Browsing Category
Top Stories
ଅନିଲ ଅମ୍ବାନୀଙ୍କୁ ଆଶ୍ୱସ୍ତି: କାନାରା ବ୍ୟାଙ୍କ ହଟାଇଲା ‘ଫ୍ରଡ’ ଟ୍ୟାଗ, ବମ୍ବେ ହାଇକୋର୍ଟରେ ଖୁଲାସା
ମୁମ୍ବାଇ: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ କେନାରା ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଗୁରୁବାର ଦିନ ବମ୍ବେ ହାଇକୋର୍ଟକୁ ସୂଚନା ଦେଇଛି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ…
ODI କ୍ୟାପ୍ଟେନ ହେବେ କି ଶୁଭମନ ଗିଲ୍? ହୋଇପାରେ ରୋହିତ ଶର୍ମାଙ୍କ ଖେଳ ଖତମ୍!
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଏବଂ ଟି-୨୦ରୁ ଅବସର ନେଇଥିବା ରୋହିତ ଶର୍ମା ଏବେ କେବଳ ଓ୍ବାନଡେ ଖେଳିବେ । ସେ ଏବେ ଓ୍ବାନଡେ କ୍ରିକେଟର କ୍ୟାପ୍ଟେନ ରହିଛନ୍ତି ।
ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନିକଟରେ…
ଟିସିଏସ କର୍ମଚାରୀଙ୍କୁ ଝଟକା: ଦରମା ବୃଦ୍ଧି ପୁଣି ଥରେ ଘୁଞ୍ଚିଲା, ଏଚଆର ମୁଖ୍ୟ କହିଲେ – ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ
ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ତା’ର କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। କମ୍ପାନୀର ମୁଖ୍ୟ ମାନବ ସମ୍ବଳ…
ମହାକାଶରେ ପାର୍ଟି କଲେ ଶୁଭାଂଶୁ ଶୁକ୍ଳା; ଘରକୁ ଫେରିବା ପୂର୍ବରୁ ଦେଲେ ଦାବତ, ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଜୁଲାଇ 14 ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। 14 ଦିନର ଯାତ୍ରା ଭିତରେ ଘରକୁ ଫେରିବା…
କର୍କଟ-HIV ରୋଗୀଙ୍କ ପାଇଁ ଆଶ୍ୱସ୍ତି, ଏବେ ଶସ୍ତା ହେବ ଔଷଧ ମୂଲ୍ୟ
ନୂଆଦିଲ୍ଲୀ: କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ ।
କାରଣ ଖୁବ୍ ଶୀଘ୍ର ଭାରତରେ HIV,…
ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ପୂର୍ବ ଶତ୍ରୁତା ଅନୁମାନ
ସୁବର୍ଣ୍ଣପୁର: ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି…
ବସ୍ ଅଟକାଇଲେ..ପରିଚୟପତ୍ର ଦେଖି ୯ଜଣଙ୍କୁ ଗୁଳି ମାରିଦେଲେ, ବେଲୁଚିସ୍ତାନରେ ହୃଦୟବିଦାରକ ଘଟଣା
ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବସ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀମାନେ ୯ ଜଣଙ୍କୁ ପରିଚୟ ପଚାରି ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି ।
ବସ୍ ଆକ୍ରମଣରେ ନିହତ ସମସ୍ତ…
ମାଆକୁ ନିଜ ସ୍ତ୍ରୀ କଲା ପୁଅ, ଘରୁ ପଳାଇ ଆସି କୋର୍ଟରେ କଲା ବିବାହ
ହରିୟାଣା: ଡିଜିଟାଲ୍ ଯୁଗରେ, ଲୋକମାନେ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି ଯେ ସେମାନେ ନା ସମ୍ପର୍କକୁ ସମ୍ମାନ ଦିଅନ୍ତି ନା ପରିବାରକୁ । । ଆଧୁନିକତାର ଦୌଡ଼ରେ ଦୌଡ଼ୁଥିବା ଲୋକମାନେ ସୀମା ପାର କରୁଛନ୍ତି । ଏବଂ…
ଏହି ବନ୍ଧୁକ ନେଇ ତାକୁ ହତ୍ୟା କର…ପ୍ରେମିକକୁ ବନ୍ଧୁକ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ବାମୀ ପୁଣିଥରେ ବିଶ୍ବାସ ଘାତକତାର ଶିକାର ହୋଇ ଜୀବନ ଯାଇଛି । ଆଲିଗଡ଼ରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ପିସ୍ତଲ ଦେଇ ତାଙ୍କ…
ବଙ୍ଗାଲରେ TMC ନେତାଙ୍କୁ ଗୁଳି କରି ହତ୍ୟା, ISFକୁ ଦାୟୀ କଲେ ବିଧାୟକ
କୋଲକାତା: ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଖବର ସାଧାରଣ ହୋଇଯାଇଛି। ପ୍ରତିଦିନ ଏପରି ମାମଲା ସାମ୍ନାକୁ ଆସୁଛି। ଗୁରୁବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଭାଙ୍ଗର ଅଞ୍ଚଳରେ ସ୍ଥାନୀୟ…