Browsing Category
Top Stories
IND vs ENG 1st Test Day 2: ଟିମ୍ ଇଣ୍ଡିଆ ୪୭୧ ରନରେ ହେଲା ଅଲଆଉଟ୍, ଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକ
ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ୪୭୧ ରନ କରିବା ପରେ ଟିମ୍ ଇଣ୍ଡିଆ ଅଲଆଉଟ୍ ହୋଇଛି। ଏହି ଇନିଂସରେ ଭାରତ ପକ୍ଷରୁ ୩ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି।
ଯଶସ୍ୱୀ ଜୈସ୍ୱାଲ ୧୦୧ ରନ, ଶୁଭମନ ଗିଲ ୧୪୭ ରନ ଏବଂ ରିଷଭ ପନ୍ତ…
ଇଣ୍ଡିଗୋ ବିମାନର ‘ମେଡେ’ କଲ୍ ପରେ ଜରୁରୀ ଅବତରଣ, ଫ୍ଲାଇଟରେ ଥିଲେ ୧୬୮ ଯାତ୍ରୀ: ସୂତ୍ର
ନୂଆଦିଲ୍ଲୀ: ଗୁହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନଟି ଗୁରୁବାର ଜରୁରୀ ଅବତରଣ କରିଛି। ସୂଚନା ଅନୁଯାୟୀ, ବିମାନରେ ଇନ୍ଧନର ଗୁରୁତର ଅଭାବ ଦେଖାଦେଇଥିଲା, ଯେଉଁ କାରଣରୁ ପାଇଲଟମାନେ ‘ମେଡେ’ କଲ୍ କରି…
ଲୋମ ଟାଙ୍କୁରା ଦୁଷ୍କର୍ମ ମାମଲା; ଦଳିତ ୧୫ ବର୍ଷର ଝିଅକୁ ୨ ବର୍ଷ କାଳ ଯୌନ ନିର୍ଯାତନା ଦେଇଆସୁଥିଲେ ୧୪ ରାକ୍ଷସ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ଜଣେ ନାବାଳିକା ଦଳିତ ଝିଅକୁ ଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ କହିଛି ଯେ, ପ୍ରାୟ ଦୁଇ ବର୍ଷ ଧରି ୧୪ ଜଣ ଲୋକ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏବେ…
ରେଳବାଇରେ ପାରାମେଡିକାଲ ଷ୍ଟାଫ ପାଇଁ ବମ୍ପର ନିଯୁକ୍ତି: ନର୍ସିଂ ଓ ଫାର୍ମାସି ପାଇଁ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପାରାମେଡିକାଲ ଷ୍ଟାଫ ପାଇଁ ଏକ ବଡ଼ ନିଯୁକ୍ତି ଅଭିଯାନ ଘୋଷଣା କରିଛି, ଯାହା ନର୍ସିଂ ଓ ଫାର୍ମାସି କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି…
ବିନା ଆଲର୍ଟରେ କଲ ରେକର୍ଡିଂର ସିକ୍ରେଟ ଉପାୟ: ସାମ୍ନା ଲୋକଙ୍କୁ ହେବନି ତିଳେମାତ୍ର ସନ୍ଦେହ !
ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଣ୍ଡ୍ରଏଡ୍ ଫୋନରେ କଲ ରେକର୍ଡ କରିବାକୁ ଚାହୁଁଛନ୍ତି, କିନ୍ତୁ ସାମ୍ନା ବାଲାଙ୍କୁ ଏହାର କୌଣସି ଆଭାସ ନ ଦେଇ, ତେବେ ଏକ ସହଜ ଟ୍ରିକ୍ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହି ଉପାୟରେ ଆପଣ…
ବିରାଟ-ରୋହିତଙ୍କ ଅବସରର ପ୍ରଭାବ ଫ୍ୟାନ୍ସଙ୍କ ଉପରେ ପଡ଼ିଲାନି କିଛି, ଭାରତ-ଇଂଲଣ୍ଡ ଟେଷ୍ଟରେ ହୋଇଗଲା ଗଜବ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଉଭୟ ଟିମ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଲିଡ୍ସରେ ଖେଳାଯାଇଛି। ଭାରତର ଅଭିଜ୍ଞ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା…
ଘଡ଼ଘଡ଼ି ସାଙ୍ଗକୁ ନାଦିବ ବର୍ଷା, ୩ ଘଣ୍ଟା ପାଇଁ ସତର୍କ ରୁହନ୍ତୁ ଏହି ୨ ଜିଲ୍ଲା
ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏହି ଦୁଇଟି ଜିଲ୍ଲା ହେଉଛି…
ଧୋନୀଙ୍କ ରେକର୍ଡ ଚକମାଚୁର, ଇଂଲଣ୍ଡ ଭୂଇଁରେ ଋଷଭ ପନ୍ତଙ୍କ ଧମାକାଦାର ଶତକ
ନୂଆଦିଲ୍ଲୀ: ଇଂଲଣ୍ଡର ଲିଡସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଲଗାତାର ଦ୍ୱିତୀୟ ଦିନ ମଧ୍ୟ କମାଲ ଜାରି ରଖିଛନ୍ତି। ପ୍ରଥମ ଦିନ ସଲାମୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଏବଂ କ୍ୟାପ୍ଟେନ ଶୁଭମନ ଗିଲ…
World Music Day: ସଙ୍ଗୀତକୁ ମଧ୍ୟ ମେଡ଼ିସିନ ମାନନ୍ତୁ, ଅନେକ ସମସ୍ୟାରୁଦେଇପାରେ ମୁକ୍ତି
ପ୍ରତିବର୍ଷ ୨୧ ଜୁନ୍ରେ ପାଳନ କରାଯାଏ ବିଶ୍ୱ ସଙ୍ଗୀତ ଦିବସ। ଏହି ଦିବସ ସଙ୍ଗୀତର ମହତ୍ତ୍ୱକୁ ଉଜାଗର କରିବା ସହ ଏହାର ଔଷଧୀୟ ଗୁଣକୁ ମଧ୍ୟ ସମ୍ମାନ ଦେଇଥାଏ। ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ…
ଭାରତୀୟ ରେଳବାଇ: ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତିର ସୁଯୋଗ, ଜାଣନ୍ତୁ ନିୟମ ଓ ସର୍ତ୍ତ
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଏହି ନିଷ୍ପତ୍ତି ଅନୁସାରେ, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁନର୍ବାର କାର୍ଯ୍ୟରେ ନିଯୁକ୍ତ କରାଯିବ। ରେଳବାଇରେ ନିମ୍ନସ୍ତରୀୟ…