fbpx
Browsing Category

Top Stories

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ…

ସୂର୍ଯ୍ୟପରାଗ ମେଷ ରାଶି ପାଇଁ ଖରାପ ତ’ ସିଂହ ରାଶି ଲୋକଙ୍କ ପାଇଁ ଧନଲାଭର ଯୋଗ: ଜାଣନ୍ତୁ ଆପଣଙ୍କ ରାଶିର ଅବସ୍ଥା

ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଛି । ଦୀପାବଳୀର ଦିନକ ପରେ ଏହା ଲାଗିବ । ଭାରତରେ ଏହାର ବିରଳ ଦୃଶ୍ୟକୁ ଦେଖିବାକୁ ମିଳିବ । ସେହି ଦିନ ସୂର୍ଯ୍ୟପରାଗର ସ୍ପର୍ଶ ଭାରତରେ ରାତି…

କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ…

କର୍ମଚାରୀଙ୍କ ପାଇଁ ଜରୁରୀ ଖବର: ସରକାର ବଦଳାଇଲେ ବଡ଼ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି !

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଡିଏ ଏବଂ ବୋନସ୍ ଦେବା ପରେ ଏବେ ସରକାର ଏକ ବଡ ନିୟମରେ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ ସରକାର କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି…

ମାଗଣା ଦୀପାବଳି ଅଫର ଚକ୍କରରେ ପଡ଼ନ୍ତୁ ନାହିଁ, ଡାଟା ଚୋରି କରୁଛି ଚୀନ୍; ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକମାନେ ଅନଲାଇନ ଏବଂ ଅଫଲାଇନ କିଣାବିକାରେ ବ୍ୟସ୍ତ ଅଛନ୍ତି। ଅଧିକାଂଶ ଅନଲାଇନରେ ମଧ୍ୟ କିଣାକିଣି କରୁଛନ୍ତି। ଏହି ସମୟରେ, ମାଗଣା ଦୀପାବଳି ଅଫର ନାମକ…

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍: ମାତ୍ର ୪୫ ଦିନ ପରେ ଛାଡ଼ିଲେ ପଦବୀ

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ ।…

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର: ବାହାନଗା ପୂର୍ବରୁ ପାସେଞ୍ଜର ଟ୍ରେନରେ ହୋଇଛି ଅଗ୍ନିକାଣ୍ଡ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନ୍ ଚାଲୁଥିବା ସମୟରେ ପଛବଗିରେ ଲାଗିଯାଇଥିଲା ନିଆଁ । ସୂଚନା…

ଜୟପୁର ଏୟାରପୋର୍ଟକୁ ଲାଇସେନ୍ସ: ‘ଉଡ଼ାନ୍’ ଯୋଜନାରେ ବିମାନ ଚଲାଚଳ ପାଇଁ ଅନୁମତି

କୋରାପୁଟ: ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। କୋରାପୁଟ ଜିଲ୍ଲା ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ। ଜୟପୁର ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। 'ଉଡ଼ାନ୍' ଯୋଜନାରେ ଲାଇସେନ୍ସ ନେଇ…

ଭୋଟ୍ ପାଇଁ ଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ…

Video: ଚାଷୀଙ୍କୁ ଅଚାନକ୍ ଆସିଲା କାର୍ଡିଆକ୍ ଆରେଷ୍ଟ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଗତ କିଛିସମୟ ଧରି ଅଚାନକ୍ ମୃତ୍ୟୁର ମାମଲା ବଢ଼ିବାରେ ଲାଗିଛି । ହାର୍ଟ ଆଟାକ୍ ବା କାର୍ଡିଆକ୍ ଆରେଷ୍ଟରୁ ହେଉଥିବା ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନାଚିବା, ଜିମରେ ବ୍ୟାୟାମ କରିବା କିମ୍ବା ଚାଲିବା…