Browsing Category
Top Stories
ଭୁବନେଶ୍ବରରେ ମୁଣ୍ଡ ନେଉଛି ବିଷାକ୍ତ ମଦ, ବିଦେଶୀ ମଦ ଦୋକାନ ସିଲ କଲା ଅବକାରୀ ବିଭାଗ
ଭୁବନେଶ୍ବର: ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ…
ଗୋପାଳପୁର ଗଣଦୁଷ୍କର୍ମ: ନିଜଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ
ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାକୁ ଗୁରୁତର ସହ ନେଲା ଜାତୀୟ ମହିଳା କମିଶନ । ନିଜଆଡ଼ୁ ମାମଲା ରୁଜୁ କଲା ମହିଳା କମିଶନ । ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ…
Shani Vakri 2025: ଜୁଲାଇରେ ବକ୍ରୀ ହେବେ ଶନିଦେବ, ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ
ନୂଆଦିଲ୍ଲୀ: ନ୍ୟାୟର ଦେବତା ଶନି ଦେବ ଖୁବ୍ ଶୀଘ୍ର ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ଶନି ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ପ୍ରବେଶ କରିଥିଲେ । ଶନି ସମୟ ସମୟରେ ତାଙ୍କର ଗତି ପରିବର୍ତ୍ତନ କରିଚାଲିଛନ୍ତି ।…
ଏୟାର ଇଣ୍ଡିଆ ଅଧିକାରୀଙ୍କୁ DGCAର ସମନ୍, ବିମାନରେ ଯାନ୍ତ୍ରୀକ ତ୍ରୁଟି ନେଇ ହେବ ବଡ଼ ବୈଠକ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନେଇ DGCAର ତନାଘନା । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ନେଇ ହେବ ବଡ଼ ବୈଠକ । ଏୟାର ଇଣ୍ଡିଆ ଅଧିକାରୀଙ୍କୁ DGCAର ସମନ୍ ।
ଏୟାର ଇଣ୍ଡିଆର…
Air India Flight Cancelled: ପୁଣି ବାତିଲ ହେଲା ଏୟାର ଇଣ୍ଡିଆର ୨ଟି ବିମାନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ପିଛା ଛାଡୁନି ବିବାଦ । ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍ କରାଯାଇଛି ।
ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସ୍ରୁ ଦିଲ୍ଲୀ…
କେବେ ପଡୁଛି କାଳଷ୍ଟମୀ? କେମିତି କାଳ ଭୈରବଙ୍କୁ କରିବେ ପ୍ରସନ୍ନ; ଜାଣନ୍ତୁ ନିୟମ…
ଓଡିଶା ଭାସ୍କର: କେବେ ପଡୁଛି କାଳଷ୍ଟମୀ ? ସେନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦର ହୋଇଛି ଅନ୍ତ । ଆଷାଢ଼ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳଷ୍ଟମୀର ଉପବାସ ପୂଜା ହେବ। ଜୁନ୍ 18 ନା 19 ରେ ଉପବାସ ରଖିବା ସେ…
(Video) ଭାବନଗରରେ ମୁଷଳଧାରାରେ ବର୍ଷା ତାଣ୍ଡବ, ଭାସିଲା ଯାନବାହାନ ପାଣିରେ ଫସିଲେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଗୁଜରାଟର ଭାବନଗର ଜିଲ୍ଲାରେ ପ୍ରବଳ ବର୍ଷା ଲୋକଙ୍କ ପାଇଁ ବିପର୍ଯ୍ୟୟ ପାଲଟିଛି । ଗୁଜରାଟର ଭାବନଗର ଜିଲ୍ଲାର ଶିହୋର ତାଲୁକାରେ ପ୍ରବଳ ବର୍ଷା ଯୋଗୁଁ ଗାଁଗୁଡ଼ିକରେ ପାଣି ପ୍ରବେଶ କରିଥିଲା। ବର୍ଷା ଏତେ…
ଭୟଙ୍କର Video..ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ହଷ୍ଟେଲରୁ ଏପରି ଡେଇଁଥିଲେ ଡାକ୍ତରୀ ଛାତ୍ର, ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର…
ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଏକ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି । ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଉଡ଼ାଣ…
ସମସ୍ତଙ୍କୁ ଉପହାରରେ ଦିଆଯାଏନି ଭଗବଦ୍ ଗୀତା, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଓଡ଼ିଶା ଭାସ୍କର: ସାଧାରଣତଃ ଆପଣ ଦେଖିଥିବେ ଯେ, ଲୋକମାନେ କୌଣସି ନା କୌଣସି କାର୍ଯ୍ୟକ୍ରମରେ କିମ୍ବା ପାର୍ଟିରେ ପରସ୍ପରକୁ କିଛି ନା କିଛି ଉପହାର ଦେଇଥାନ୍ତି। କିଛି ଲୋକ ବହୁତ ଭାବପ୍ରବଣ ହୋଇଯାଆନ୍ତି ଏବଂ ସେମାନେ…
ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା; 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ…