଟ୍ରେ ୨୦ ଲକ୍ଷର ସୁନା, ରୁପା ଲୁଟ୍, ଡେଲିଭରି ବୟ ବେଶରେ ବୁଲାଇଲେ କଳାକନା
ଉତ୍ତରପ୍ରଦେଶ: ଦିନ ଦ୍ୱିପହରରେ ଲୁଟ୍। ଅନଲାଇନ୍ ଡେଲିବରି ବୟ ବେଶରେ ଆସି ଲୁଟ୍। ଉତ୍ତରପ୍ରଦେଶ ଗାଜିୟାବାଦ ଜିଲ୍ଲାରେ ବୃଜ ବିହାରରେ ଏଭଳି ଲୁଟ୍ କରିଛନ୍ତି ଲୁଟେରା।
ଅନଲାଇନ୍ ଡେଲିଭରି ବୟ ବେଶରେ ଲୁଟେରା ଏକ…
ତେଜସ୍ୱୀଙ୍କୁ 4 ଥର ହତ୍ୟା କରିବାକୁ ପ୍ରୟାସ କରାଯାଇଥିଲା.. ବଡ଼ ଅଭିଯୋଗ ଆଣିଲେ ରାବ୍ରି ଦେବୀ
ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି । ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି ।
ବିହାର ବିଧାନସଭାର…
ZIM vs NZ: ଟେଷ୍ଟ ସିରିଜ ପୂର୍ବରୁ ବଡ଼ ପରିବର୍ତ୍ତନ, ଆହତ ଖେଳାଳିଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଥିବା ବେଳେ ଟି-୨୦ ଟ୍ରାଇ ସିରିଜ ଖେଳୁଛି । ଟି-୨୦ ଚ୍ରାଇ-ସିରିଜର ଫାଇନାଲ୍ ୨୬ ଜୁଲାଇରେ ହରାରେ ଖେଳାଯିବ, ଯେଉଁଥିରେ ନ୍ୟୁଜିଲାଣ୍ଡ ଦଳ…
ଥରେ କାମୁଡ଼ିଲେ ୫ ବର୍ଷ ଯାଏଁ ଭୋଗିବ କଷ୍ଟ, ଶରୀରରେ ସୃଷ୍ଟି କରିବ ବିପଦ… ଏହା କ’ଣ?
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସାରା ବିଶ୍ୱରେ ଚିକୁନଗୁନିଆକୁ ନେଇ ସତର୍କ କରାଇଛି। ୟୁରୋପ, ଆଫ୍ରିକା ଏବଂ ଏସିଆରେ ମାମଲା ବଢ଼ିବାରେ ଲାଗିଛି। ହୁ ଅନୁଯାୟୀ, ବର୍ତ୍ତମାନର ଲକ୍ଷଣଗୁଡ଼ିକ ୨୦୦୪-୨୦୦୫ ମସିହା…
ରହସ୍ୟ ଖୋଲିବ କି ରୂପା ମୁଦି ? ବଳଙ୍ଗା ନାବାଳିକା ପୋଡି ଘଟଣାରେ ସୁନା ଦୋକାନୀଙ୍କୁ ରାତି ତମାମ ଜେରା
ପୁରୀ: ବଳଙ୍ଗା ନାବାଳିକା ପୋଡି ଘଟଣାରେ ମିଳିଛି ସୁରାକ୍ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ । କ୍ରାଇମ ସ୍ପଟ୍ରୁ ମିଳିଥିବା ମୁଦି ଏବେ ଖୋଲିବ ଗୁମର ? ଖାସ୍ କରି ରୂପା ମୁଦି ଦେଇପାରେ ନୂଆ ମୋଡ଼ ।
ବଳଙ୍ଗା ବଜାରର…
ପ୍ରେମ କରିଛି ପାଗଳ, ୧୬ ବର୍ଷର ଛାତ୍ରକୁ ୪୦ ବର୍ଷର ଗୁରୁମା, ହୋଟେଲ ନେଇ ରଖୁଥିଲେ ସମ୍ପର୍କ…
ମହାରାଷ୍ଟ୍ର: ପ୍ରେମ କରିଛି ପାଗଳ। ନା ଦେଖୁଛି ବୟସ, ନା ଦେଖୁଛି ସମ୍ପର୍କ। ଏଠି ଦିଅର ଭାଉଜ ସହ ସମ୍ପର୍କ ରଖିଲାଣି ଅନ୍ୟ କେଉଁଠି ଦେଢ଼ଶୁର ଭାଇ ବୋହୂକୁ ନେଇ ଫେରାର ହେଲାଣି। ଆଉ କେଉଁଠି ଶଶୁର ବୋହୂ ପ୍ରେମରେ ପାଗଳ…
ଆଜି ପୁଣି କମିଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ ପିଛା କେତେ କମିଲା…
ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ…
24 ହଜାର କର୍ମଚାରୀଙ୍କୁ ଛଟେଇ କରିବ Intel, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ବର୍ତ୍ତମାନ ଆଇଟି ସେକ୍ଟରରେ ଛଟେଇ ଋତୁ ଜାରି ରହିଛି । ଏହାରି ଭିତରେ ଇଣ୍ଟେଲ ମଧ୍ୟ ବଡ଼ ଧରଣର ଛଟେଇ କରିବା ନେଇ ଘୋଷଣା କରିଛି । 2025 ମସିହା ଶେଷ ସୁଦ୍ଧା ପ୍ରାୟ 24 ହଜାର କର୍ମଚାରୀଙ୍କୁ ଛଟେଇ କରିବା…
ଦିଅର-ଭାଉଜଙ୍କ ରାସଲୀଳା ଦେଖିଦେଲା ସ୍ବାମୀ, ଉଭୟେ ମିଶି ତଣ୍ଟି ଚିପି ମାରିଦେଇ କହିଲେ ଖଟରୁ ପଡ଼ିଗଲେ
ନୂଆଦିଲ୍ଲୀ: ଦିଅର-ଭାଇଜଙ୍କ ରାସଲୀଳା ଦେଖିଦେଇଥିଲା ସ୍ବାମୀ । କବାଟ ଖୋଲିବା ପରେ ଦୁହିଁଙ୍କ କାରନାମା ଦେଖି ସ୍ବାମୀ ସ୍ତବ୍ଧ ହୋଇଯାଇଥିଲା । ଫଳରେ ଗୁପ୍ତ କଥା କାହାକୁ ନଜଣାଇବା ପାଇଁ ଦିଅର-ଭାଇଜ କୌଣସି ଉପାୟ ନପାଇ…