fbpx
BJD SKY
BJD SKY
Browsing Category

Top Stories

ଧାମନଗର ଉପନିର୍ବାଚନ : ଆଗରେ ସୁରଜ ,ଦ୍ଵିତୀୟ ରାଉଣ୍ଡରେ ମଧ୍ୟ ଆଗୁଆ ବିଜେପି

ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି ।…

ପାଖେଇ ଆସୁଛି ଚନ୍ଦ୍ରଗ୍ରହଣ: ଜାଣି ରଖନ୍ତୁ କେତେବେଳେ କଣ କରିବେ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ତାରିଖ ଦିନ ଚନ୍ଦ୍ରଗ୍ରହଣ ଲାଗୁଛି । ସେହିଦିନ ଅର୍ଥାତ ମଙ୍ଗଳବାର ଦିନ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହେଲେ ଚନ୍ଦ୍ରଗ୍ରହଣ ଲାଗିବା ହେତୁ ଏଥର ପାଳନ ହୋଇପାରିବନି ଡଙ୍ଗାଭଷା…

ଧାମନଗର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ

ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି ।…

ନେଦରଲ୍ୟାଣ୍ଡସ୍‌ଠୁ ହାରି ବିଶ୍ୱକପରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା, ସେମିଫାଇନାଲରେ ଭାରତ

ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି ଶକ୍ତିଶାଳି ଦକ୍ଷିଣ ଆଫ୍ରିକା। ନେଦରଲ୍ୟାଣ୍ଡସ୍ ଗ୍ରୁପ୍‌-୧ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ବଡ଼ ବିପର୍ଯ୍ୟୟ…

୧୮ ବର୍ଷ ଛାତ୍ରୀଙ୍କ ପ୍ରେମରେ ପଡିଲେ ଶିକ୍ଷକ, ପ୍ରେମ ପାଇଁ ଚାଲି ଗଲା ଚାକିରୀ

ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଭଲ ପାଉଥିଲେ। ସେ ଛାତ୍ରୀ ଜଣଙ୍କ ପାଇଁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ଘରୁ ଅଲଗା ମଧ୍ୟ ହୋଇଗଲେ। ପ୍ରେମ ଏତେ ଆଗକୁ ବଢ଼ିଲା ଯେ ଶିକ୍ଷକ ଛାତ୍ରୀଙ୍କୁ ବିବାହ ମଧ୍ୟ କରିଥିଲେ।…

ରେଳଷ୍ଟେସନରେ ଯୁବତୀଙ୍କ କଟାମୁଣ୍ଡ ଉଦ୍ଧାର

ବଲାଙ୍ଗିର: ଦିନକୁ ଦିନ ହତ୍ୟା ଓ ଆତ୍ମହତ୍ୟା ବଢିବାରେ ଲାଗିଛି । ରାଜ୍ୟ ଏବଂ ଦେଶରେ ଥମିବାର ନାମ ନେଉନାହିଁ ଅପରାଧ । ଆତ୍ମହତ୍ୟା ସଂଖ୍ୟା ଦୃତଗତିରେ ବଢିବାରେ ଲାଗିଛି । ଲୋକେ ନିଜର ବ୍ୟକ୍ତିଗତ ଚିନ୍ତାରୁ ମୁକ୍ତି ନ…

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ସିଡନୀ ପୋଲିସ

ନୁଆଦିଲ୍ଲୀ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ। ଦୁଷ୍କର୍ମ ଅଭିଯୋଗରେ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ଜାଣିବାକୁ ମିଳିଛି ଯେ ନଭେମ୍ବର ୨ ରେ ଜଣେ…

ରାଶିଫଳ(ରବିବାର,୦୬ ନଭେମ୍ବର ୨୦୨୨)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର…

ତିନି ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି ଫୋନ ପେ’; ସହରାଂଚଳ ଠାରୁ ଏବେ ଗ୍ରାମାଂଚଳ ସବୁ ଠାରେ ବଢୁଛି ଚାହିଦା

ମୁମ୍ବାଇ: ଭାରତର ଅଗ୍ରଣୀ ଫିନ୍ ଟେକ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମଗ୍ର ଭାରତରେ ମର୍ଚାଂଟ ପାର୍ଟନରମାନଙ୍କୁ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି । ଶୁଭାରମ୍ଭ ହେବାର ମାତ୍ର ୩ ମାସ…

ମୋର୍ବି ବ୍ରିଜ୍ ଦୁର୍ଘଟଣାର ନୂଆ ଖୁଲାସା: ୨ କୋଟିର କାମକୁ ମାତ୍ର ୧୨ଲକ୍ଷ ଟଙ୍କାରେ ସାରି ଦିଆଯାଇଥିଲା

ଅହମ୍ମଦାବାଦ: ଗୁଜୁରାଟର ମୋର୍ବିରେ ହୋଇଥିବା ବ୍ରିଜ ଦୁର୍ଘଟଣାର ତଦନ୍ତରେ ଦିନକୁ ଦିନ ନୂଆ ଖୁଲାସା କରାଯାଉଛି । ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଓରେୱା ବ୍ରିଜର ମରାମତି ପାଇଁ ୨ କୋଟି ଟଙ୍କା ମିଳିଥିଲା ।…