Browsing Category

Top Stories

ଝିଅ କହିଲା ମୋ ସହ ଦୁଷ୍କର୍ମ ହୋଇଛି, ବାପା କହିଲେ ସେ ଅଟୋରୁ ଖସିପଡ଼ିଛି, IIM କୋଲକାତା ଦୁଷ୍କର୍ମ ମାମଲାରେ ଖୁଲାସା

ନୂଆଦିଲ୍ଲୀ: ଜୋକା IIM ଦୁଷ୍କର୍ମ ମାମଲାରେ ଅନ୍ୟ ଏକ ଖୁଲାସା ଘଟିଛି। ଯାହା ପୀଡିତାଙ୍କ ବୟାନକୁ ମିଥ୍ୟା ପ୍ରମାଣିତ କରୁଛି। ପୀଡିତାଙ୍କ ବାପା କହିଛନ୍ତି ଯେ, ତା ସହ ଦୁଷ୍କର୍ମ ହୋଇନାହିଁ, ସେ ପଡ଼ିଯାଇଛି। ସେ…

୯୭% ଲୋକଙ୍କ ଆକାଉଣ୍ଟରେ ଜମା ହେଲା EPFର ୮.୨୫% ସୁଧ, ଆପଣଙ୍କୁ ମିଳିଲା କି? ଏହି ୪ଟି ଉପାୟରେ ଚେକ୍ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୮.୨୫% ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ କରିଛି। କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଅନୁସାରେ, ଜୁଲାଇ ୮…

ମଣ୍ଡପ ସଜା ହୋଇଥିଲା, ବାଜା ବାଜୁଥିଲା.. ହେଲେ ଏମିତି ଖୁଲାସା ହେଲା, ବର ପହଞ୍ଚିଲା ଥାନାରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପ୍ରତାପଗଡ଼ର ପ୍ରସିଦ୍ଧ ମା ବେଲହା ଦେବୀ ମନ୍ଦିରରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ ବିବାହ ରୀତିନୀତି ମଧ୍ୟରେ ପୂଜକଙ୍କ ନଜର ବର ଉପରେ…

ପନ୍ତ ଭାଙ୍ଗିଲେ Viv Richardsଙ୍କ ଅଲ୍ ଟାଇମ୍ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ସମସ୍ତଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ: ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସେ ଟେଷ୍ଟ ୱିକେଟରେ ମଧ୍ୟ ଦିନିକିଆ ଫର୍ମାଟ୍ ଭଳି ବ୍ୟାଟିଂ କରୁଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜରେ ତାଙ୍କ ବ୍ୟାଟରୁ ରନ୍‌ର ବର୍ଷା…

ଜାପାନୀ ‘ବାବା ଭାଙ୍ଗା’ର ଜ୍ୱାଲାମୁଖୀ ବିସ୍ଫୋରଣ ଭବିଷ୍ୟବାଣୀ ହେଲା ସତ ! ଜାପାନରେ ସତରେ ଘଟୁଛି ଭୟଙ୍କର ଘଟଣା

ଜାପାନୀ ମାଙ୍ଗା ଶିଳ୍ପୀ ରିଓ ତାତ୍ସୁକି, ଯିଏ ଜାପାନର ‘ବାବା ଭାଙ୍ଗା’ ଭାବେ ଜଣାଶୁଣା, ତାଙ୍କର ୧୯୯୯ ମସିହାରେ ପ୍ରକାଶିତ ପୁସ୍ତକ ‘ଦ ଫ୍ୟୁଚର ଆଇ ସ’ରେ ୨୦୨୫ରେ ଏକ ବିପର୍ଯ୍ୟୟକାରୀ ପ୍ରାକୃତିକ ଦୁର୍ଘଟଣାର…

ଭାରତରେ X ଉପଭୋକ୍ତାଙ୍କ ପାଇଁ ଖୁସି ଖବର! ଏବେ ମାତ୍ର ଏତିକି ଟଙ୍କାରେ ମିଳିବ ପ୍ରିମିୟମ ସବସ୍କ୍ରିପସନ, ଜାଣନ୍ତୁ କେତେ ହେଲା ଶସ୍ତା

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ଭାରତୀୟ ଉପଭୋକ୍ତାଙ୍କ ପାଇଁ ପ୍ରିମିୟମ ସବସ୍କ୍ରିପସନର ମୂଲ୍ୟରେ ବୃହତ ହ୍ରାସ ଘୋଷଣା କରିଛି। ଏହି ପଦକ୍ଷେପ ଦ୍ୱାରା…

କେଏଲ ରାହୁଲ ଶତକ ମାରି ରଚିଲେ ଇତିହାସ, ଲର୍ଡସରେ ଏମିତି କରିଥିବା ପ୍ରଥମ Asian Opener କ୍ଲବରେ ମାରିଲେ ଏଣ୍ଟ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମୁକାବିଲା ଲର୍ଡସରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପକ୍ଷରୁ କେଏଲ ରାହୁଲ ଶାନଦାର ବ୍ୟାଟିଂ କରି ଶତକ ମାରିଛନ୍ତି। ଏହା ଲର୍ଡସ ମଇଦାନରେ କେଏଲ…

Airtelର ଏହି ଶସ୍ତା ପ୍ଲାନ୍ ବଢାଇଦେଲା Jioର ଟେନସନ! ଏତିକି ଦିନ ଯାଏଁ ମିଳିବ ଅନଲିମିଟେଡ କଲିଂର ସୁବିଧା

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ମଧ୍ୟରୁ ଭାରତୀ ଏୟାରଟେଲ୍ ଅନ୍ୟତମ। ଏହା ମାତ୍ର ୧୮୯ ଟଙ୍କାରେ ଏକ ନୂଆ ଏବଂ ସୁଲଭ ପ୍ରିପେଡ୍ ରିଚାର୍ଜ ପ୍ଲାନ ଜାରି କରିଛି।ଏହାର ମୂଲ୍ୟ ମାତ୍ର ୧୮୯ ଟଙ୍କା।…

ଭାରତର ପ୍ରଥମ ISS ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନ, ଏହି ଦିନ ହେବ ଐତିହାସିକ Splashdown

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଫେରିବାର ତାରିଖ ସ୍ଥିର ହୋଇଛି। ଏକ ସଫଳ ମହାକାଶ ଯାତ୍ରା ପରେ, ସେ ପୃଥିବୀକୁ ଫେରିବାକୁ…

ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣା: FM ପ୍ରିନ୍ସିପାଲ ଏବଂ HODଙ୍କୁ କରାଗଲା ସସ୍‌ପେଣ୍ଡ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ବାଲେଶ୍ୱର: ଆଜି ବାଲେଶ୍ୱର ଫକୀର ମୋହନ କଲେଜରେ ଏକ ବଡ଼ ଅଘଟଣ ଘଟିଛି। ଦେହରେ ନିଆଁ ଲଗାଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ…