Browsing Category
Top Stories
ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…
ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ
ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି ।
ଏପଟେ…
ମେଟାର ନୂଆ ଲଗଇନ ଫିଚର: ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଆକାଉଣ୍ଟ ହେବ ଅଧିକ ସୁରକ୍ଷିତ
ଫେସବୁକର ମୂଳ କମ୍ପାନୀ ମେଟା ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଏବଂ ଅଧିକ ସୁରକ୍ଷିତ ଲଗଇନ ଫିଚର ‘ପାସକି’ (Passkey) ଆରମ୍ଭ କରିଛି। ଏହି ଫିଚର ଆଇଓଏସ (iOS) ଏବଂ ଆଣ୍ଡ୍ରଏଡ (Android) ଡିଭାଇସରେ ଉପଲବ୍ଧ…
ପହଲଗାମ ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀ ଗିରଫ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣାରେ NIAକୁ ବଡ଼ ସଫଳତା । 2 ସ୍ଥାନୀୟ ଲୋକଙ୍କୁ ଗିରଫ କଲା NIA । ବାରକୋଟର ପରଭେଜ ଅହମ୍ମଦ ଓ ପହଲଗାମର ବସିର ଅହମ୍ମଦ ଗିରଫ ।
ଲସ୍କର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2…
ଜୀବନ ପାଇଁ ବିପଦ ହୋଇପାରେ ହେୟାର କଲର, ପ୍ରତିଦିନ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ!
ଆଜିକାଲି ହେୟାର କଲର ବ୍ୟବହାର ନିଜ ରୂପକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏକ ଜନପ୍ରିୟ ଉପାୟ ହୋଇଛି। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ପ୍ରତିଦିନ ହେୟାର କଲର ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି…
ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ଆସିବ PM Kisan ର 20ତମ କିସ୍ତି
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା 20 ତାରିଖରେ କିସ୍ତି ଟଙ୍କା ପଠାଇବେ ସରକାର। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏହି ଖବର ଘୋଷଣା କରିବାକୁ ଯାଉଛନ୍ତି । ତେବେ ଜୁଲାଇର ପ୍ରଥମ ସପ୍ତାହରେ ପିଏମ୍ କିଶାନ…
ଆରମ୍ଭ ହୋଇଗଲା ଏକ ନୂଆ ଯୁଦ୍ଧର ପ୍ରସ୍ତୁତି: ଆମେରିକା ବିରୋଧରେ ୫ଟି ଦେଶ, ହେଲା ବଡ଼ ଘୋଷଣା !
ନୂଆଦିଲ୍ଲୀ : ଆମେରିକାର ଟାରିଫ ନୀତି ବିରୋଧରେ ବିଶ୍ୱର ପାଞ୍ଚଟି ଦେଶ ଏକଜୁଟ ହୋଇ ଏକ ନୂଆ ଅର୍ଥନୈତିକ ଯୁଦ୍ଧର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଦେଶଗୁଡ଼ିକ ଏକ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରି ଆଗାମୀ ଦିନରେ ବୈଶ୍ୱିକ…
ରବିବାରରେ କମିଲା ପେଟ୍ରୋଲ-ଡିଜେଲ ଦର; କେତେ ଅଛି ରେଟ୍, ଜାଣନ୍ତୁ…
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର…
ଦୁର୍ବଳ ହାଡ଼କୁ କରିବ ମଜଭୁତ, ଡାଏଟରେ ସାମିଲ କରନ୍ତୁ ଏହି ସୁପରଫୁଡ୍ସ …
ଓଡ଼ିଶା ଭାସ୍କର: ବଢ଼ୁଥିବା ବୟସ ସହିତ, ହାଡ଼ ଏବଂ ମାଂସପେଶୀ ଦୁର୍ବଳ ହେବାରେ ଲାଗେ। ଯଦି ଆପଣ ସନ୍ଧି ବା ଗଣ୍ଠି ଯନ୍ତ୍ରଣା ସମେତ ଅନ୍ୟାନ୍ୟ ହାଡ଼ ସମ୍ବନ୍ଧୀୟ ସମସ୍ୟାର ଶିକାର ହେଉଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ…
ଅହମଦାବାଦ ବିମାନ ଦୁର୍ଘଟଣାରେ ୨୪୭ ଶବର DNA ମ୍ୟାଚ, ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜୀରାୱାଲାଙ୍କ ପରଲୋକ
ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ମୃତକଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷଣ କରାଯାଇଥିଲା। ଏପର୍ଯ୍ୟନ୍ତ ୨୪୭ ଜଣଙ୍କ ଶବର ପରିଚୟ ମିଳିଛି, ଯେଉଁଥିରୁ ୨୩୨ ଶବ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର…