Browsing Category

Top Stories

ଭୁଶୁଡ଼ୁଛି ମାଓଗଡ଼: ୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, 12 ଆତ୍ମସମର୍ପଣ

ମାଲକାନଗିରି: ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍‍ ମାଓବାଦୀ  । ଏହା ସହିତ ଦନ୍ତେୱାଡ଼ାରେ 12 ମାଓବାଦୀ କରିଛନ୍ତି ଆତ୍ମସମର୍ପଣ । କମ୍ବିଂ…

(Video) ଏମିତି କିଏ କରେ..ପାହାଡ଼ ଉପରେ ଷ୍ଟଣ୍ଟ କରୁଥିଲେ ବ୍ୟକ୍ତି, ଶୋ-ଅଫ୍ ଯୋଗୁଁ 300 ଫୁଟ ତଳକୁ ଖସିଗଲା କାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କାର ସହିତ ଷ୍ଟଣ୍ଟ କରିବା ପାଇଁ ବହୁତ ମୂଲ୍ୟ ଦେବାକୁ ପଡିଲା। ଷ୍ଟଣ୍ଟ ସମୟରେ ବ୍ୟକ୍ତି ଜଣକ କାର…

Earthquake Today: ଦିଲ୍ଲୀ ପରେ ଏବେ ଥରିଲା ହିମାଚଳ, ସକାଳୁ ସକାଳୁ ଦୋହଲିଲା ମାଟି

ନୂଆଦିଲ୍ଲୀ: ହରିୟାଣା ଏବଂ ଦିଲ୍ଲୀ ଏନସିଆର ପରେ ଏବେ ହିମାଚଳ ପ୍ରଦେଶରେ ଭୂମିକମ୍ପ ହୋଇଛି । ଆଜି ସକାଳୁ ସକାଳୁ ଥରିଛି ମାଟି । ଥରିଲା ଚମ୍ବା- ଆଜି ସକାଳେ ଚମ୍ବା ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ଶୁକ୍ରବାର ସକାଳେ…

ଲିଭର କ୍ୟାନ୍ସର-ସିରୋସିସ୍ ହେବାର ଆଶଙ୍କା ୪୦% ହ୍ରାସ କରିବ ଏହି କଳା ପାଣି…ଡାକ୍ତର ମଧ୍ୟ ଦିଅନ୍ତି ପରାମର୍ଶ

ଓଡ଼ିଶା ଭାସ୍କର: କେବଳ ଖାଦ୍ୟ ନୁହେଁ, ନିଦ ଏବଂ କିଛି ପାନୀୟ ଜିନିଷ ମଧ୍ୟ ଲିଭରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଲିଭର କ୍ୟାନସର ଏବଂ ଲିଭର ସିରୋସିସ୍ ହେବାର ଆଶଙ୍କା କମ କରିବା ପାଇଁ,…

ଓଡ଼ିଶା ଆସୁଛନ୍ତି ରାହୁଲ-ଖଡଗେ, ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଯାଇଛି । ଆସୁଛନ୍ତି ରାହୁଲ- ଆଜି ଭୁବନେଶ୍ବରର…

ଶ୍ରାବଣ ମାସର ପ୍ରଥମ ଦିନ ଏହି ରାଶିଙ୍କ ଉପରେ ରହିବ ଶିବଙ୍କ କୃପା, ପୂରା ହେବ ଅଧୁରା କାମ

ଓଡ଼ିଶା ଭାସ୍କର:  ଆଜି ଶ୍ରାବଣ କୃଷ୍ଣ ପକ୍ଷର ପ୍ରତିପଦା ତିଥି। ପ୍ରତିପଦା ତିଥି ଆଜି ମଧ୍ୟ ରାତ୍ରି 2:09 ପର୍ଯ୍ୟନ୍ତ ରହିବ। ବୈଦୃତି ଯୋଗ ଆଜି ରାତି 8:44 ପର୍ଯ୍ୟନ୍ତ ରହିବ। ଏହା ସହିତ ଉତ୍ତରାଷାଢ ନକ୍ଷତ୍ର…

ବ୍ରାଜିଲ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କାନାଡା! ୩୫ ପ୍ରତିଶତ ଟାରିଫ ଲାଗୁ

ନୂଆଦିଲ୍ଲୀ: ବ୍ରାଜିଲ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କାନାଡା ଉପରେ ଟାରିଫ ଲାଗୁ କରିଛନ୍ତି । ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ 35 ପ୍ରତିଶତ…

ଶ୍ରାବଣ ମାସରେ ପୂରଣ ହେବ ଏହି 3 ରାଶିର ବ୍ୟକ୍ତିଙ୍କ ଇଚ୍ଛା, ରହିବ ମହାଦେବଙ୍କ କୃପା

ନୂଆଦିଲ୍ଲୀ: ଶ୍ରାବଣ ମାସ ଅନେକ ରାଶି ପାଇଁ ଖୁସିର ଦିନ ନେଇ ଆସୁଛି । ଏହି ମାସ ଅନେକ ରାଶି ପାଇଁ ଶୁଭଫଳ ମିଳିବ । ମେଷ- କାର୍ଯ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ ପାଇବ । ଆୟର ଉତ୍ସ ବୃଦ୍ଧି ପାଇବ । ଚାକିରିରେ…

୨୦୩୦ ସୁଦ୍ଧା ୩.୫ ବିଲିୟନ ଡଲାର ହୋଇପାରେ ଲିଥିୟମ୍ ଆୟନ ବ୍ୟାଟେରୀ ରିସାଇକ୍ଲିଂ ବ୍ୟବସାୟ , ୪୧ ହଜାର ଲୋକଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ: ଭାରତରେ ଲିଥିୟମ୍ ଆୟନ ବ୍ୟାଟେରୀ ରିସାଇକ୍ଲିଂ ବ୍ୟବସାୟ ୨୦୩୦ ସୁଦ୍ଧା ୩.୫ ବିଲିୟନ ଡଲାର (ପ୍ରାୟ ୨୯,୦୦୦ କୋଟି ଟଙ୍କା) ମୂଲ୍ୟରେ ପହଞ୍ଚିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଏହି କ୍ଷେତ୍ର ଦେଶରେ…

IGI Aviation Services Recruitment 2025: ଏୟାରପୋର୍ଟ ଗ୍ରାଉଣ୍ଡ ଷ୍ଟାଫ ଓ ଲୋଡର ପଦବୀ ପାଇଁ ନିଯୁକ୍ତି ଘୋଷଣା, ଜାଣନ୍ତୁ ଦରମା କେତେ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ (ଆଇଜିଆଇ) ଏଭିଏସନ ସର୍ଭିସେସ ପକ୍ଷରୁ ଦିଲ୍ଲୀ ଏୟାରପୋର୍ଟରେ ଗ୍ରାଉଣ୍ଡ ଷ୍ଟାଫ ଓ ଲୋଡର ପଦବୀ ପାଇଁ ୧,୪୪୬ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଏହି…